ବଦଳିଲା କୋଲକତା ପୋର୍ଟର ନାଁ, ଶ୍ୟାମା ପ୍ରସାଦଙ୍କ ନାମରେ ନାମିତ

କୋଲକତା: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ କୋଲକତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତିରେ ଯୋଗଦେଇ ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ଏହାକୁ ନାମିତ କରିଛନ୍ତି। ନେତାଜୀ ଇନ୍‌ଡୋର ଷ୍ଟାଡିଅମ୍‌ରେ ମୋଦି କହିଛନ୍ତି, “ଏହି ପୋର୍ଟ ଏବେଠାରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ପରିଚିତ ହେବ।” ମୋଦି କହିଛନ୍ତି, “ଦୁର୍ଭାଗ୍ୟଜନକ କଥା ହେଉଛି ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ବାବା ସାହେବ ଆମ୍ବେଦକର ସରକାରରୁ ଇସ୍ତଫା ଦେବାପରେ, ସେମାନଙ୍କ ପରାମର୍ଶ ଯେପରି […]

Modi

Modi

Subrat Kumar Nayak
  • Published: Sunday, 12 January 2020
  • Updated: 12 January 2020, 04:36 PM IST

Sports

Latest News

କୋଲକତା: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ କୋଲକତା ପୋର୍ଟ ଟ୍ରଷ୍ଟର ୧୫୦ ବର୍ଷ ପୂର୍ତ୍ତିରେ ଯୋଗଦେଇ ଭାରତୀୟ ଜନସଂଘ ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ଏହାକୁ ନାମିତ କରିଛନ୍ତି। ନେତାଜୀ ଇନ୍‌ଡୋର ଷ୍ଟାଡିଅମ୍‌ରେ ମୋଦି କହିଛନ୍ତି, “ଏହି ପୋର୍ଟ ଏବେଠାରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ପରିଚିତ ହେବ।”

ମୋଦି କହିଛନ୍ତି, “ଦୁର୍ଭାଗ୍ୟଜନକ କଥା ହେଉଛି ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ବାବା ସାହେବ ଆମ୍ବେଦକର ସରକାରରୁ ଇସ୍ତଫା ଦେବାପରେ, ସେମାନଙ୍କ ପରାମର୍ଶ ଯେପରି ଲାଗୁ କରାଯିବା କଥା ଲାଗୁ କରାଗଲାନି।”

ମୋଦି କହିଥିଲେ, “ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ କିମ୍ବଦନ୍ତୀ ଏବଂ ପଶ୍ଚିମବଙ୍ଗର ବିକାଶର ସ୍ୱପ୍ନ ନେଇ ବଞ୍ଚୁଥିବା ନେତା ଥିଲେ। ସେ ଭାରତର ଔଦ୍ୟୋଗୀକରଣର ପ୍ରେରଣା ଥିଲେ। ଆମ ଦେଶରେ ଏକ ବିଧାନ, ଏକ ପ୍ରଧାନ ପାଇଁ ବଳିଦାନ ଦେଇଥିବା ଶ୍ୟାମାପ୍ରସାଦଙ୍କ ନାମରେ ଏହି ପୋର୍ଟର ନାମ ହେବ ବୋଲି ଘୋଷଣା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story