କରୋନା ଲଢ଼େଇ: ଶୀର୍ଷରେ ପହଞ୍ଚିଛି ମୋଦିଙ୍କ ଲୋକପ୍ରିୟତା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ସାରା ଦେଶ ଲଢ଼େଇ କରୁଛି। କରୋନା ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଲକଡାଉନ ଲାଗୁ କରାଯାଇଛି। ଲକଡାଉନ ଯୋଗୁ ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି ବୋଲି କୁହାଯାଉଛି। ଏହି କାରଣରୁ ମୋଦିଙ୍କ ଲୋକପ୍ରିୟତା ମଧ୍ୟ ଶୀର୍ଷରେ ପହଞ୍ଚି ଯାଇଛି। କରୋନା ପୂର୍ବରୁ ଅର୍ଥନୀତିକ ସମସ୍ୟା ଯୋଗୁ ମୋଦି ସରକାର ବ୍ୟାକଫୁଟରେ ଥିଲେ। ହେଲେ ଏବେ ମୋଦିଙ୍କ ଲୋକପ୍ରିୟତା ୮୩%ରେ ପହଞ୍ଚି ଯାଇଛି। ଆମେରିକାର ଏକ […]

s

s

Hemant Lenka
  • Published: Thursday, 30 April 2020
  • Updated: 30 April 2020, 02:54 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ସାରା ଦେଶ ଲଢ଼େଇ କରୁଛି। କରୋନା ସଂକ୍ରମଣ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଲକଡାଉନ ଲାଗୁ କରାଯାଇଛି। ଲକଡାଉନ ଯୋଗୁ ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖାଯାଇ ପାରିଛି ବୋଲି କୁହାଯାଉଛି।

ଏହି କାରଣରୁ ମୋଦିଙ୍କ ଲୋକପ୍ରିୟତା ମଧ୍ୟ ଶୀର୍ଷରେ ପହଞ୍ଚି ଯାଇଛି। କରୋନା ପୂର୍ବରୁ ଅର୍ଥନୀତିକ ସମସ୍ୟା ଯୋଗୁ ମୋଦି ସରକାର ବ୍ୟାକଫୁଟରେ ଥିଲେ। ହେଲେ ଏବେ ମୋଦିଙ୍କ ଲୋକପ୍ରିୟତା ୮୩%ରେ ପହଞ୍ଚି ଯାଇଛି।

ଆମେରିକାର ଏକ ସର୍ଭେ ସଂସ୍ଥା ମର୍ଣ୍ଣିଂ କନସଲ୍ଟର ତଥ୍ୟ ଅନୁଯାୟୀ, ଜାନୁଆରୀ ୭ରେ ମୋଦିଙ୍କ ଲୋକପ୍ରିୟତା ୭୬%ରେ ସୀମିତ ରହିଥିଲା। ହେଲେ ଏପ୍ରିଲ ୨୧ ବେଳକୁ ଏହା ୮୩%ରେ ପହଞ୍ଚି ଯାଇଛି। ଅର୍ଥାତ ୮୩% ଲୋକ ମୋଦିଙ୍କୁ ନିଜ ପସନ୍ଦର ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଛନ୍ତି। କରୋନାକୁ ମୋଦି ଠିକ୍‌ ଭାବେ ମୁକାବିଲା କରିପାରିବେ ବୋଲି ୮୩% ଲୋକ ବିଶ୍ୱାସ ରଖିଛନ୍ତି।

ଆଇଏନଏସ-ସି ଭୋଟର ପକ୍ଷରୁ କୋଭିଡ-୧୯ ଉପରେ କରାଯାଇଥିବା ସର୍ଭେ ଅନୁଯାୟୀ, ମାର୍ଚ୍ଚ ୨୫ରେ ମୋଦିଙ୍କ ଲୋକପ୍ରିୟତା ୭୬.୮% ରହିଥିଲା। ଏପ୍ରିଲ ୨୧ ବେଳକୁ ଏହା ୯୩.୫%ରେ ପହଞ୍ଚି ଯାଇଛି। ମୋଦିଙ୍କ ନେତୃତ୍ୱକୁ ୯୩.୫% ଲୋକ ବିଶ୍ୱାସକୁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story