ମୋଦି-ହସିନା ଭେଟଘାଟ, ୩ଟି ପ୍ରକଳ୍ପର ହେଲା ଶୁଭାରମ୍ଭ

ନୂଆଦିଲ୍ଲୀ: ଗୁରୁବାରଠୁ ୪ ଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଭେଟଘାଟ ହୋଇଛି। ଏହି ଭେଟଘାଟ ବେଳେ ଦୁଇ ଦେଶର ମୁଖିଆଙ୍କ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏହଂ ଯୋଗାଯୋଗ ବାବଦରେ ଆଲୋଚନା ହୋଇଥିବା ବେଳେ ୭ଟି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି। ଏଥିସହ ୩ଟି ଦ୍ୱିପାକ୍ଷିକ ଯୋଜନାର ମିଳିତ ଶୁଭାରମ୍ଭ କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ । ଏହି ତିନି ଯୋଜନା ହେଲା […]

HASINA MODI

HASINA MODI

Subhransu Sekhar
  • Published: Saturday, 05 October 2019
  • Updated: 05 October 2019, 03:28 PM IST

Sports

Latest News

ନୂଆଦିଲ୍ଲୀ: ଗୁରୁବାରଠୁ ୪ ଦିନିଆ ଭାରତ ଗସ୍ତରେ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଭେଟଘାଟ ହୋଇଛି। ଏହି ଭେଟଘାଟ ବେଳେ ଦୁଇ ଦେଶର ମୁଖିଆଙ୍କ ମଧ୍ୟରେ ପ୍ରତିରକ୍ଷା, ବ୍ୟବସାୟ ଏହଂ ଯୋଗାଯୋଗ ବାବଦରେ ଆଲୋଚନା ହୋଇଥିବା ବେଳେ ୭ଟି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି। ଏଥିସହ ୩ଟି ଦ୍ୱିପାକ୍ଷିକ ଯୋଜନାର ମିଳିତ ଶୁଭାରମ୍ଭ କରିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀ ।

ଏହି ତିନି ଯୋଜନା ହେଲା ଏଲପିଜି ଆମଦାନୀ, ଧନ୍ଦାମୂଳକ ତାଲିମ ଏବଂ  ସାମାଜିକ ସୁବିଧା। ପୂର୍ବରୁ ୧ ବର୍ଷ ମଧ୍ୟରେ ଭିଡିଓ ଲିଙ୍କ ଜରିଆରେ ୯ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶେଖ ହସିନା ତିସ୍ତା ଜଳ ଆବଣ୍ଟନ ଏବଂ ରୋହିଙ୍ଗ୍ୟା ମୁସଲମାନ ପ୍ରସଙ୍ଗରେ ଭାରତ ସହ ଏହି ଗସ୍ତବେଳେ ଆଲୋଚନା କରିବେ। ହେଲେ ଏହି ଆଲୋଚନାବେଳେ ଏନଆରସି ବାବଦରେ ଆଲୋଚନା ହେବ ନାହିଁ ବୋଲି ସୂଚନା ରହିଛି।

ଭାରତ ସରକାରଙ୍କ ଏନଆରସି ପ୍ରସଙ୍ଗକୁ ନେଇ କୌଣସି ଆପତ୍ତି ନାହିଁ ବୋଲି ଗତକାଲି କହିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ଗତ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ମୋଦି ଏବଂ ହାସିନାଙ୍କ ମଧ୍ୟରେ ଭେଟଘାଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story