ପୁଲିସର ଅପିଲ: କ୍ରାଇମ କରନି, ହାତ ଧୁଅ

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱରେ ଉଦ୍‌ବେଗଜନକ ସ୍ଥିତି ହୋଇଥିବା ବେଳେ ସବୁଠି ଏବେ ସତର୍କତା ଓ ସୁରକ୍ଷା ନେଇ ସଚେତନତା କରାଯାଉଛି। ଏହି ଅଭିଯାନରେ ବିଶ୍ୱର ସବୁ ରାଷ୍ଟ୍ର ହାତ ମିଳାଇଛନ୍ତି। ତେବେ ଭୟ ଓ ଆତଙ୍କ ଭିତରେ ଏକ ରୋଚକ ଖବର ମଧ୍ୟ ଆସିଛି। ଆମେରିକାର ବିଭିନ୍ନ ପୁଲିସ ଥାନା ପକ୍ଷରୁ ଅପରାଧୀଙ୍କ ଉଦ୍ଦେଶ୍ୟରେ ଏକ ଅଦ୍ଭୁତ ପ୍ରକାର ଅପିଲ କରାଯାଇଛି। ତାହା ହେଉଛି କରୋନା ରୋଗ ବ୍ୟାପୁଥିବା ସମୟରେ ଅପରାଧିକ କାର୍ଯ୍ୟକଳାପ ବନ୍ଦ […]

n-90-1

n-90-1

Tapas Behera
  • Published: Wednesday, 18 March 2020
  • Updated: 18 March 2020, 09:22 PM IST

Sports

Latest News

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱରେ ଉଦ୍‌ବେଗଜନକ ସ୍ଥିତି ହୋଇଥିବା ବେଳେ ସବୁଠି ଏବେ ସତର୍କତା ଓ ସୁରକ୍ଷା ନେଇ ସଚେତନତା କରାଯାଉଛି। ଏହି ଅଭିଯାନରେ ବିଶ୍ୱର ସବୁ ରାଷ୍ଟ୍ର ହାତ ମିଳାଇଛନ୍ତି। ତେବେ ଭୟ ଓ ଆତଙ୍କ ଭିତରେ ଏକ ରୋଚକ ଖବର ମଧ୍ୟ ଆସିଛି। ଆମେରିକାର ବିଭିନ୍ନ ପୁଲିସ ଥାନା ପକ୍ଷରୁ ଅପରାଧୀଙ୍କ ଉଦ୍ଦେଶ୍ୟରେ ଏକ ଅଦ୍ଭୁତ ପ୍ରକାର ଅପିଲ କରାଯାଇଛି। ତାହା ହେଉଛି କରୋନା ରୋଗ ବ୍ୟାପୁଥିବା ସମୟରେ ଅପରାଧିକ କାର୍ଯ୍ୟକଳାପ ବନ୍ଦ କରିବା। ଆମେରିକାର ବିଭିନ୍ନ ପୁଲିସ ଷ୍ଟେସନ୍‌ ପକ୍ଷରୁ ଏନେଇ ନିଜ ନିଜ ସୋଶାଲ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି। ବିଶେଷ କରି ଓହିଓ, ୱିସ୍କନ୍‌ସିନ୍‌, କେଣ୍ଟୁସ୍କି,  ଉଥ୍ ଏବଂ ୱାଶିଂଟନ୍‌ ପୁଲିସ ପକ୍ଷରୁ ଏଭଳି ନିବେଦନ କରାଯାଇଛି।

ଗତ ସପ୍ତାହରେ ସଲଟ୍‌ଲେକ୍‌ ସିଟି ପୁଲିସ ପକ୍ଷରୁ ଫେସ୍‌ବୁକ୍‌ରେ ମଧ୍ୟ ସେମିତି ଏକ ଅପିଲ କରାଯାଇଥିଲା। କୁହାଯାଇଥିଲା ଯେ, ପରବର୍ତ୍ତୀ ନୋଟିସ୍‌ ପର୍ଯ୍ୟନ୍ତ ଅପରାଧିକ କାର୍ଯ୍ୟକଳାପ ବନ୍ଦ ରଖାଯାଉ। ସେଥିରେ ଆଉ ଏକ ମଜାଦାର କଥା ମଧ୍ୟ ଲେଖାଯାଇଥିଲା। ଉଲ୍ଲେଖ ଥିଲା ଯେ, ଅପରାଧୀମାନେ ମଧ୍ୟ ଅତି ଉନ୍ନତସ୍ତରର। ଏଭଳି ପରିସ୍ଥିତିରେ ଅପରାଧିକ କାର୍ଯ୍ୟକଳାପ ବନ୍ଦ ରଖି ଆମକୁ ଅସୁବିଧାରେ ନପକାଇ ସହଯୋଗ କରୁଥିବାରୁ ପ୍ରଂଶସାଯୋଗ୍ୟ। ତୁମେମାନେ କେବେ ନିଜ ସ୍ୱାଭାବିକ୍‌ କାର୍ଯ୍ୟକଳାପକୁ ଫେରିବ ତାହା ଆମେ ଜଣାଇ ଦେବୁ।

ଆମେରିକାର ପୁୟାଲୁପ୍‌ ପୁଲିସ ପକ୍ଷରୁ ଏକ ଟ୍ୱିଟ୍‌ କରି ଲେଖାଯାଇଛି ଯେ, ଅପରାଧିକ କାର୍ଯ୍ୟକଳାପ ବନ୍ଦ ରଖି ଆମକୁ ସହଯୋଗ କରୁଥିବାରୁ ପ୍ରଂଶସାଯୋଗ୍ୟ। ତୁମେମାନେ କେବେ ନିଜ ସ୍ୱାଭାବିକ୍‌ ସ୍ଥିତିକୁ ଫେରିବ ତାହା ଆମେ ଜଣାଇ ଦେବୁ। ସେତେ ଦିନ ଯାଏଁ ହାତ ଧୁଅ। ଏହା ଉପରେ ରି-ଟ୍ୱିଟ୍‌ କରିଛନ୍ତି ଆଇପିଏସ୍‌ ଅରୁଣ ବୋଥ୍ରା।  ସେ ଏହାକୁ ସବୁଠାରୁ କ୍ୟୁଟେଷ୍ଟ ଅପିଲ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story