ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକଙ୍କ ଆକ୍ରମଣ, ଇସି ମାଗିଲେ ରିପୋର୍ଟ

କୋଲକାତା: ପଶ୍ଚିମବଙ୍ଗ ଘଟଲ ଲୋକସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ବିଜେପି ପ୍ରାର୍ଥୀ ଭାରତୀ ଘୋଷ ଆଜି ଦୁଇଥର ଆକ୍ରମଣର ଶିକାର ହୋଇଛନ୍ତି। ଏହାପରେ ନିର୍ବାଚନ କମିଶନ ପଶ୍ଚିମ ମେଦିନାପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।   ଉଲ୍ଲେଖଯୋଗ୍ୟ ଯେ, ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପୂର୍ବତନ ଆଇପିଏସ ଅପିସର ତଥା ବିଜେପି ପ୍ରାର୍ଥୀ ଭାରତୀ ଘୋଷ ସକାଳେ ଏକ ପୋଲିଂ ଷ୍ଟେସନକୁ ଯାଉଥିଲେ। ହେଲେ କିଛି […]

BHARATI GHOSE (BJP)

BHARATI GHOSE (BJP)

Subhransu Sekhar
  • Published: Sunday, 12 May 2019
  • Updated: 12 May 2019, 03:08 PM IST
କୋଲକାତା: ପଶ୍ଚିମବଙ୍ଗ ଘଟଲ ଲୋକସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ବିଜେପି ପ୍ରାର୍ଥୀ ଭାରତୀ ଘୋଷ ଆଜି ଦୁଇଥର ଆକ୍ରମଣର ଶିକାର ହୋଇଛନ୍ତି। ଏହାପରେ ନିର୍ବାଚନ କମିଶନ ପଶ୍ଚିମ ମେଦିନାପୁର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ରିପୋର୍ଟ ମାଗିଛନ୍ତି।
 
ଉଲ୍ଲେଖଯୋଗ୍ୟ ଯେ, ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ପୂର୍ବତନ ଆଇପିଏସ ଅପିସର ତଥା ବିଜେପି ପ୍ରାର୍ଥୀ ଭାରତୀ ଘୋଷ ସକାଳେ ଏକ ପୋଲିଂ ଷ୍ଟେସନକୁ ଯାଉଥିଲେ। ହେଲେ କିଛି ଟିଏମସି ସମର୍ଥକମାନେ ତାଙ୍କୁ ଟଣାଓଟରା କରିବା ସହ ତଳେ ପକାଇ ଦେଇଥିଲେ।
 
ଏହାପରେ ଅପରାହ୍ନରେ ଏହି ଘଟଣାକୁ ନେଇ ମେଦିନାପୁର ଜିଲ୍ଲାର କେଶିପୁରରେ ଟିଏମସି ସମର୍ଥକମାନେ ତୁମୁଳକାଣ୍ଡ କରିଥିବା ଦେଖିବାକୁ ମିଳିଛି। କେଶିପୁରସ୍ଥିତ ଦୋଗଛିଆରେ ଥିବା ଏକ ବୁଥରେ ରିଗିଂ ହେଉଥିବା ନେଇ ଭାରତୀ ଖବର ପାଇଥିଲେ। ଏହାପରେ ସେହି ବୁଥକୁ ପରିଦର୍ଶନ ପାଇଁ ଯାଉଥିବା ବେଳେ ଟିଏମସି ସମର୍ଥକମାନେ ତାଙ୍କ କାରକୁ କେଶିପୁର ଛକରେ ଘେରିଯାଇ ପଥର ମାଡ଼ କରିବା ସହିତ ବୋମା ପକାଇଥିଲେ ବୋଲି ଏହି ପୂର୍ବତନ ଆଇପିଏସ ଅଫିସର କହିଛନ୍ତି। 
 
ଏହି ଆକ୍ରମଣରେ ବିଜେପି ପ୍ରାର୍ଥୀଙ୍କ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ତାଙ୍କ କାରର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏହାପରେ ନିଜ ଆତ୍ମରକ୍ଷା ପାଇଁ ବିଜେପି ପ୍ରାର୍ଥୀ ଜଣଙ୍କ ଏକ ମନ୍ଦିର ଭିତରେ ପଶିଯାଇଥିଲେ। କେବଳ ଏତିକି ନୁହେଁ, ସ୍ଥାନୀୟ ପୁଲିସ୍ ମଧ୍ୟ ଆକ୍ରମଣକାରୀଙ୍କୁ ସମର୍ଥନ କରୁଥିବା ବିଜେପି ପ୍ରାର୍ଥୀ ଭାରତୀ ଅଭିଯୋଗ କରିଛନ୍ତି।
 
ଘଟାଲ ଲୋକସଭା ଆସନରେ ଭାରତୀ ଘୋଷଙ୍କ ବିପକ୍ଷରେ ଟିଏମସରି ପ୍ରାର୍ଥୀ ହୋଇଛନ୍ତି ଅଭିନେତା ଦୀପକ ଦେବ। ସୂଚନାଯୋଗ୍ୟ ଯେ ବିଜେପିର ଏହି ପୂର୍ବତନ ଆଇପିଏସ ପ୍ରାର୍ଥୀ ଏକଦା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ନିକଟ ବ୍ୟକ୍ତି ଥିଲେ ଏବଂ ମମତାଙ୍କୁ ସେ ମାଆ ବୋଲି ସମ୍ବୋଧନ କରୁଥିଲେ। ସରକାରୀ ଚାକିରିରେ ଥିବା ବେଳେ ଭାରତୀ ଘୋଷ ଏକ ସୁନା ସ୍କାମରେ ଜଡ଼ିତ ଥିବା ଅଭିଯୋଗ ଆସିଥିଲା। ପରେ ପଶ୍ଚିମବଙ୍ଗ ସରକାର ତାଙ୍କର ବଦଳି କରିଥିଲେ। ହେଲେ ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ବୋଲି ଭାରତୀ ଘୋଷ କହିଥିଲେ। ଏହାପରେ ସେ ତାଙ୍କ ବଦଳି ଆଦେଶକୁ ପ୍ରତ୍ୟାଖାନ କରି ଇସ୍ତଫା ଦେଇଥିଲେ।  ସେ ଗତ ଫେବୃଆରୀ ମାସରେ ବିଜେପିରେ ମିଶିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story