ରାହୁଲଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ଆଦିବାସୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଏପ୍ରିଲ ୨୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟପ୍ରଦେଶର ଶାହଡୋଲରେ ଏକ ରାଲି କରିଥିଲେ। ସେଠାରେ ଉଦବୋଧନ ଦେଉଥିବା ବେଳେ ସେ କହିଥିଲେ ଆଦିବାସୀଙ୍କ ପାଇଁ ମୋଦି ସରକାର ନୂଆ ନିୟମ ଆଣିଛନ୍ତି। ଏହାଦ୍ୱାରା ଆଦିବାସୀଙ୍କୁ ଗୁଳି ମାରିହେବ ବୋଲି ରାହୁଲ […]

rahul

rahul

Subhransu Sekhar
  • Published: Thursday, 02 May 2019
  • Updated: 02 May 2019, 11:12 AM IST

Sports

Latest News

ନୂଆଦିଲ୍ଲୀ: ଆଦିବାସୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିର୍ବାଚନ କମିଶନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ନୋଟିସ କରିଛନ୍ତି। ୪୮ ଘଣ୍ଟା ମଧ୍ୟରେ ଏହାର ଉତ୍ତର ରଖିବାକୁ ଇସି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଧ୍ୟପ୍ରଦେଶର ଶାହଡୋଲରେ ଏକ ରାଲି କରିଥିଲେ। ସେଠାରେ ଉଦବୋଧନ ଦେଉଥିବା ବେଳେ ସେ କହିଥିଲେ ଆଦିବାସୀଙ୍କ ପାଇଁ ମୋଦି ସରକାର ନୂଆ ନିୟମ ଆଣିଛନ୍ତି। ଏହାଦ୍ୱାରା ଆଦିବାସୀଙ୍କୁ ଗୁଳି ମାରିହେବ ବୋଲି ରାହୁଲ କହିଥିଲେ। ଯାହାକି ଜନପ୍ରତିନିଧି ଆକ୍ଟ ଭାଗ (୧)ର ଅନୁଛେଦ (୨) ଆଧାରରେ ଆଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ଇସି ରାହୁଲଙ୍କୁ ପଠାଇଥିବା ନୋଟିସରେ ଉଲ୍ଲେଖ କରିଛନ୍ତି।

ଯଦି ରାହୁଲ ଗାନ୍ଧି ଏହାର ଜବାବ ନ ଦିଅନ୍ତି ତାହେଲେ ନିର୍ବାଚନ କମିଶନ ତାଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ। ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧି ଏହି ବୟାନ ଦେବାପରେ ବିଜେପି ନେତା ଓମ ପାଠକ ଏବଂ ନିରଜ ମଧ୍ୟପ୍ରଦେଶ ନିର୍ବାଚନ କମିଶନରଙ୍କ ପାଖରେ ଏ ନେଇ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story