ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ନୂଆଦିଲ୍ଲୀ: ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ ପଠାଇଛି ନିର୍ବାଚନ କମିଶନ। ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ନିର୍ବାଚନ କମିଶନ ପଠାଇଥିବା ନୋଟିସର ଜବାବ ପଠାଇବେ ବୋଲି ନିର୍ଦ୍ଦେଶ ରହିଛି। ଭୋପାଲରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ସାଧ୍ୱୀ ପ୍ରଜ୍ଞା କହିଥିଲେ ସହିଦ କରକରେ ମୋତେ ମାଲେଗାଁଓ ବିସ୍ଫୋରଣ ଘଟଣାରେ ନିର୍ଯାତନା ଦେଇଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିଶାପ ଦେଇଥିଲି। ଏହାପରେ […]

election commision notice to sadhwi

election commision notice to sadhwi

Subhransu Sekhar
  • Published: Saturday, 20 April 2019
  • Updated: 20 April 2019, 04:24 PM IST

Sports

Latest News

ନୂଆଦିଲ୍ଲୀ: ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ ପଠାଇଛି ନିର୍ବାଚନ କମିଶନ। ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ନିର୍ବାଚନ କମିଶନ ପଠାଇଥିବା ନୋଟିସର ଜବାବ ପଠାଇବେ ବୋଲି ନିର୍ଦ୍ଦେଶ ରହିଛି।
ଭୋପାଲରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ବେଳେ ସାଧ୍ୱୀ ପ୍ରଜ୍ଞା କହିଥିଲେ ସହିଦ କରକରେ ମୋତେ ମାଲେଗାଁଓ ବିସ୍ଫୋରଣ ଘଟଣାରେ ନିର୍ଯାତନା ଦେଇଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିଶାପ ଦେଇଥିଲି। ଏହାପରେ ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ସାଧ୍ୱୀ।
ଏହାପରେ ସାଧ୍ୱୀ ସହିଦଙ୍କ ପ୍ରତି ଦେଇଥିବା ଅପମାନସୂଚକ ମନ୍ତବ୍ୟ ପାଇଁ ‍ସମସ୍ତଙ୍କ ପାଖରେ ‍କ୍ଷମା ପ୍ରାର୍ଥନା କରିଥିଲେ। ସେ କହିଥିଲେ, “ଯଦି ମୋ ମନ୍ତବ୍ୟ ଶତ୍ରୁମାନଙ୍କୁ ଖୁସି କରୁଛି, ମୁଁ ମୋ ମନ୍ତବ୍ୟ ଫେରାଇ ନେଉଛି। ମୁଁ କ୍ଷମା ମଧ୍ୟ ମାଗୁଛି। ଆମ ମନ୍ତବ୍ୟ ଶତ୍ରୁଙ୍କୁ ଖୁସି କରାଇବା ଭଳି ହେବା ଅନୁଚିତ। ମୁଁ ଯେଉଁ ଯନ୍ତ୍ରଣା ଦେଇ ଗତି କରିଛି ତାହା ଫେରିପାଇବା ସମ୍ଭବ ନୁହେଁ। କିନ୍ତୁ ହେମନ୍ତ ଜଣେ ସହିଦ।”

ତେବେ ସାଧ୍ୱୀଙ୍କ ଏହି ମନ୍ତବ୍ୟକୁ ନେଇ ଗତକାଲି ତାଙ୍କ ଦଳ ବିଜେପି ସ୍ପଷ୍ଟୀକରଣ ରଖିଥିଲା, ସାଧ୍ୱୀ ଦେଇଥିବା ମନ୍ତବ୍ୟ ତାଙ୍କ ନିଜସ୍ୱ, ଏହା ଦଳର ମତ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story