ଆନ୍ଦୋଳନରତ ଚାଷୀ ସଂଗଠନର ପିଲିଟିକାଲ ଲିଙ୍କ୍!

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି ଚାଷୀ। ପ୍ରଥମେ ତିନି କୃଷି ଆଇନରେ ସଂଶୋଧନ ସହିତ ଏମଏସପି ଗ୍ୟାରେଣ୍ଟି ପାଇଁ ଦାବି କରି ଆନ୍ଦୋଳନରେ ବସିଥିଲେ ଚାଷୀ।  ଏବେ ଚାଷୀଙ୍କ ଏକାଜିଦ୍ କୃଷି ଆଇନ୍ ରଦ୍ଦ ହେବା ଦରକାର। ଯାହାକୁ ପରବର୍ତ୍ତୀ ସମୟରେ ବିରୋଧୀ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ମଧ୍ୟ ସମାନ ଦାବି କରିଛନ୍ତି। ପଞ୍ଜାବ ଏବଂ ହରିଆଣାର ଅଧିକାଂଶ ଚାଷୀ ପ୍ରଥମେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ। ପରେ […]

anti-national-farmer

anti-national-farmer

Subhransu Sekhar
  • Published: Wednesday, 16 December 2020
  • Updated: 16 December 2020, 05:03 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି ଚାଷୀ। ପ୍ରଥମେ ତିନି କୃଷି ଆଇନରେ ସଂଶୋଧନ ସହିତ ଏମଏସପି ଗ୍ୟାରେଣ୍ଟି ପାଇଁ ଦାବି କରି ଆନ୍ଦୋଳନରେ ବସିଥିଲେ ଚାଷୀ।  ଏବେ ଚାଷୀଙ୍କ ଏକାଜିଦ୍ କୃଷି ଆଇନ୍ ରଦ୍ଦ ହେବା ଦରକାର। ଯାହାକୁ ପରବର୍ତ୍ତୀ ସମୟରେ ବିରୋଧୀ କଂଗ୍ରେସ ସମେତ ଅନ୍ୟାନ୍ୟ ଦଳ ମଧ୍ୟ ସମାନ ଦାବି କରିଛନ୍ତି। ପଞ୍ଜାବ ଏବଂ ହରିଆଣାର ଅଧିକାଂଶ ଚାଷୀ ପ୍ରଥମେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିଲେ। ପରେ ୟୁପିର କିଛି ଚାଷୀ ସଂଗଠନ ଆସି ଆନ୍ଦୋଳନରେ ସାମିଲ୍ ହୋଇଥିଲେ।

କେନ୍ଦ୍ରର ଶାସକ ଦଳ ବିଜେପି ସରକାର ସଂଶୋଧନ ପାଇଁ ରାଜି ହୋଇଥିଲେ ମଧ୍ୟ ଅନେକ ପ୍ରସଙ୍ଗରେ ନିଜ ଜିଦରେ ଅଟଳ ରହିଛି। ଏହି ଆନ୍ଦୋଳନ ଚାଷୀ ସଂଗଠନ କରୁଛନ୍ତି। ଏଥିରେ ବିରୋଧୀ ଦଳର ଏଜେଣ୍ଡା ନାହିଁ ବୋଲି ଚାଷୀ ସଂଗଠନ କହୁଛନ୍ତି। ହେଲେ ଦେଶଦ୍ରୋହୀ ଅଭିଯୋଗରେ କିଛି ଗିରଫ ଏବଂ ଜାମିନରେ ଥିବା ବ୍ୟକ୍ତିଙ୍କ ମୁକ୍ତି ପାଇଁ ମଝିରେ ନାରା ଉଠିଥିଲା। ଏହି ଦେଶଦ୍ରୋହୀ ଅଭିଯୁକ୍ତଙ୍କୁ ବାମପନ୍ଥୀ ନେତା ସମର୍ଥନ କରନ୍ତି। ଆଉ ଯାହାକୁ ଦେଖି ସୁଯୋଗ ଅପେକ୍ଷାରେ ଥିବା ବିଜେପି ମଧ୍ୟ ପ୍ରସଙ୍ଗ କରିଛି। ଆନ୍ଦୋଳନ ପଛର ଉଦ୍ଦେଶ୍ୟ କୃଷି ଆଇନ ନୁହେଁ ବୋଲି କହିଥିଲା। ସେହିପରି ଖାଲିସ୍ତାନୀ ଆନ୍ଦୋଳନକୁ ସମର୍ଥନ କରୁଥିବା ବିଜେପି ଅଭିଯୋଗ କରିଛି। ଏବେ କିଛି ଚାଷୀ ସଂଗଠନ ଆଇନକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବିରୋଧ କରିଛନ୍ତି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଅଧିକାଂଶ ଚାଷୀ ସଂଗଠନ ରାଜନୀତିକ ବିଚାରଧାରା ଦ୍ୱାରା ପ୍ରଭାବିତ। ମୁଖ୍ୟତଃ ବାମପନ୍ଥୀ ବିଚାରଧାରା ଦ୍ୱାରା ପ୍ରଭାବିତ। ଯେଉଁ ବିଚାରଧାରା ବିଜେପି ଭଳି ଦଳର ଘୋର ବିରୋଧୀ। ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା)ରୁ ପ୍ରଭାବିତ ହୋଇଛି ଭାରତୀୟ କିଷାନ ୟୁନିଅନ୍ (ଭିକେୟୁ)। ଯିଏକି ଚାଷୀ ଆନ୍ଦୋଳନର ମୁଖ୍ୟ ନେତୃତ୍ୱ ନେଉଛି। ମାକପାରୁ ଅଲଗା ହୋଇ ଭିକେୟୁ ତିଆରି ହୋଇଛି। ୨୦୦୨ରେ ଏହି ସଂଗଠନ ତିଆରି ହୋଇଛି। ବଡ଼ କଥା ହେଲେ ଏହି ସଂଗଠନର ଔପଚାରିକ ସଦସ୍ୟଙ୍କ ସଂଖ୍ୟା ଢେର କମ୍।

ସେହିପରି ଭାରତୀୟ କିଷାନ ୟୁନିଅନର ଉଗରାହ ସଂଗଠନ ପଞ୍ଜାବର ଆଠରୁ ନଅ ଜିଲ୍ଲାରେ ରହିଛି। ଏହି ସଂଗଠନର ଔପଚାରିକ ସଦସ୍ୟ ସଂଖ୍ୟା 8ରୁ 9 ହଜାର ପାଖାପାଖି। ଏହାର ଫେସବୁକ ପେଜର ଫଲୋଅର୍ସ ସଂଖ୍ୟା ପାଖାପାଖି ଏକ ଲକ୍ଷ ତଳେ ରହିଛି। ହେଲେ ଏମାନଙ୍କର ନେତୃତ୍ୱ ରହିଛି ଗୋଟିଏ ଗୋଷ୍ଠୀକୁ ପ୍ରଭାବିତ କରିପାରିବାର।

ଏହିଭଳି ଭିକେୟୁ କ୍ରାନ୍ତିକାରୀ, ଭିକେୟୁ ଦକାଁଦା, କ୍ରାନ୍ତିକାରୀ କିଷାନ ୟୁନିଅନ୍ ଭଳି ଦଳ ବାମପନ୍ଥୀ ବିଚାରଧାରାରୁ ପ୍ରେରିତ। ହେଲେ ଭିକେୟୁ ଲଖାଓ୍ୱାଲା ଅକାଳୀ ଦଳରର ସମର୍ଥକ ବୋଲି କୁହାଯାଏ। ତେବେ ପଞ୍ଜାବରେ ସବୁଠାରୁ ସମ୍ମାନୀତ ଚାଷୀ ସଂଗଠନ ଭିକେୟୁ ରାଜେଓ୍ୱାଲା। ଅକାଳୀ ଦଳ ନେତା ପ୍ରକାଶ ସିଂ ବାଦଲଙ୍କ ସହିତ ଏହି ସଂଗଠନର ନେତାଙ୍କ ଭଲ ସମ୍ପର୍କ ରହିଛି। ହେଲେ ରାଜଓ୍ୱାଲା କେବି ନିର୍ବାଚନରେ ପ୍ରାର୍ଥୀ ହୋଇ ନାହାନ୍ତି। ହେଲେ ତାଙ୍କୁ ସମର୍ଥନ କରୁଥିବା ଅନେକ ସଂଗଠନ ରହିଛି ଯିଏକି ରାଜନୀତିକ ସ୍ୱତନ୍ତ୍ରତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story