ପ୍ରତି ସଂସଦୀୟ କ୍ଷେତ୍ରରେ ଖୋଲିବ ପାସପୋର୍ଟ ସେବା କେନ୍ଦ୍ର !

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ବଢ଼ିବ ପାସପୋର୍ଟ ସେବା କେନ୍ଦ୍ର। ଏଭଳି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ପାସପୋର୍ଟ ସେବା ଦିବସ ଅବସରରେ ବିଦେଶରେ ପାସପୋର୍ଟ ସେବା ପ୍ରଦାନ କରୁଥିବା ଭାରତୀୟ ଅଧିକାରୀଙ୍କ ସହ କଥା ହୋଇ ଜୟଶଙ୍କର ଏହା କହିଛନ୍ତି। କରୋନା ମହାମାରୀ ବେଳେ ବିଦେଶରେ ଥିବା ଭାରତୀୟ ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ଏହି ଅବସରରେ ପ୍ରଶଂସା କରିଛନ୍ତି ଜୟଶଙ୍କର। ସେ କହିଛନ୍ତି, ଆମେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀର ଡାକଘରେ ପାସପୋର୍ଟ […]

Jaishankar

Jaishankar

Subhransu Sekhar
  • Published: Wednesday, 24 June 2020
  • Updated: 24 June 2020, 07:54 PM IST

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ବଢ଼ିବ ପାସପୋର୍ଟ ସେବା କେନ୍ଦ୍ର। ଏଭଳି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ପାସପୋର୍ଟ ସେବା ଦିବସ ଅବସରରେ ବିଦେଶରେ ପାସପୋର୍ଟ ସେବା ପ୍ରଦାନ କରୁଥିବା ଭାରତୀୟ ଅଧିକାରୀଙ୍କ ସହ କଥା ହୋଇ ଜୟଶଙ୍କର ଏହା କହିଛନ୍ତି। କରୋନା ମହାମାରୀ ବେଳେ ବିଦେଶରେ ଥିବା ଭାରତୀୟ ଅଧିକାରୀଙ୍କ କାର୍ଯ୍ୟକୁ ମଧ୍ୟ ଏହି ଅବସରରେ ପ୍ରଶଂସା କରିଛନ୍ତି ଜୟଶଙ୍କର।

ସେ କହିଛନ୍ତି, ଆମେ ପ୍ରତ୍ୟେକ ଲୋକସଭା ନିର୍ବାଚନ ମଣ୍ଡଳୀର ଡାକଘରେ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ଯୋଜନା କରୁଛୁ, ଯେଉଁଠି ଏଯାବତ ପିଏସକେ ନାହିଁ। ଏଯାବତ ୪୮୮ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଏହି ସେବା ଯୋଗାଇବାରେ ସକ୍ଷମ ହୋଇଛୁ। ଏହି ପ୍ରକ୍ରିୟା ଭଲ ଭାବରେ ଆଗେଇ ଚାଲିଥିଲା। ହେଲେ କରୋନା ମହାମାରୀ ପାଇଁ ଏହି ପ୍ରକ୍ରିୟା ବନ୍ଦ ରହିଛି।

https://twitter.com/ANI/status/1275732474857795584

ବୈଦେଶିକ ବ୍ୟାପାର ମନ୍ତ୍ରୀ ଆହୁରି କହିଛନ୍ତି, ଚିପ ସକ୍ଷମ ଇ-ପାସପୋର୍ଟ ପାଇଁ ଆମେ ଭାରତୀୟ ସୁରକ୍ଷା ପ୍ରେସ ନାସିକ ଏବଂ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ସହିତ କାମ କରୁଛୁ। ଇ-ପାସପୋର୍ଟ ପରିଚୟ କୌଣସି ଦେଶକୁ ଯାତ୍ରା କରିବା ବେଳେ ଡକ୍ୟୁମେଣ୍ଟର ସୁରକ୍ଷାକୁ ମଜବୁତ କରିବ। ଏହି ପ୍ରକ୍ରିୟା ଚାଲିଛି। ଏହା ଉପରେ ମୁଁ ନିଜେ ଅଧିକ ଫୋକସ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story