ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କଂଗ୍ରେସ ଅଧ୍ୟକ୍ଷ କରିବାକୁ ପୋଷ୍ଟର

ଭୋପାଲ୍‌: କଂଗ୍ରେସର ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କରିବାକୁ ଦାବି ଜୋର ଧରିବା ଆରମ୍ଭ କରିଛି। ଗତକାଲି ସିନ୍ଧିଆ କଂଗ୍ରେସ ମହାସଚିବ ପଦରୁ ଇସ୍ତଫା ଦେଇଥିଲେ। ଆଜି ମଧ୍ୟପ୍ରଦେଶରେ ଥିବା କଂଗ୍ରେସ ମୁଖ୍ୟାଳୟ ବାହାରେ ସିନ୍ଧିଆଙ୍କୁ ରାହୁଲ ଗାନ୍ଧି ଦଳର ପରବର୍ତ୍ତୀ ଅଧ୍ୟକ୍ଷ କରନ୍ତୁ ବୋଲି ଦାବି କରି ଏକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ରାହୁଲ ଓ ସିନ୍ଧିଆଙ୍କ ଫଟୋ ଥିବା ଏହି ପୋଷ୍ଟରରେ ଲେଖାଯାଇଛି ଯେ, “ଆମେ ସମ୍ମାନନୀୟ ରାହୁଲ […]

q

q

Hemant Lenka
  • Published: Monday, 08 July 2019
  • Updated: 08 July 2019, 05:11 PM IST

Sports

Latest News

ଭୋପାଲ୍‌: କଂଗ୍ରେସର ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କରିବାକୁ ଦାବି ଜୋର ଧରିବା ଆରମ୍ଭ କରିଛି। ଗତକାଲି ସିନ୍ଧିଆ କଂଗ୍ରେସ ମହାସଚିବ ପଦରୁ ଇସ୍ତଫା ଦେଇଥିଲେ। ଆଜି ମଧ୍ୟପ୍ରଦେଶରେ ଥିବା କଂଗ୍ରେସ ମୁଖ୍ୟାଳୟ ବାହାରେ ସିନ୍ଧିଆଙ୍କୁ ରାହୁଲ ଗାନ୍ଧି ଦଳର ପରବର୍ତ୍ତୀ ଅଧ୍ୟକ୍ଷ କରନ୍ତୁ ବୋଲି ଦାବି କରି ଏକ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି।

ରାହୁଲ ଓ ସିନ୍ଧିଆଙ୍କ ଫଟୋ ଥିବା ଏହି ପୋଷ୍ଟରରେ ଲେଖାଯାଇଛି ଯେ, “ଆମେ ସମ୍ମାନନୀୟ ରାହୁଲ ଗାନ୍ଧିଙ୍କୁ ଅନୁରୋଧ କରିବାକୁ ଚାହୁଁଛୁ ଯେ ଦେଶର ଗୌରବ ଓ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳର ଅଧ୍ୟକ୍ଷ କରାଯାଉ। ଏହା ମଧ୍ୟପ୍ରଦେଶ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ଅନୁରୋଧ।”

ରବିବାର ସିନ୍ଧିଆ କଂଗ୍ରେସ ମହାସଚିବ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story