ଖୋଲା ଆକାଶ ତଳେ ଯୁବତୀଙ୍କ ବ୍ୟବଚ୍ଛେଦ: କପଡା ଖଣ୍ଡେ ପକାଇବାକୁ ଉଚିତ ମଣିଲେନି ଡାକ୍ତର, କେଉଁଠି ଘଟିଲା ଏପରି ଲଜ୍ଜା

ମଣିଷ ଏବେ ସଭ୍ୟ ସମାଜରେ ରହୁଥିବା କହୁଛି। ହେଲେ ବେଳେ ବେଳେ ଏମିତି କିଛି କରି ବସୁଛି ଯାହା କୌଣସି ଲଜ୍ଜାଠାରୁ କମ ନୁହେଁ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଜଣେ ଡାକ୍ତର ନିଜ ଡାକ୍ତରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ଖୋଲା ଆକାଶ ତଳେ ଜଣେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରିଛନ୍ତି। ଏପରିକି ସେ ବ୍ୟବଚ୍ଛେଦ କରୁଥିବା ବେଳେ ଯୁବତୀଙ୍କ ଶରୀରରେ ଖଣ୍ଡେ କପଡ଼ା ମଧ୍ୟ ପକାଇବାକୁ ଉଚିତ ମନେ କରି ନ ଥିଲେ। […]

POSTMERTAM

POSTMERTAM

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 07:09 PM IST

Sports

Latest News

ମଣିଷ ଏବେ ସଭ୍ୟ ସମାଜରେ ରହୁଥିବା କହୁଛି। ହେଲେ ବେଳେ ବେଳେ ଏମିତି କିଛି କରି ବସୁଛି ଯାହା କୌଣସି ଲଜ୍ଜାଠାରୁ କମ ନୁହେଁ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଜଣେ ଡାକ୍ତର ନିଜ ଡାକ୍ତରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ଖୋଲା ଆକାଶ ତଳେ ଜଣେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରିଛନ୍ତି। ଏପରିକି ସେ ବ୍ୟବଚ୍ଛେଦ କରୁଥିବା ବେଳେ ଯୁବତୀଙ୍କ ଶରୀରରେ ଖଣ୍ଡେ କପଡ଼ା ମଧ୍ୟ ପକାଇବାକୁ ଉଚିତ ମନେ କରି ନ ଥିଲେ।

ମଧ୍ୟପ୍ରଦେଶ ଗଡରବାରର ମହାଗୁବାକଲାର ମହେନ୍ଦ୍ର ଦୁବେଙ୍କ ୧୪ ବର୍ଷୀୟ ଝିଅ ଆରତୀ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଥିଲେ। ସିଭିଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତା’ର ମୃତ୍ୟୁ ଘଟିଥିଲା। ତେବେ ମୃତଦେହକୁ ଶବଗୃହରେ ରଖା ନ ଯାଇ ରାତି ସାରା ବାହାରେ ପକାଇ ରଖାଯାଇଥିଲା।

ସୋମବାର ସକାଳୁ ଡାକ୍ତର ଖୋଲା ଆକାଶ ତଳେ ଶବ ବ୍ୟବଚ୍ଛେଦ କରିଥିଲେ। ଖୋଲାରେ ଶବ ବ୍ୟବଚ୍ଛେଦ ନ କରିବା ଓ କିଛି କପଡା ପକାଇବାକୁ ଆରତୀର ପରିବାର ଲୋକେ ଡାକ୍ତରଙ୍କୁ କହିଥିଲେ। ଯେତେ ନେହୁରା ହେଲେ ମଧ୍ୟ ଡାକ୍ତର ସେମାନଙ୍କ ଶୁଣି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story