ପ୍ରସ୍ତାବିତ ନ୍ୟାଶନାଲ ଏନକ୍ରିପସନ ପଲିସି ଡ୍ରାଫଟ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରସ୍ତାବିତ ନ୍ୟାସନାଲ ଏନକ୍ରିପସନ ପଲିସି ଡ୍ରାଫଟକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ଗତକାଲି ଅନଲାଇନରେ ଏହି ଡ୍ରାଫଟ୍ ଉପରେ ମତାମତ ଲୋଡ଼ା ଯାଇଥିଲା। ତେବେ ବହୁ ସଂଖ୍ୟାରେ ଇଣ୍ଟରନେଟ୍ ବ୍ୟବହାରକାରୀ ଏହି ପଦକ୍ଷେପକୁ ବିରୋଧ କରିବା ପରେ ସରକାର ପଛକୁ ହଟିଛନ୍ତି। ହ୍ୱାଟସ୍ ଆପ, ଫେସବୁକ୍ ଓ ଟୁଇଟର୍ ଭଳି ସୋସିଆଲ ମିଡିଆ ଆପ୍ଲିକେସନ ଓ ସମସ୍ତ ବେବ୍ ଆପ୍ଲିକେସନ ଉପରେ ନଜର ରଖିବାକୁ ନ୍ୟାଶନାଲ ଏନକ୍ରିପସନ ପଲିସି ଆଣିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ। […]

dhili

dhili

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 05:46 PM IST

Sports

Latest News

dhiliନୂଆଦିଲ୍ଲୀ: ପ୍ରସ୍ତାବିତ ନ୍ୟାସନାଲ ଏନକ୍ରିପସନ ପଲିସି ଡ୍ରାଫଟକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଇଛନ୍ତି। ଗତକାଲି ଅନଲାଇନରେ ଏହି ଡ୍ରାଫଟ୍ ଉପରେ ମତାମତ ଲୋଡ଼ା ଯାଇଥିଲା। ତେବେ ବହୁ ସଂଖ୍ୟାରେ ଇଣ୍ଟରନେଟ୍ ବ୍ୟବହାରକାରୀ ଏହି ପଦକ୍ଷେପକୁ ବିରୋଧ କରିବା ପରେ ସରକାର ପଛକୁ ହଟିଛନ୍ତି।

ହ୍ୱାଟସ୍ ଆପ, ଫେସବୁକ୍ ଓ ଟୁଇଟର୍ ଭଳି ସୋସିଆଲ ମିଡିଆ ଆପ୍ଲିକେସନ ଓ ସମସ୍ତ ବେବ୍ ଆପ୍ଲିକେସନ ଉପରେ ନଜର ରଖିବାକୁ ନ୍ୟାଶନାଲ ଏନକ୍ରିପସନ ପଲିସି ଆଣିବାକୁ କେନ୍ଦ୍ର ସରକାର ଯୋଜନା କରିଥିଲେ। ମାତ୍ର ଇଣ୍ଟରନେଟ୍ ବ୍ୟବହାରକାରୀ ସରକାରଙ୍କ ପଦକ୍ଷେପକୁ ଜୋରଦାର ବିରୋଧ ଯୋଗୁ ସରକାର ବାଧ୍ୟ ହୋଇ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। କେନ୍ଦ୍ର ସରକାର ସୋସିଆଲ ମିଡିଆର ସ୍ୱାଧୀନତାକୁ ନେଇ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଅନ୍ୟପକ୍ଷରେ ଏହି ପଲିସି ଦ୍ୱାରା ସରକାର ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ଛଡ଼ାଇ ନେବାକୁ ଷଡ଼ଯନ୍ତ୍ର କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି।

ସରକାରଙ୍କ ପଲିସି ଡ୍ରାଫଟ ଅନୁସାରେ ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀ, ଟେଲିକମ୍ ଓ ଇଣ୍ଟରନେଟ୍ କମ୍ପାନୀ ଏହି ଏନକ୍ରିପଟେଡ୍ ଡାଟାକୁ ୯୦ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିବେ। ଆବଶ୍ୟକସ୍ଥଳେ ସରକାରଙ୍କୁ ଏହି ଡାଟା ଉପଲବ୍ଧ କରାଇବେ। ଏଥିରେ ବିଫଳ ହେଲେ ଆଇନ୍ ଅନୁଯାୟୀ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରଖାଯାଇଥିଲା। ହ୍ୱାଟସ ଆପଠାରୁ ଆରମ୍ଭ କରି ସମସ୍ତ ମେସେଜିଂ ସର୍ଭିସ ଓ ଇମେଲ୍ ସେବା ପ୍ରଦାନକାରୀ କମ୍ପାନୀ ଡାଟା ଏନକ୍ରିପସନ୍ ବ୍ୟବହାର କରନ୍ତି। ତେଣୁ ଏ ସମସ୍ତ ନେଟ୍ ଆପ୍ଲିକେସନ ସରକାରଙ୍କ ପ୍ରସ୍ତାବିତ ପଲିସି ଅଧୀନରେ ଆସିଥାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story