ପ୍ରତ୍ୟୁଷା ବାନାର୍ଜୀ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାଙ୍କ ମା’

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ମା’ ସୋମା ବାନାର୍ଜୀ ଆଜି ପ୍ରତ୍ୟୁଷାଙ୍କ  ଆତ୍ମହତ୍ୟାକୁ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂକୁ ଏକ  ଚିଠି ଲେଖିଛନ୍ତି। ସେ ଚିଠିରେ ଲେଖିଛନ୍ତି, “ପ୍ରତ୍ୟୁଷାଙ୍କୁ ହତ୍ୟା କରାଯାଇଥିବାର ସବୁ ପ୍ରମାଣ ଥିବାବେଳେ ମୁମ୍ବାଇ ପୋଲିସ୍  ଆତ୍ମହତ୍ୟା ମାମଲା ରୁଜୁ କରିଛି।”  ସେ କହିଛନ୍ତି, “ମୁଁ ମରାଠୀ ଭାଷା ବୁଝିପାରେ ନାହିଁ। ସେଥିପାଇଁ କେସ ଆରମ୍ଭରୁ କିଛି ବିଷୟ ବୁଝିପାରୁ ନଥିଲି।” ସେ […]

pratyusha

pratyusha

Rakesh Mallick
  • Published: Monday, 09 May 2016
  • Updated: 09 May 2016, 09:18 AM IST

Sports

Latest News

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରତ୍ୟୁଷା ବାନାର୍ଜୀ ମା’ ସୋମା ବାନାର୍ଜୀ ଆଜି ପ୍ରତ୍ୟୁଷାଙ୍କ  ଆତ୍ମହତ୍ୟାକୁ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂକୁ ଏକ  ଚିଠି ଲେଖିଛନ୍ତି।

ସେ ଚିଠିରେ ଲେଖିଛନ୍ତି, “ପ୍ରତ୍ୟୁଷାଙ୍କୁ ହତ୍ୟା କରାଯାଇଥିବାର ସବୁ ପ୍ରମାଣ ଥିବାବେଳେ ମୁମ୍ବାଇ ପୋଲିସ୍  ଆତ୍ମହତ୍ୟା ମାମଲା ରୁଜୁ କରିଛି।”

 ସେ କହିଛନ୍ତି, “ମୁଁ ମରାଠୀ ଭାଷା ବୁଝିପାରେ ନାହିଁ। ସେଥିପାଇଁ କେସ ଆରମ୍ଭରୁ କିଛି ବିଷୟ ବୁଝିପାରୁ ନଥିଲି।”

ସେ ଆହୁରି ମଧ୍ୟ କହିଛନ୍ତି, “କେସ ଦୁର୍ବଳ ହୋଇଯିବାରୁ ରାହୁଲ ରାଜ ସିଂହ ଏବେ  ଆଜାଦ୍‌ରେ ବୁଲୁଛନ୍ତି। ଏହି କେସକୁ ତଦନ୍ତ ଦାୟିତ୍ୱ ଦେଶର ସବୁଠାରୁ ବଡ ତଦନ୍ତକାରୀ ସଂସ୍ଥାକୁ ଦିଆଯାଉ।”

ପ୍ରତ୍ୟୁଷାଙ୍କୁ  ଧମକ ଦିଆଯାଉଥିବା, ମାଡ ପିଟ୍ କରାଯାଉଥିବା ପୂର୍ବରୁ ପ୍ରତ୍ୟୁଷାଙ୍କ ମା’ ଅଭିଯୋଗ କରିଥିଲେ। ପ୍ରତ୍ୟୁଷାଙ୍କୁ ଆତ୍ମହତ୍ୟା କରିବାକୁ ବୟଫ୍ରେଣ୍ଡ୍ ରାହୁଲ ରାଜ ସିଂହ ଉସୁକାଇ ଥିବା ନେଇ ପୋଲିସ ରାହୁଲଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲା। ପୋଲିସ୍ ତାଙ୍କୁ ପଚରାଉଚରା କରିଥିଲା।

 ଏପିଲ ୧ ତାରିଖ ଦିନ ପ୍ରତ୍ୟୁଷା ବାନାର୍ଜୀ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story