ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିବା ପାଇଁ ଆମେରିକାରେ ବ୍ୟାପକ ପ୍ରସ୍ତୁତି

ୱାଶିଂଟନ: ସ୍ୱାସ୍ଥ୍ୟ ସମ୍ପର୍କରେ ବେଶ ସଚେତନ ଆମେରିକା ବାସୀ ଆଗାମୀ ସପ୍ତାହରେ ହେବାକୁ ଥିବା ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିବା ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି । ପୂରା ଆମେରିକାରେ ଯୋଗଦିବସ ଉପଲକ୍ଷେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆମେରିକା ରାଜଧାନୀ କ୍ୟାପିଟୋଲ୍ ହିଲ୍ ଠାରୁ ନ୍ୟୁୟର୍କର ଜାତିସଂଘ ମୁଖ୍ୟକାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଶର ଅନେକ ସହରରେ ଯୋଗ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ଅଛି। ଆମେରିକାବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସଚେତନତା ବଢୁଛି। ସେମାନେ ବିଶ୍ୱାସ କରନ୍ତି ଯେ ଯୋଗ ସୁସ୍ଥ,ସବଳ ରହିବା ପାଇଁ ଏକ ‍ବଳିଷ୍ଠ ଉପାୟ।

ଅନ୍ତରାଷ୍ଟ୍ରୀୟ ଯୋଗଦିବସରେ ଜଗ୍ଗୀ ବାସୁଦେବ ଓରଫ ‘ସଦଗୁରୁ’ ସତ୍ ବିକାଶର ଲକ୍ଷ୍ୟକୁ ନେଇ ଯୋଗ ପ୍ରସଙ୍ଗରେ ଏକ ଚର୍ଚ୍ଚା ସହିତ ଏକ ଆଲୋଚନାଚକ୍ରରେ ଭାଗ ନେବେ। କାର୍ଯ୍ୟକ୍ରମରେ ଗାୟିକା ତାନ୍ୟାଆ ୱେଲସ୍ ଏକ ସଙ୍ଗୀତ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମିସ୍ ଆମେରିକା ନେନା ଟାବୁଲୁରୀ ମଧ୍ୟ ଭାଗ ନେବେ।

ଆହୁରି ପଢ଼ନ୍ତୁ

ପୁଣି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଋଣ ଜାଲିଆତି

ରହସ୍ୟ ଘେରରେ ବିକାଶ ଦୁବେର ଏନକାଉଣ୍ଟର: ଭିଡିଓ ଉଠାଇଲା ଅନେକ ପ୍ରଶ୍ନ

ପୁଲିସ୍‌ର ଡବଲ୍‌ ଏନକାଉଣ୍ଟର୍‌: ବିକାଶ ପରେ ଅପରାଧୀ ପାନ୍ନା ଯାଦବ ନିହତ

ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ

ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ

ବିବାଦ ଶେଷ ହେବା ପରେ ଏହି ସବୁ ଅଞ୍ଚଳରେ ପ୍ୟାଟ୍ରୋଲିଂ ଜାରି ରଖିବ ଭାରତ

କରୋନା ମୃତକଙ୍କ ମଧ୍ୟରେ ୪୩% ବ୍ୟକ୍ତିଙ୍କ ବୟସ ୩୦ରୁ ୫୯

କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ

ଦୂରଦର୍ଶନକୁ ଛାଡ଼ି ନେପାଳରେ ସବୁ ଭାରତୀୟ ନ୍ୟୁଜ ଚ୍ୟାନେଲ ବନ୍ଦ

ସୁନା ଚୋରା ଚାଲାଣ ମାମଲା, ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଲା କେନ୍ଦ୍ର