ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିବା ପାଇଁ ଆମେରିକାରେ ବ୍ୟାପକ ପ୍ରସ୍ତୁତି

ୱାଶିଂଟନ: ସ୍ୱାସ୍ଥ୍ୟ ସମ୍ପର୍କରେ ବେଶ ସଚେତନ ଆମେରିକା ବାସୀ ଆଗାମୀ ସପ୍ତାହରେ ହେବାକୁ ଥିବା ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିବା ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି । ପୂରା ଆମେରିକାରେ ଯୋଗଦିବସ ଉପଲକ୍ଷେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆମେରିକା ରାଜଧାନୀ କ୍ୟାପିଟୋଲ୍ ହିଲ୍ ଠାରୁ ନ୍ୟୁୟର୍କର ଜାତିସଂଘ ମୁଖ୍ୟକାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଶର ଅନେକ ସହରରେ ଯୋଗ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ଅଛି। ଆମେରିକାବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସଚେତନତା ବଢୁଛି। ସେମାନେ ବିଶ୍ୱାସ କରନ୍ତି ଯେ […]

yoga

yoga

Rakesh Mallick
  • Published: Saturday, 18 June 2016
  • Updated: 04 May 2017, 03:44 PM IST

Sports

Latest News

ୱାଶିଂଟନ: ସ୍ୱାସ୍ଥ୍ୟ ସମ୍ପର୍କରେ ବେଶ ସଚେତନ ଆମେରିକା ବାସୀ ଆଗାମୀ ସପ୍ତାହରେ ହେବାକୁ ଥିବା ଆନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳିବା ନିମନ୍ତେ ପ୍ରସ୍ତୁତି ଚଳାଇଛନ୍ତି । ପୂରା ଆମେରିକାରେ ଯୋଗଦିବସ ଉପଲକ୍ଷେ ବହୁ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆମେରିକା ରାଜଧାନୀ କ୍ୟାପିଟୋଲ୍ ହିଲ୍ ଠାରୁ ନ୍ୟୁୟର୍କର ଜାତିସଂଘ ମୁଖ୍ୟକାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଶର ଅନେକ ସହରରେ ଯୋଗ କାର୍ଯ୍ୟକ୍ରମ ଆୟୋଜନର ଯୋଜନା ଅଛି। ଆମେରିକାବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସଚେତନତା ବଢୁଛି। ସେମାନେ ବିଶ୍ୱାସ କରନ୍ତି ଯେ ଯୋଗ ସୁସ୍ଥ,ସବଳ ରହିବା ପାଇଁ ଏକ ‍ବଳିଷ୍ଠ ଉପାୟ।

ଅନ୍ତରାଷ୍ଟ୍ରୀୟ ଯୋଗଦିବସରେ ଜଗ୍ଗୀ ବାସୁଦେବ ଓରଫ ‘ସଦଗୁରୁ’ ସତ୍ ବିକାଶର ଲକ୍ଷ୍ୟକୁ ନେଇ ଯୋଗ ପ୍ରସଙ୍ଗରେ ଏକ ଚର୍ଚ୍ଚା ସହିତ ଏକ ଆଲୋଚନାଚକ୍ରରେ ଭାଗ ନେବେ। କାର୍ଯ୍ୟକ୍ରମରେ ଗାୟିକା ତାନ୍ୟାଆ ୱେଲସ୍ ଏକ ସଙ୍ଗୀତ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମିସ୍ ଆମେରିକା ନେନା ଟାବୁଲୁରୀ ମଧ୍ୟ ଭାଗ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story