ରେସ୍ତୋରାଁରେ ଖାଇଲେ ରାଷ୍ଟ୍ରପତି, ବହି କିଣିଲେ; କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କଲେ

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ସହ ପତ୍ନୀ ସବିତା କୋବିନ୍ଦ, ଝିଅ ଏବଂ ନାତିନାତୁଣୀ ମଧ୍ୟ ହିମାଚଳପ୍ରଦେଶରେ ପହଞ୍ଚିଛନ୍ତି। ସେଠାରେ ରାଷ୍ଟ୍ରପତି ପୂରା ପରିବାର ସହ ସିମଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ଏହି ଅବସରରେ ରାମନାଥ କୋବିନ୍ଦ  ହିମାଚଳପ୍ରଦେଶର ପର୍ଯ୍ୟଟନ ବିକାଶ ବିଭାଗର ଏକ ରେସ୍ତୋରାଁରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ପୂରା ପରିବାର। ହଠାତ୍‌ କୋବିନ୍ଦଙ୍କୁ ରେସ୍ତୋରାଁରେ ଦେଖି ଉପସ୍ଥିତ ଜନତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଷ୍ଟ୍ରପତିଙ୍କୁ ଦେଖିବାକୁ ରେସ୍ତୋରାଁରେ ଭିଡ ମଧ୍ୟ […]

president-ram-nath-kovind-at-resturant-in-shimla_625x300_1527052020690

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 05:14 PM IST

Sports

Latest News

ନୂଆଦିଲ୍ଲୀ: ହିମାଚଳପ୍ରଦେଶ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ସହ ପତ୍ନୀ ସବିତା କୋବିନ୍ଦ, ଝିଅ ଏବଂ ନାତିନାତୁଣୀ ମଧ୍ୟ ହିମାଚଳପ୍ରଦେଶରେ ପହଞ୍ଚିଛନ୍ତି। ସେଠାରେ ରାଷ୍ଟ୍ରପତି ପୂରା ପରିବାର ସହ ସିମଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି।

ଏହି ଅବସରରେ ରାମନାଥ କୋବିନ୍ଦ  ହିମାଚଳପ୍ରଦେଶର ପର୍ଯ୍ୟଟନ ବିକାଶ ବିଭାଗର ଏକ ରେସ୍ତୋରାଁରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ପୂରା ପରିବାର। ହଠାତ୍‌ କୋବିନ୍ଦଙ୍କୁ ରେସ୍ତୋରାଁରେ ଦେଖି ଉପସ୍ଥିତ ଜନତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାଷ୍ଟ୍ରପତିଙ୍କୁ ଦେଖିବାକୁ ରେସ୍ତୋରାଁରେ ଭିଡ ମଧ୍ୟ ଲାଗିଥିଲା। ସେଠାରେ ରାଷ୍ଟ୍ରପତି ଚାହା, ବିସ୍କୁଟ ଓ ସ୍ୟାଣ୍ଡଓ୍ଵିଚ୍‌ ଖାଇଥିଲେ। ଏହା ପରେ ସେ ନିଜ କ୍ରେଡିଟ୍‌ କାର୍ଡରେ ରେସ୍ତୋରାଁର ସମସ୍ତ ବିଲ ପୈଠ କରିଥିଲେ।

ଏହାପରେ ସେ ଏକ ବହି ଦୋକାନ ଯାଇ ନିଜ ପାଇଁ ଏବଂ ନାତିନାତୁଣୀଙ୍କ ପାଇଁ କିଛି ବହି କିଣିଥିଲେ। ସେ ନିଜ ପାଇଁ ୨ଟି ଏବଂ ନାତିନାତୁଣୀଙ୍କ ପାଇଁ ୧୦ଟି ବହି କିଣିଥିଲେ, ତା'ପରେ ନିଜ କ୍ରେଡିଟ୍‌ କାର୍ଡ ମାଧ୍ୟମରେ ମୋଟ ୧୬୦୦ଟଙ୍କା ଦେଇଥିଲେ।

ଏ ସମ୍ପର୍କରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ଵିଟ୍‌ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି,  "ଡିଜିଟାଲ ପେମେଣ୍ଟକୁ ଲୋକମାନେ ଗ୍ରହଣ କରୁଥିବା ଦେଖି ମତେ ଖୁସି ଲାଗୁଛି। ସିମଲାକୁ ଖରାଛୁଟି କାଟିବାକୁ ଆସିଥିବା ନାତିନାତୁଣୀଙ୍କୁ ନେଇ ଏକ ବହି ଦୋକାନକୁ ଯାଇଥିଲି। ଖରାଛୁଟିରେ ସେମାନଙ୍କ ପଢିବା ପାଇଁ କିଛି ବହି କିଣିଲି।"

https://twitter.com/rashtrapatibhvn/status/998968675192451073

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story