ନିର୍ଭୟା ମାମଲା, ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କ ମଧ୍ୟରୁ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ଏବେ ମୁକେଶ ଫାଶୀ ଖୁଣ୍ଟରେ ଝୁଲିବା ଚୂଡ଼ାନ୍ତ। କାରଣ ଫାଶୀ ସଜାରୁ ବର୍ତ୍ତିବା ପାଇଁ ଆଇନରେ ଥିବା ସମସ୍ତ ପ୍ରକ୍ରିୟାର ସାହାଯ୍ୟ ନେଇ ସାରିଛି ମୁକେଶ। ଖବର ସରବରାହ ସଂସ୍ଥା ପିଟିଆଇ ଏହି ସୂଚନା ଦେଇଛି। ସୁପ୍ରିମକୋର୍ଟରେ ମୁକେଶର କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସେ ରାଜକ୍ଷମା ମାଗିଥିଲା। ୨୦୧୬ରେ ମୁକେଶ […]

nirbhaya

nirbhaya

Subhransu Sekhar
  • Published: Friday, 17 January 2020
  • Updated: 17 January 2020, 12:39 PM IST

Sports

Latest News

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କ ମଧ୍ୟରୁ ମୁକେଶର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ଏବେ ମୁକେଶ ଫାଶୀ ଖୁଣ୍ଟରେ ଝୁଲିବା ଚୂଡ଼ାନ୍ତ। କାରଣ ଫାଶୀ ସଜାରୁ ବର୍ତ୍ତିବା ପାଇଁ ଆଇନରେ ଥିବା ସମସ୍ତ ପ୍ରକ୍ରିୟାର ସାହାଯ୍ୟ ନେଇ ସାରିଛି ମୁକେଶ। ଖବର ସରବରାହ ସଂସ୍ଥା ପିଟିଆଇ ଏହି ସୂଚନା ଦେଇଛି।

ସୁପ୍ରିମକୋର୍ଟରେ ମୁକେଶର କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସେ ରାଜକ୍ଷମା ମାଗିଥିଲା। ୨୦୧୬ରେ ମୁକେଶ ସମେତ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ସଜା ଶୁଣାଇଛନ୍ତି ପଟିଆଲା ହାଉସ କୋର୍ଟ। ମୁକେଶ ବ୍ୟତୀତ ଅନ୍ୟଦୋଷୀ ମଧ୍ୟ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି। ୧୬ ଡିସେମ୍ୱର ୧୦୧୨ରେ ହୋଇଥିବା ନିର୍ଭୟା ଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ବିଳମ୍ୱିତ ରାତିରେ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ।

ଜେଲ୍ ନିୟମ ମୁତାବିକ ସମାନ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ଦୋଷୀଙ୍କୁ ଏକା ସାଙ୍ଗରେ ଫାଶୀ ଖୁଣ୍ଟରେ ଝୁଲାଯିବ। ତେଣୁ ରାଷ୍ଟ୍ରପତିଙ୍କ ପାଖରେ ଅନ୍ୟମାନଙ୍କର ରାଜକ୍ଷମା ଆବେଦନ ହୋଇଥିବାରୁ ଏବେ ସର୍ବନିମ୍ନ ୧୪ ଦିନର ମହଲତ ଆବଶ୍ୟକ ରହିଛି। ତେଣୁ ପୂର୍ବରୁ ଜାନୁଆରୀ ୨୨ରେ ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜାରି ହୋଇଥିବା ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story