ନୂଆଦିଲ୍ଲୀ: ଆସନ୍ତାକାଲି (ଅଗଷ୍ଟ ୧୪, ୨୦୧୯)ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ। ରାଷ୍ଟ୍ରପତିଙ୍କ ସମ୍ବୋଧନ ଆସନ୍ତାକାଲି ସନ୍ଧ୍ୟା ୭ଟାରୁ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ସହିତ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀରେ ପ୍ରସାରିତ ହେବ। ପରେ ଏହାର ଇଂରାଜୀରେ ପ୍ରସାରଣ କରାଯିବ। ରାଷ୍ଟ୍ରପତିଙ୍କ ଉଦବୋଧନ ଦୂରଦର୍ଶନରେ ହିନ୍ଦୀ ଏବଂ ଇଂରାଜୀରେ ପ୍ରସାରଣ କରାଯିବା ପରେ ଆଞ୍ଚଳିକ ଭାଷାରେ ଆଞ୍ଚଳିକ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହେବ। ସନ୍ଧ୍ୟା ୮ଟାରୁ ଅଲ୍ଇଣ୍ଡିଆ
ରେଡିଓର ଆଞ୍ଚଳିକ ନେଟୱାର୍କ ଜରିଆରେ ଆଞ୍ଚଳିକ ଭାଷାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ
କରାଯିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସଂସଦରେ ମାରପିଟ ଘଟଣା; ରାହୁଲଙ୍କ ବିରୋଧରେ ରୁଜୁ ହେଲା ମାମଲା
ରାହୁଲ ଗାନ୍ଧୀ ଧକ୍କା ମାରିବାରୁ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଦୁଇ ବିଜେପି ସାଂସଦ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। ସେପଟେ ଖଡଗେଙ୍କୁ ବିଜେପି ସାଂସଦ ଧକ୍କା ମାରିଥିବା ଅଭିଯୋଗ ବି ହୋଇଛି।
Accident
ଫେରିନି ମୋ ସାନ ଭାଇ...
ଡଙ୍ଗା ଦୁର୍ଘଟଣାରେ ଏବେ ବି ନିଖୋଜ ଥିବା ଦୁଇ ଜଣଙ୍କ ମଧ୍ୟରେ ଅଛନ୍ତି ହଂସରାମ ଭଟି। ହସ୍ପିଟାଲରୁ ହସ୍ପିଟାଲ ବୁଲି ସାନ ଭାଇକୁ ଖୋଜୁଛନ୍ତି ବଡ଼ ଭାଇ ଜୋଗାରାମ।
National
ବଢ଼ିଲା କେଟିଆରଙ୍କ ଅଡ଼ୁଆ: ଦୁର୍ନୀତି ନିବାରଣ ଶାଖା ରୁଜୁ କଲା ମାମଲା
ତେଲଙ୍ଗାନା ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା କିଛି ଦିନ ତଳେ କେଟିଆରଙ୍କୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିବାକୁ ଅନୁମତି ଦେଇଥିଲେ। ଏହି ଅନୁମତି ପରେ ଏସିବି ତାଙ୍କ ନାଁରେ ମାମଲା କରିଛି।
Politics
'ଦିନେ ତୁମେ ମୁଖ୍ୟମନ୍ତ୍ରୀ ହେବ'; ଅଜିତ ପାୱାରଙ୍କୁ କାହିଁକି କହିଲେ ଫଡନାବିସ୍?
ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ଫଡନାବିସ। କହିଲେ ମହାୟୁତି ସରକାର ରାଜ୍ୟ ପାଇଁ ୨୪ ଘଣ୍ଟା କାମ କରିବ।
National
ଗର୍ଲଫ୍ରେଣ୍ଡ୍ ସହ ଫେରାର ହୋଇଗଲେ ୭ ମାସର ଗର୍ଭବତୀ, ସ୍ୱାମୀ ଜଳକା
୨୦୨୨ରେ ତାଙ୍କର ବିବାହ ହୋଇଥିଲା। ବାହାଘର ପୂର୍ବରୁ ମହିଳା ଜଣଙ୍କ ସମଲିଙ୍ଗୀ ଓ ତାଙ୍କର ଜଣେ ଗର୍ଲଫ୍ରେଣ୍ଡ ରହିଛନ୍ତି ବୋଲି ସେ ଜାଣିଥିଲେ। ତଥାପି ସବୁ ଜାଣି ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ।