ପ୍ରିନ୍ସ ଚାର୍ଲସଙ୍କୁ କରୋନା, ଆଇସୋଲେସନରେ ପତ୍ନୀ

ଲଣ୍ଡନ: ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ପ୍ରିନ୍ସ ଚାର୍ଲସଙ୍କୁ କରୋନା ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ଉଭୟ ସ୍କଟଲ୍ୟାଣ୍ଡରରେ ଥିବା ସେମାନଙ୍କ ବ୍ରିକହଲ ବାସଭନରେ ରହିଛନ୍ତି। ସେହିପରି ସେମାନଙ୍କ ସହ କାର୍ଯ୍ୟ କରୁଥିବା […]

b

b

Hemant Lenka
  • Published: Wednesday, 25 March 2020
  • Updated: 25 March 2020, 04:45 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏବେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସମସ୍ତଙ୍କ ମନରେ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି।

ପ୍ରିନ୍ସ ଚାର୍ଲସଙ୍କୁ କରୋନା ହୋଇଥିବାରୁ ତାଙ୍କ ପତ୍ନୀ କାମିଲାଙ୍କୁ ଆଇସୋଲେସନରେ ରଖାଯାଇଛି। ଉଭୟ ସ୍କଟଲ୍ୟାଣ୍ଡରରେ ଥିବା ସେମାନଙ୍କ ବ୍ରିକହଲ ବାସଭନରେ ରହିଛନ୍ତି। ସେହିପରି ସେମାନଙ୍କ ସହ କାର୍ଯ୍ୟ କରୁଥିବା ୬ ଜଣ ଅଧିକାରୀମାନଙ୍କୁ ମଧ୍ୟ ଆଇସୋଲେସନ କରାଯାଇଛି।

ରାଜ ପରିବାରର ମୁଖପାତ୍ର କହିଛନ୍ତି, ପ୍ରିନ୍ସ ଚାର୍ଲସଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ତାଙ୍କ ଶରୀରରେ ସାମାନ୍ୟ ଧରଣର କରୋନା ଲକ୍ଷଣ ରହିଛି। କିଛି ଦିନ ହେଲା ସେ ଘରେ ରହି ହିଁ କାମ କରୁଛନ୍ତି।

ପ୍ରିନ୍ସ ଚାର୍ଲସଙ୍କ ପତ୍ନୀଙ୍କ ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା। ହେଲେ ପରୀକ୍ଷା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ନିକଟରେ ଚାର୍ଲସ ମୋନାକୋ ଯୁବରାଜଙ୍କୁ ଭେଟିଥିଲେ। ମୋନାକୋ ଯୁବରାଜଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ମାର୍ଚ୍ଚ ୧୦ର ଏକ କର୍ଯ୍ୟକ୍ରମରେ ମୋନାକୋ ଯୁବକରାଜଙ୍କ ନିକଟରେ ପ୍ରିନ୍ସ ଚାର୍ଲସ ବସିଥିଲେ।

ମାର୍ଚ୍ଚ ୧୨ରେ ଅଷ୍ଟ୍ରେଲିଆନ ବଶଫାୟାର ଇଭେଣ୍ଟରେ ଯୋଗଦେଇଥିଲେ। ସେ ଏହି ସମୟରେ କାହା ସହ ହାତ ମିଳାଇ ନଥିଲେ। ସମସ୍ତଙ୍କୁ ହାତ ଯୋଡ଼ିଥିଲେ। ତେଣୁ ସଂକ୍ରମଣ ହେବାର ଆଶଙ୍କା କମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story