ଅକ୍ସଫୋର୍ଡ କରୋନା ଟିକାର ଦାମ ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକା ପ୍ରଥମେ ଦେଶର ସ୍ୱାସ୍ଥ୍ୟ କର୍ମୀ ପରେ ସାଧାରଣ ଲୋକଙ୍କୁ ମିଳିବ। ଟିକା ତିଆରି କରୁଥିବା ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India)ର ସିଇଓ ଆଦାର ପୋନାଓ୍ୱାଲା ଗୁରୁବାର ଏହା କହିଛନ୍ତି। ଏମିତିକି ଏହି ଟିକାର ଦାମ ମଧ୍ୟ ଘୋଷଣା କରିଛନ୍ତି ଆଦାର। ହିନ୍ଦୁସ୍ଥାନ ଟାଇମ୍ସ ସମ୍ମିଳନୀରେ ଆଦାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମେ ଏହି ଟିକା ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କ ଲୋକଙ୍କୁ […]

Vaccine maker Serum Institute of India’s CEO Adar Poonawalla

Subhransu Sekhar
  • Published: Friday, 20 November 2020
  • Updated: 20 November 2020, 08:28 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକା ପ୍ରଥମେ ଦେଶର ସ୍ୱାସ୍ଥ୍ୟ କର୍ମୀ ପରେ ସାଧାରଣ ଲୋକଙ୍କୁ ମିଳିବ। ଟିକା ତିଆରି କରୁଥିବା ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India)ର ସିଇଓ ଆଦାର ପୋନାଓ୍ୱାଲା ଗୁରୁବାର ଏହା କହିଛନ୍ତି। ଏମିତିକି ଏହି ଟିକାର ଦାମ ମଧ୍ୟ ଘୋଷଣା କରିଛନ୍ତି ଆଦାର। ହିନ୍ଦୁସ୍ଥାନ ଟାଇମ୍ସ ସମ୍ମିଳନୀରେ ଆଦାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ପ୍ରଥମେ ଏହି ଟିକା ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କ ଲୋକଙ୍କୁ ଫେବୃଆରୀ ୨୦୨୧ ସୁଦ୍ଧା ମିଳିବ। ଏହାପରେ ଏପ୍ରିଲ ବେଳକୁ ସାଧାରଣ ଲୋକଙ୍କୁ ମିଳିବ। ୨୦୨୪ ସୁଦ୍ଧା ସମସ୍ତ ଦେଶବାସୀ କରୋନା ଟିକା ମିଳିବ ବୋଲି କମ୍ପାନୀର ଏହି ପ୍ରମୁଖ ଅଧିକାରୀ କହିଛନ୍ତି। ଟିକାର ଦାମ ୧୦୦୦ ଟଙ୍କା ରହିବ ବୋଲି ସେ କହିଛନ୍ତି।

ଟିକା ବାବଦରେ ସବିଶେଷ ତଥ୍ୟ ଦେବାକୁ ଯାଇ ସେ କହିଛନ୍ତି, ଏହି ଟିକା ଏବେ ଅନ୍ତିମ ପର୍ଯ୍ୟାୟରେ ରହିଛି। ଏହି ଟିକା ସମସ୍ତଙ୍କ ପାଇଁ ନିରାପଦ ରହିବ। ୨ରୁ ୮ ଡିଗ୍ରୀ ତାପମାତ୍ରାରେ ଏହି ଟିକା ରହିବ ବୋଲି ସେ କହିଛନ୍ତି। ଫେବୃଆରୀ ପାଖରୁ ପ୍ରତି ମାସରେ ୧୦ କୋଟି ଟିକା ତିଆରି ହେବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story