'ଇଣ୍ଡିଗୋ ଏୟାରଲାଇନ୍ସର ପରିଚାଳନା ପାନ ଦୋକାନଠୁ ବି ଖରାପ'

ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନ ସେବାର ଖରାପ ସମୟ ଚାଲିଛି। ଏଯାଏ ଅନେକ ବିମାନ କମ୍ପାନୀ ଦେବାଳିଆ ସ୍ତିତିକୁ ଆସିଛନ୍ତି। ଏବେ ଇଣ୍ଡିଗୋ ଏୟାରଲାଇନ୍ସ  ମାଲିକ ମାନଙ୍କ ମଧ୍ୟରେ ଉତ୍କଟ ବିବାଦ ସାମ୍ନାକୁ ଆସିଛି। ସ୍ଥିତି ଏମିତି ଉପୁଜିଛି ଯେ ସେବିର ଶରଣରେ ପଶିଛନ୍ତି ଇଣ୍ଡିଗୋ କମ୍ପାନୀର ଦୁଇ ପ୍ରତିଷ୍ଠାତା। ସୂଚନାଯୋଗ୍ୟ, ଇଣ୍ଡିଗୋ କମ୍ପାନୀର ଦୁଇ ପ୍ରମୋଟର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ୱାଲ୍ ଏବେ ମୁହାଁମୁହିଁ ହୋଇଛନ୍ତି। କମ୍ପାନୀର ୩୭ ପ୍ରତିଶତ ଶେୟାର କିଣିଥିବା ରାକେଶ […]

INDIGO

INDIGO

Subhransu Sekhar
  • Published: Wednesday, 10 July 2019
  • Updated: 10 July 2019, 05:45 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନ ସେବାର ଖରାପ ସମୟ ଚାଲିଛି। ଏଯାଏ ଅନେକ ବିମାନ କମ୍ପାନୀ ଦେବାଳିଆ ସ୍ତିତିକୁ ଆସିଛନ୍ତି। ଏବେ ଇଣ୍ଡିଗୋ ଏୟାରଲାଇନ୍ସ  ମାଲିକ ମାନଙ୍କ ମଧ୍ୟରେ ଉତ୍କଟ ବିବାଦ ସାମ୍ନାକୁ ଆସିଛି। ସ୍ଥିତି ଏମିତି ଉପୁଜିଛି ଯେ ସେବିର ଶରଣରେ ପଶିଛନ୍ତି ଇଣ୍ଡିଗୋ କମ୍ପାନୀର ଦୁଇ ପ୍ରତିଷ୍ଠାତା।

ସୂଚନାଯୋଗ୍ୟ, ଇଣ୍ଡିଗୋ କମ୍ପାନୀର ଦୁଇ ପ୍ରମୋଟର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ୱାଲ୍ ଏବେ ମୁହାଁମୁହିଁ ହୋଇଛନ୍ତି। କମ୍ପାନୀର ୩୭ ପ୍ରତିଶତ ଶେୟାର କିଣିଥିବା ରାକେଶ ଗଙ୍ଗଓ୍ୱାଲ୍ ୩୮ ପ୍ରତିଶତ ସେୟାର ରଖିଥିବା ରାହୁଲ ଭାଟିଆଙ୍କ ବିରୋଧରେ ବିଷୋଦଗାର କରିଛନ୍ତି।

ରାହୁଲଙ୍କ ବିରୋଧରେ ରାକେଶ ଅଭିଯୋଗ ଆଣି କହିଛନ୍ତି ଯେ କମ୍ପାନୀର ପରିଚଳନା ପାନ ଦୋକାନର ପରିଚାଳନାଠୁ ବି ଖରାପ। ରାକେଶ କହିଛନ୍ତି ରାହୁଲ ଆଉ ଏକ କମ୍ପାନୀ ପ୍ରତିଷ୍ଠା କରି ଇଣ୍ଡିଗୋ ସହିତ ବିଜନେସ କରୁଛନ୍ତି। ଅନ୍ୟପଟେ ରାହୁଲ ଭାଟିଆ ରାକେଶଙ୍କ କମ୍ପାନୀ ଆରଜି ଗ୍ରୁପ ଇଣ୍ଡିଗୋର ସମ୍ମାନ ଉପରେ ପ୍ରଶ୍ନ ଉଠାଇ ତାର ଭାବମୂର୍ତ୍ତି ଖରାପ କରୁଛନ୍ତି ବୋଲି କହିଛନ୍ତି।

ତେବେ ଦୁଇ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦର ଖବର ପ୍ରକାଶ ପାଇବା ପରେ ଶେୟାର ବଜାରରେ ମଧ୍ୟ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିଛି। ୨୦୦୩ରେ ଗଙ୍ଗଓ୍ୱାଲ ଏବଂ ଭାଟିଆ ମିଶି ଇଣ୍ଡିଗୋ ବିମାନ ସେବା ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story