ଶାହୀନ ବାଗ ପାଇଁ ମଧ୍ୟସ୍ଥି ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି। ଏଥିସହ ଆନ୍ଦୋଳନକାରୀ ନିଜର ବିକ୍ଷୋଭ ଶେଷ କରିବା ପାଇଁ ଉପଯୁକ୍ତ ସମାଧାନର ବାଟ ବାହାର କରନ୍ତୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଡିସେମ୍ବର ୧୫ରୁ ସିଏଏକୁ ବିରୋଧ କରି ଶତାଧିକ ଲୋକ କାଲିଣ୍ଡି କୁଞ୍ଜ-ଶାହୀନ ବାଗ ମଧ୍ୟରେ ରାସ୍ତ ବନ୍ଦ କରି ବସିଛନ୍ତି। ଅବଶ୍ୟ ଆମ୍ବୁଲାନ୍ସ, […]

y

y

Hemant Lenka
  • Published: Monday, 17 February 2020
  • Updated: 17 February 2020, 04:06 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧରେ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ଶାହୀନ ବାଗରେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତ କରିଛନ୍ତି। ଏଥିସହ ଆନ୍ଦୋଳନକାରୀ ନିଜର ବିକ୍ଷୋଭ ଶେଷ କରିବା ପାଇଁ ଉପଯୁକ୍ତ ସମାଧାନର ବାଟ ବାହାର କରନ୍ତୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି।

ଡିସେମ୍ବର ୧୫ରୁ ସିଏଏକୁ ବିରୋଧ କରି ଶତାଧିକ ଲୋକ କାଲିଣ୍ଡି କୁଞ୍ଜ-ଶାହୀନ ବାଗ ମଧ୍ୟରେ ରାସ୍ତ ବନ୍ଦ କରି ବସିଛନ୍ତି। ଅବଶ୍ୟ ଆମ୍ବୁଲାନ୍ସ, ସ୍କୁଲ ଗାଡ଼ି ଓ ଜରୁରୀ ସେବାରେ ବ୍ୟବହୃତ ଗାଡ଼ିକୁ ଆନ୍ଦୋଳନକାରୀମାନେ ନିଜେ ଏସକର୍ଟ କରି ଛାଡ଼ୁଛନ୍ତି। ତେବେ ସାଧାରଣ ଲୋକମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଆଇନଜୀବୀ ଅମିତ ସାହାଣୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଦିଲ୍ଲୀ ପୁଲିସ୍‌ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେଉ ବୋଲି ସେ ନିଜ ଆବେଦନରେ ଦର୍ଶାଇଥିଲେ।

ଆଜି ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କିଷନ ଓ ଜଷ୍ଟିସ କେଏମ ଯୋଜେଫ କହିଛନ୍ତି, “ଆପଣମାନେ ଆନ୍ଦୋଳନ କରିପାରିବେ। ଏହା ଆପଣମାନଙ୍କର ଅଧିକାର। କିନ୍ତୁ ଆନ୍ଦୋଳନ ଆଳରେ ରାସ୍ତା ବନ୍ଦ କରନ୍ତୁ ନାହିଁ। ଏହା ଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେବ। ଆଜି ଆପଣମାନେ ଆନ୍ଦୋଳନ କରୁଛନ୍ତି, ଆସନ୍ତାକାଲି ଆଉ କିଏ ଆନ୍ଦୋଳନ କରିବ।” ଏହାପରେ ଶାହୀନ ବାଗ ଆନ୍ଦୋଳନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଛନ୍ତି।

ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନଙ୍କୁ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବା ପାଇଁ ମଧ୍ୟସ୍ଥି ଭାବେ ଦାୟିତ୍ୱ ପାଇଛନ୍ତି। ଏମାନେ ଆନ୍ଦୋଳନକାରୀଙ୍କୁ ଶାହୀନ ବାଗରୁ ଅନ୍ୟ ଏକ ସ୍ଥାନକୁ ଯାଇ ଆନ୍ଦୋଳନ କରିବାକୁ ବୁଝାଇବେ। ସେହିପରି ପୂର୍ବତନ ଆଇଏଏସ୍‌ ଅଫିସର ୱାଜହତ ହବିବୁଲ୍ଲାଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ କହିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର କରାଯିବ ବୋଲି କୋର୍ଟ କହିଛନ୍ତି।

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଦେଇଥିବା ବୟାନ ଆଜି ଶୁଣାଣି ବେଳେ ଓକିଲ ଅମିତ ଉଠାଇଥିଲେ। ଚନ୍ଦ୍ର ଶେଖର କହିଥିଲେ ଯେ ସାରା ଦେଶରେ ୫ ହଜାରରୁ ଅଧିକ ଶାହୀନ ବାଗ ସୃଷ୍ଟି ହେବ। ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ଯେ “୫ ହଜାର ଆନ୍ଦୋଳନ ହେଲେ ଆମର କିଛି ବି ସମସ୍ୟା ନାହିଁ। ଆମେ କେବଳ ରାସ୍ତା କେମିତି ବନ୍ଦ ନ ହେବ, ସେକଥା ଭାବୁଛୁ। ଆନ୍ଦୋଳନ କରିବା ଏକ ମୌଳିକ ଅଧିକାର। ଆଇନ ଅନୁଯାୟୀ ଆନ୍ଦୋଳନ କରାଗଲେ ଭଲ।

ଆମେ ଆନ୍ଦୋଳନ ଏମିତି କରିବା ଦରକାର ଯେ ଯେମିତି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ। ଲୋକମାନେ ସେମାନଙ୍କ ଅଭିଯୋଗ ଉପସ୍ଥାପନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟାପାର। ଏଥିପାଇଁ ନ୍ୟାୟିକ ବ୍ୟବସ୍ଥା ରହିଛି। ଲୋକମାନେ ବିଧେୟକ ବିରୋଧରେ ଆନ୍ଦୋଳନ କରିବାର ଅଧିକାର ପାଇଛନ୍ତି। ଆନ୍ଦୋଳନ ହେଲେ ଯାଇ ବିଭିନ୍ନ ମତାମତ ଆସିପାରିବ। ସମସ୍ତ ଅଧିକାର ଠିକ୍‌ ଓ ଦାୟିତ୍ୱର ସହ ନିର୍ବାହ କରାଯିବା ଦରକାର। ଆମେ ଆନ୍ଦୋଳନ କରିବା ବେଳେ ଅନ୍ୟମାନଙ୍କ ସ୍ୱାର୍ଥ କଥା ମଧ୍ୟ ବିଚାର କରିବାକୁ ପଡ଼ିବ। ”

ସୁପ୍ରିମକୋର୍ଟ ଶୁଣାଣି ବେଳେ ଆଜାଦଙ୍କ ସମେତ ଏଭଳି ଆବେଦନକୁ ବିରୋଧ କରୁଥିବା ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଆପଣମାନେ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହୁଅନ୍ତୁ। ସେମାନଙ୍କୁ ସ୍ଥାନ ଛାଡ଼ିବାକୁ ବୁଝାନ୍ତୁ। ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ମଧ୍ୟ ସତ୍ୟପାଠ ଜରିଆରେ ରାସ୍ତା ବନ୍ଦ ସମସ୍ୟାର ସାମାଧାନ କେମିତି ହୋଇ ପାରିବ, ତା’ର ଜବାବ ଦେବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story