ପୁଣି ଜେଏନ୍‌ୟୁ କ୍ୟାମ୍ପସ ଅଶାନ୍ତ

ନୁଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଜବାହାରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟରେ ଦେଶ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ୧୧ ଦିନ ହେବ ଆମରଣ ଅନଶନ ଚଳାଇଛନ୍ତି। ଆମରଣ ଅନଶନ ଯୋଗୁଁ ଜେଏନ୍‌ୟୁ ଛାତ୍ର ସଂସଦର ସାଧାରଣ ସମ୍ପାଦକ ତଥା ଓଡ଼ିଆ ଛାତ୍ର ରାମ ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି। ଅନ୍ୟପକ୍ଷରେ ଛାତ୍ର ସଙ୍ଗଠନର ବିରୋଧୀମାନେ ମଧ୍ୟ ଆମରଣ ଅନଶନ ଚଳାଇଛନ୍ତି। ଏଥିଯୋଗୁଁ କ୍ୟାମ୍ପସ ପରିସର ଅଶାନ୍ତ ହେବାରେ ଲାଗିଛି। ସାଂସଦ ବୈଷ୍ଣବ ପରିଡା, […]

jnu-student

jnu-student

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 05:36 PM IST

Sports

Latest News

ନୁଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଜବାହାରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟରେ ଦେଶ ବିରୋଧୀ ସ୍ଲୋଗାନକୁ ନେଇ ଦେଖାଦେଇଥିବା ବିବାଦ ଦିନକୁ ଦିନ ବଢିବାରେ ଲାଗିଛି। ଛାତ୍ରଛାତ୍ରୀମାନେ ୧୧ ଦିନ ହେବ ଆମରଣ ଅନଶନ ଚଳାଇଛନ୍ତି। ଆମରଣ ଅନଶନ ଯୋଗୁଁ ଜେଏନ୍‌ୟୁ ଛାତ୍ର ସଂସଦର ସାଧାରଣ ସମ୍ପାଦକ ତଥା ଓଡ଼ିଆ ଛାତ୍ର ରାମ ନାଗଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି।

ଅନ୍ୟପକ୍ଷରେ ଛାତ୍ର ସଙ୍ଗଠନର ବିରୋଧୀମାନେ ମଧ୍ୟ ଆମରଣ ଅନଶନ ଚଳାଇଛନ୍ତି। ଏଥିଯୋଗୁଁ କ୍ୟାମ୍ପସ ପରିସର ଅଶାନ୍ତ ହେବାରେ ଲାଗିଛି। ସାଂସଦ ବୈଷ୍ଣବ ପରିଡା, କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ଓ କେ.ସି ତ୍ୟାଗୀ ପ୍ରମୁଖ ନେତା ରାଷ୍ଟ୍ରପତିଙ୍କୁ ଭେଟି ଘଟଣାରେ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story