ରବର୍ଟ ଭଦ୍ରାଙ୍କୁ ପୋଷ୍ୟପୁତ୍ର କରିଛନ୍ତି ମୋଦି : କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ କଂଗ୍ରେସ-ବିଜେପି ମଧ୍ୟରେ ସନ୍ଧି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏତେ ସାହସ ନାହିଁ ସେ ରବର୍ଟ ଭଦ୍ରାଙ୍କୁ ସିବିଆଇ ନିକଟରେ ହାଜର କରିବେ।” ସେ ଆହୁରି ମଧ୍ୟ କହିଛନ୍ତି, “ମୋଦିଙ୍କୁ ଜଣାଅଛି ଯେ ଯଦି  ସୋନିଆ ଗାନ୍ଧିଙ୍କୁ ଗିରଫ କରାଯାଏ,  ତାହାହେଲେ ମୋଦିଙ୍କ  ସମସ୍ତ ରାଜ […]

arabida kajriwal

arabida kajriwal

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 09:45 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଦୁର୍ନୀତି ମାମଲାରେ କଂଗ୍ରେସ-ବିଜେପି ମଧ୍ୟରେ ସନ୍ଧି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏତେ ସାହସ ନାହିଁ ସେ ରବର୍ଟ ଭଦ୍ରାଙ୍କୁ ସିବିଆଇ ନିକଟରେ ହାଜର କରିବେ।”

ସେ ଆହୁରି ମଧ୍ୟ କହିଛନ୍ତି, “ମୋଦିଙ୍କୁ ଜଣାଅଛି ଯେ ଯଦି  ସୋନିଆ ଗାନ୍ଧିଙ୍କୁ ଗିରଫ କରାଯାଏ,  ତାହାହେଲେ ମୋଦିଙ୍କ  ସମସ୍ତ ରାଜ ଖୋଲିଯିବ। ରବର୍ଟ ଭଦ୍ରା କଂଗ୍ରେସର ଜ୍ୱାଇଁ ଅଟନ୍ତି। ସେ ମଧ୍ୟ ଦେଶର ଜ୍ୱାଇଁ ଅଟନ୍ତି। ନରେନ୍ଦ୍ର ମୋଦି ରବର୍ଟ ଭଦ୍ରାଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଛନ୍ତି।”

ସେ କହିଛନ୍ତି, “ଆମ ଦଳର ନେତାମାନଙ୍କୁ ଛୋଟଛୋଟ ଭୁଲରେ ଜେଲ ପଠାଇ ଦିଆଯାଉଛି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ କେହି ଜେଲ ପଠାଉନାହାନ୍ତି। ଯଦି କେହି ସୋନିଆ ଗାନ୍ଧିଙ୍କୁ ଜେଲ ପଠାଇଦେବ ସେହିଦିନ  ମୋ ଛାତିର ଚଉଡା ୫୬ ଇଞ୍ଚ ହୋଇଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story