‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ଦୋଷ ସ୍ୱୀକାର କଲେନି ରାହୁଲ୍

ସୁରଟ: ଲୋକସଭା ନିର୍ବାଚନ ବେଳେ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଆଜି ଗୁଜରାଟର ସୁରଟ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା। ତେଣୁ ଆଜି ହାଜର ହେବା ପାଇଁ ରାହୁଲଙ୍କୁ ସମନ୍ ଜାରି ହୋଇଥିଲା। ତେବେ କୋର୍ଟରେ ବିଚାରପତି ରାହୁଲଙ୍କୁ ନିଜ ଦୋଷ ସ୍ୱୀକାର କରୁଛନ୍ତି କି ବୋଲି ପ୍ରଶ୍ନ କରିବାରୁ ରାହୁଲ ମନା କରିଦେଇଥିଲେ। ତାଙ୍କ ବିରୋଧରେ […]

rahul gandhi at surat court

rahul gandhi at surat court

Subhransu Sekhar
  • Published: Thursday, 10 October 2019
  • Updated: 10 October 2019, 01:13 PM IST

Sports

Latest News

ସୁରଟ: ଲୋକସଭା ନିର୍ବାଚନ ବେଳେ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଆଜି ଗୁଜରାଟର ସୁରଟ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା। ତେଣୁ ଆଜି ହାଜର ହେବା ପାଇଁ ରାହୁଲଙ୍କୁ ସମନ୍ ଜାରି ହୋଇଥିଲା।

ତେବେ କୋର୍ଟରେ ବିଚାରପତି ରାହୁଲଙ୍କୁ ନିଜ ଦୋଷ ସ୍ୱୀକାର କରୁଛନ୍ତି କି ବୋଲି ପ୍ରଶ୍ନ କରିବାରୁ ରାହୁଲ ମନା କରିଦେଇଥିଲେ। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପାଇଁ ସେ ଦୋଷ ସ୍ୱୀକାର କରୁନାହାନ୍ତି ବୋଲି ରାହୁଲ କହିଥିଲେ। ଏହାପରେ ବିଚାରପତି ଏହି ମାନହାନୀ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୦ରେ ହେବ ବୋଲି ଶୁଣାଣି କରିଛନ୍ତି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି କର୍ଣ୍ଣାଟକର କୋଲାରରେ ଏପ୍ରିଲ ୧୩ରେ ପ୍ରଚାର କରୁଥିଲେ। ଏହି ସମୟରେ କହିଥିଲେ ‘ନିରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି... ଏ ସବୁ ମୋଦି ଚୋର’। ଏହାପରେ ଗୁଜରାଟର ବିଧାୟକ ପୁରନେଶ ମୋଦି ରାହୁଲଙ୍କ ବିରୋଧରେ ସୁରଟ କୋର୍ଟରେ ଅପରାଧିକ ମାନହାନୀ ମାମଲା ପାଇଁ ଆବେଦନ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story