କୃଷି ଆଇନକୁ ନେଇ ରାହୁଲ ଗାନ୍ଧୀ କ'ଣ କହିଥିଲେ ୨୦୧୫ରେ?

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା କଂଗ୍ରେସ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି ବିଜେପି ସଭାପତି ଜେପି ନଡ୍ଡା। ଯେଉଁ କୃଷି ଆଇନକୁ ଦିନେ କଂଗ୍ରେସ ସମର୍ଥନ କରୁଥିଲା ଏବେ ସେହି କୃଷି ଆଇନକୁ ବିରୋଧ କରୁଛି ବୋଲି ଜେପି ନଡ୍ଡା କହିଛନ୍ତି। ଏହି ଭିଡିଓରେ ଲୋକସଭାରେ ରାହୁଲ୍ ଗାନ୍ଧୀ ଫୁଡ୍ ପାର୍କ ବାବଦରେ କହୁଥିଲେ। ରାହୁଲ ଗାନ୍ଧୀ ଆମେଥିରେ ଫୁଡ୍ ପାର୍କ ପାଇଁ କହିଥିଲେ। ଏହି ଭିଡିଓ ୨୦୧୫ ମସିହାର। ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ […]

rahul-gandhi

rahul-gandhi

Subhransu Sekhar
  • Published: Sunday, 27 December 2020
  • Updated: 27 December 2020, 03:02 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା କଂଗ୍ରେସ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି ବିଜେପି ସଭାପତି ଜେପି ନଡ୍ଡା। ଯେଉଁ କୃଷି ଆଇନକୁ ଦିନେ କଂଗ୍ରେସ ସମର୍ଥନ କରୁଥିଲା ଏବେ ସେହି କୃଷି ଆଇନକୁ ବିରୋଧ କରୁଛି ବୋଲି ଜେପି ନଡ୍ଡା କହିଛନ୍ତି। ଏହି ଭିଡିଓରେ ଲୋକସଭାରେ ରାହୁଲ୍ ଗାନ୍ଧୀ ଫୁଡ୍ ପାର୍କ ବାବଦରେ କହୁଥିଲେ। ରାହୁଲ ଗାନ୍ଧୀ ଆମେଥିରେ ଫୁଡ୍ ପାର୍କ ପାଇଁ କହିଥିଲେ। ଏହି ଭିଡିଓ ୨୦୧୫ ମସିହାର।

ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଫୁଡ୍ ପାର୍କ ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ। କିନ୍ତୁ ସରକାର ଏହାକୁ ଅଣଦେଖା କରୁଛନ୍ତି। ଚାଷୀଙ୍କ ଠାରୁ ଆଳୁ ୨ ଟଙ୍କାରେ କିଣିବା ପରେ ସେମାନଙ୍କୁ ୧୦ ଟଙ୍କାରେ ବିକ୍ରି କରାଯାଏ। ଯାହା ସେମାନଙ୍କ ପ୍ରତି ଅନ୍ୟାୟ। ରାହୁଲ ଆହୁରି ମଧ୍ୟ  କହିଛନ୍ତି ଯେ ଚାଷୀ ଏବଂ ଗ୍ରାହକଙ୍କ ମଧ୍ୟରେ ଥିବା ମିଡିଲ୍ ମ୍ୟାନ ମାନଙ୍କୁ ହଟାଇବା ଦରକାର।

https://twitter.com/JPNadda/status/1343096775427686400?s=20

ସୂଚନାଯୋଗ୍ୟ, ମୋଦି ସରକାର ଯେଉଁ କୃଷି ଆଇନ ଆଣିଛନ୍ତି ସେଥିରେ ଚାଷୀ ମାନଙ୍କ ଫସଲ କିଣିବାରେ ଯେଉଁ ମିଡିଲ ମ୍ୟାନ ରହୁଥିଲେ ସେମାନଙ୍କ ଭୂମିକାକୁ ହଟାଯାଇଛି। ଏମିତି ହେଲେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ ବୋଲି ସରକାର କହିଛନ୍ତି। ଅନ୍ୟପଟେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନ ଆନ୍ଦୋଳନରେ ବସିଛନ୍ତି। କଂଗ୍ରେସ ସମେତ ଚାଷୀ ସଂଗଠନ ସରକାରଙ୍କ ତିନି କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ଏହା କୃଷିକ ବିରୋଧୀ ବୋଲି ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story