ଦଳର ପ୍ରତିଷ୍ଠା ଦିବସ ପୂର୍ବ ଦିନ ଇଟାଲୀ ଗସ୍ତରେ ଗଲେ ରାହୁଲ୍

ନୂଆଦିଲ୍ଲୀ: ଡିସେମ୍ୱର ୨୮ କଂଗ୍ରେସର ପ୍ରତିଷ୍ଠା ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ରାହୁଲ୍ ଗାନ୍ଧୀ ବିଦେଶ ଗସ୍ତରେ ଯାଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଏହି ସୂଚନା ଦେଇଛନ୍ତି। ତେବେ ରାହୁଲଙ୍କ ଗସ୍ତ ବ୍ୟକ୍ତିଗତ, କେଉଁଠିକି ଯାଇଛନ୍ତି ତାହା କହି ନାହାନ୍ତି ସୁରଜେଓ୍ୱାଲା। ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁୟାୟୀ ରବିବା ସକାଳୁ ରାହୁଲ୍ କାତାର ବିମାନ ବନ୍ଦର ଦେଇ ଇଟାଲୀର ମିଲନ ସହରକୁ ଗସ୍ତ କରିଛନ୍ତି। ରାହୁଲ୍ ଗାନ୍ଧୀଙ୍କ ଆଈ ଏଠାରେ ରୁହନ୍ତି। ପୂର୍ବରୁ […]

rahul

rahul

Subhransu Sekhar
  • Published: Sunday, 27 December 2020
  • Updated: 28 December 2020, 01:45 AM IST

Sports

Latest News

ନୂଆଦିଲ୍ଲୀ: ଡିସେମ୍ୱର ୨୮ କଂଗ୍ରେସର ପ୍ରତିଷ୍ଠା ଦିବସ। ଏହାର ଗୋଟିଏ ଦିନ ପୂର୍ବରୁ ରାହୁଲ୍ ଗାନ୍ଧୀ ବିଦେଶ ଗସ୍ତରେ ଯାଇଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଏହି ସୂଚନା ଦେଇଛନ୍ତି। ତେବେ ରାହୁଲଙ୍କ ଗସ୍ତ ବ୍ୟକ୍ତିଗତ, କେଉଁଠିକି ଯାଇଛନ୍ତି ତାହା କହି ନାହାନ୍ତି ସୁରଜେଓ୍ୱାଲା।

ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁୟାୟୀ ରବିବା ସକାଳୁ ରାହୁଲ୍ କାତାର ବିମାନ ବନ୍ଦର ଦେଇ ଇଟାଲୀର ମିଲନ ସହରକୁ ଗସ୍ତ କରିଛନ୍ତି। ରାହୁଲ୍ ଗାନ୍ଧୀଙ୍କ ଆଈ ଏଠାରେ ରୁହନ୍ତି। ପୂର୍ବରୁ ଅନେକ ଥର ସେ ଇଟାଲୀ ଆସିଥାନ୍ତି ଆଈଙ୍କୁ ଭେଟିବାକୁ।

ସୂଚନାଯୋଗ୍ୟ, ଆସନ୍ତାକାଲି କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳର ମୁଖ୍ୟ କାର୍ଯାଳୟରେ ଦଳୀୟ ପତାକା ଉତ୍ତୋଳନ କରାଯିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story