କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ରାହୁଲ୍, ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ତିନି କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କୃଷି ଅଧିକାର ଦିବସ ପାଳନ କରିଛି। ଏହି ଅବସରରେ କଂଗ୍ରେସ ସମସ୍ତ ରାଜଭବନ ଆଗରେ ମଧ୍ୟ ଧାରଣା ଦେଇଛି। दिल्ली: कृषि कानूनों के खिलाफ अपना विरोध जताने के लिए कांग्रेस नेता राहुल गांधी और प्रियंका गांधी उपराज्यपाल के आवास का घेराव करने के लिए राज निवास […]

rahul

rahul

Subhransu Sekhar
  • Published: Friday, 15 January 2021
  • Updated: 15 January 2021, 04:05 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ତିନି କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କୃଷି ଅଧିକାର ଦିବସ ପାଳନ କରିଛି। ଏହି ଅବସରରେ କଂଗ୍ରେସ ସମସ୍ତ ରାଜଭବନ ଆଗରେ ମଧ୍ୟ ଧାରଣା ଦେଇଛି।

https://twitter.com/AHindinews/status/1349996077844291585?s=20

କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ କର୍ମୀ ଏକ ହୋଇ ଦିଲ୍ଲୀରେ ଉପରାଜ୍ୟପାଳଙ୍କ ବାସଭବନ ଘେରାଉ କରିଛନ୍ତି। କେନ୍ଦ୍ର ତିନି କୃଷି ଆଇନକୁ ରଦ୍ଦ କରିବା ଦରକାର ନହେଲେ କଂଗ୍ରେସ କେବେ ପଛକୁ ହଟିବ ନାହିଁ ବୋଲି ରାହୁଲ୍ କହିଛନ୍ତି। କେନ୍ଦ୍ର ଏହି କୃଷି ଆଇନ ଜରିଆରେ ପୁଞ୍ଜିପତିଙ୍କୁ ଲାଭବାନ କରିବାକୁ ଉଦ୍ଦେଶ୍ୟ କରିଛନ୍ତି। ଏହି ଆଇନ ଚାଷୀଙ୍କୁ କ୍ଷତିରେ ପହଞ୍ଚାଇବା ବୋଲି ସେ କହିଛନ୍ତି।

https://twitter.com/AjayLalluINC/status/1349977148224749568?s=20

ସେହିପରି ୟୁପିରେ କଂଗ୍ରେସ ରାଜଭବନ ଘେରିବାକୁ ପ୍ରୟାସ କରିଛି। ରାଜଭବନ ଘେରିବା ବେଳେ ୟୁପି କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କୁ ଅଟକ ରଖି ନିଜ ହେପାଜତକୁ ନେଇଛି ପୁଲିସ। ଅଟକ ରହିବା ବେଳେ ସେ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ସରକାର ଆମକୁ ଆନ୍ଦୋଳନ କରିବାକୁ ଦେଉ ନାହିଁ। ଗତକାଲି ରାତିରୁ ତାଙ୍କ ବାସଭବନକୁ ପୁଲିସ ଘେରି ରହିଥିବା ଅଜୟ କୁମାର କହିଛନ୍ତି। ବିଜେପି କେବିବି ନିଜ ଉଦ୍ଦେଶ୍ୟରେ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି।

https://twitter.com/AjayLalluINC/status/1349983149476913152?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story