ନିର୍ବାଚନ ପାଇଁ ତେଲେଙ୍ଗାନାରେ ଉଡ଼ୁଛି ଟଙ୍କା, ୧୧୧ କୋଟି ଜବତ

ହାଇଦ୍ରାବାଦ: ଆସନ୍ତା ୭ ତାରିଖରେ ତେଲେଙ୍ଗାନା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ହେଲେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ରାଜ୍ୟରେ ଟଙ୍କା ଓ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ବଣ୍ଟା ଚାଲିଛି। ନିର୍ବାଚନ କମିଶନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୧୧ କୋଟି ଟଙ୍କା ମୂଲ୍ୟର ନଗଦ ନୋଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏଗୁଡ଼ିକ ଭୋଟରଙ୍କୁ ବଣ୍ଟା ଯିବାକୁ ରଖାଯାଇଥିଲା। ରାଜ୍ୟର ମୁଖ୍ୟ ନିର୍ବାଚନ […]

d

d

Hemant Lenka
  • Published: Tuesday, 04 December 2018
  • Updated: 04 December 2018, 05:33 PM IST

Sports

Latest News

ହାଇଦ୍ରାବାଦ: ଆସନ୍ତା ୭ ତାରିଖରେ ତେଲେଙ୍ଗାନା ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ପ୍ରଚାର ଜୋରଦାର ଚାଲିଛି। ହେଲେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ରାଜ୍ୟରେ ଟଙ୍କା ଓ ଅନ୍ୟାନ୍ୟ ଲୋଭନୀୟ ସାମଗ୍ରୀ ବଣ୍ଟା ଚାଲିଛି। ନିର୍ବାଚନ କମିଶନ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୧୧ କୋଟି ଟଙ୍କା ମୂଲ୍ୟର ନଗଦ ନୋଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏଗୁଡ଼ିକ ଭୋଟରଙ୍କୁ ବଣ୍ଟା ଯିବାକୁ ରଖାଯାଇଥିଲା।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରଜତ କୁମାର କହିଛନ୍ତି, “ ଏବେ ନିର୍ବାଚନରେ ଟଙ୍କା ବଣ୍ଟା କାର୍ଯ୍ୟ ବଢ଼ିବାରେ ଲାଗିଛି। ପ୍ରାର୍ଥୀମାନେ ଟଙ୍କା ଦେଉଥିଲେ ମଧ୍ୟ ଭୋଟରମାନେ ଏହାକୁ ଗ୍ରହଣ କରିବାକୁ ମନା କରୁନାହାନ୍ତି।

୨୦୧୪ ବିଧାନସଭା ନିର୍ବାଚନ ବେଳେ ୭୬ କୋଟି ଟଙ୍କା ମୂଲ୍ୟର ନୋଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା। କିନ୍ତୁ ଏଥର ଏହା ୧୧୧ କୋଟିରେ ପହଞ୍ଚିଛି। ଜଣେ ପ୍ରାର୍ଥୀ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଛି। କିନ୍ତୁ ଦଳ କେତେ ଟଙ୍କା ଖର୍ଚ୍ଚ କରିବ, ତା’ର କୌଣସି ନିୟମ ନାହିଁ। ଫଳରେ ଏଭଳି ଟଙ୍କାବଣ୍ଟା କାର୍ଯ୍ୟ ବଢ଼ୁଛି।”

ନିର୍ବାଚନ ପାଇଁ ତେଲେଙ୍ଗାନାରେ ୨୭୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୩୦ ହଜାର ସ୍ଥାନୀୟ ପୁଲିସ୍‌ ମୁତୟନ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story