୩୧ ଯାଏ ଦେଶରେ ସବୁ ଟ୍ରେନ୍ ବାତିଲ୍‌

ନୂଆଦିଲ୍ଲୀ: କରୋନା ଯୋଗୁ ବଡ଼ ନିଷ୍ପତ୍ତି ନେଇଛି ରେଲୱେ ବୋର୍ଡ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି। ସମସ୍ତ ଦୂରଗାମୀ ମେଲ୍‌ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍‌ ବି ବାତିଲ ହୋଇଛି। ତେବେ ମାଲବାହୀ ଗୁଡ଼ିକ ପୂର୍ବପରି ଚାଲିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି […]

train

train

Jitendra Garnayak
  • Published: Sunday, 22 March 2020
  • Updated: 22 March 2020, 01:56 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଯୋଗୁ ବଡ଼ ନିଷ୍ପତ୍ତି ନେଇଛି ରେଲୱେ ବୋର୍ଡ। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ ଟ୍ରେନ୍‌କୁ ବାତିଲ କରି ଦିଆଯାଇଛି। ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି। ସମସ୍ତ ଦୂରଗାମୀ ମେଲ୍‌ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍‌ ବି ବାତିଲ ହୋଇଛି। ତେବେ ମାଲବାହୀ ଗୁଡ଼ିକ ପୂର୍ବପରି ଚାଲିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରେଲଓ୍ୱେ ବୋର୍ଡ଼ ଏହି ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରଣାଳୟର କାର୍ଯ୍ୟବାହୀ ନିର୍ଦ୍ଦେଶକ ରାଜେଶ ଦତ୍ତ ବାଜପେୟୀ ଏହି ସୂଚନା ଦେଇଛନ୍ତି।

‘ଜନତା କର୍ଫ୍ୟୁ’ ଯୋଗୁ ଆଜି ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସବୁ ଟ୍ରେନ୍‌କୁ ବାତିଲ କରାଯାଇଥିଲା। ତେବେ ଭୋର ୪ଟା ପୂର୍ବରୁ ବାହାରି ଥିବା ସମସ୍ତ ଟ୍ରେନ୍ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା କରିବେ।

ଅନ୍ୟପକ୍ଷରେ ଆଜି ମହାରାଷ୍ଟ୍ର ଏବଂ ବିହାରରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦେଶରେ କରୋନାର ତୃତୀୟ ଷ୍ଟେଜ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଛି। ଇରାନ, ଇଟାଲୀ, ସ୍ପେନ ଏବଂ ଚୀନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି ତୃତୀୟ ଷ୍ଟେଜରେ ହିଁ ବଢ଼ିଛି। ଆବଶ୍ୟକ ସତର୍କତା ଅଭାବରୁ ଏହି ଦେଶ ଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ହାର ବଢ଼ିଚାଲିଛି। ହେଲେ ଚୀନରେ ଏବେ ସ୍ଥିତି ସ୍ୱାଭାବିକ ମୁହାଁ ହୋଇଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story