ଖୁବ୍‌ଶୀଘ୍ର ଆସୁଛି ରେଲୱେରେ ନିଯୁକ୍ତି ବିଜ୍ଞାପନ

ନୂଆଦିଲ୍ଲୀ: ଚାକିରି ଆଶୟୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରର ଏନ୍‌ଡିଏ ସରକାର ଦେଶର ପ୍ରାୟ ୧ଲକ୍ଷ ୩୦ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି। ଖାସ୍‌ କରି ରେଲୱେରେ ନିଯୁକ୍ତି ପାଇଁ ଆଶାୟୀଙ୍କ ପାଇଁ ଖୁବ୍‌ଶୀଘ୍ର ଏକ ବଡ଼ ସୁଯୋଗ ଆସୁଛି। ନିକଟରେ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ସୂଚନା ଦେଇଛନ୍ତି, “ରେଲୱେ ପ୍ରୋଟେକ୍ସନ୍ ଫୋର୍ସ ବା ଆର୍‌ପିଏଫ୍‌ରେ ପ୍ରାୟ ୧୦ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି […]

ralway...

ralway...

Ordigital Desk
  • Published: Monday, 13 August 2018
  • Updated: 13 August 2018, 04:00 PM IST

ନୂଆଦିଲ୍ଲୀ: ଚାକିରି ଆଶୟୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରର ଏନ୍‌ଡିଏ ସରକାର ଦେଶର ପ୍ରାୟ ୧ଲକ୍ଷ ୩୦ହଜାର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି।

ଖାସ୍‌ କରି ରେଲୱେରେ ନିଯୁକ୍ତି ପାଇଁ ଆଶାୟୀଙ୍କ ପାଇଁ ଖୁବ୍‌ଶୀଘ୍ର ଏକ ବଡ଼ ସୁଯୋଗ ଆସୁଛି। ନିକଟରେ ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ସୂଚନା ଦେଇଛନ୍ତି, “ରେଲୱେ ପ୍ରୋଟେକ୍ସନ୍ ଫୋର୍ସ ବା ଆର୍‌ପିଏଫ୍‌ରେ ପ୍ରାୟ ୧୦ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଏଥିମଧ୍ୟରୁ ୫୦ପ୍ରତିଶତ ସିଟ୍‌ ମହିଳାଙ୍କ ପାଇଁ ସଂରକ୍ଷିତ। ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।”

କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି ଯେ ଏହି ପଦବୀରେ ଚାକିରି କରିବା ପାଇଁ ପରୀକ୍ଷାର୍ଥୀଙ୍କୁ କମ୍ପ୍ୟୁଟର୍‌ ବେସ୍‌ଡ୍‌ ପରୀକ୍ଷା( ସିବିଟି) ଦେବାକୁ ପଡ଼ିବ। ବିନା ସାକ୍ଷାତକାରରେ ପରୀକ୍ଷାର୍ଥୀମାନେ ଏହି ଚାକିରି କରିପାରିବେ।”

ସୂଚନାଯୋଗ୍ୟ, ଏହା ପୂର୍ବରୁ ରେଳ ବିଭାଗ ପକ୍ଷରୁ ଫେବ୍ରୁଆରୀରେ Alp & Technicians (Group C) ଭାବେ ନିଯୁକ୍ତି ପାଇଁ ୨୬ ହଜାର ୫୦୨ଟି ପଦବୀ ଓ ଗ୍ରୁପ୍‌ ‘ଡି’ରେ ୬୨ ହଜାର ୯୦୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story