ଝିଅ ବାହାଘର ପାଇଁ ପୁଲିସ ସୁରକ୍ଷା ମାଗିଲେ ରଜନୀକାନ୍ତଙ୍କ ପତ୍ନୀ

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀ ଲତା ତାଙ୍କ ଝିଅ ବାହାଘର ପାଇଁ ପୁଲିସ୍‌ ସୁରକ୍ଷା ମାଗିଛନ୍ତି। ୧୦ ଓ ୧୨ ତାରିଖରେ ପୋସ୍‌ ଗାର୍ଡନ ବାସଭବନରେ ସାନ ଝିଅ ସୌନ୍ଦର୍ଯ୍ୟାର ହେବାକୁ ଥିବା ବିବାହ ଉତ୍ସବ ପାଇଁ ସେ ଏହି ସୁରକ୍ଷା ମାଗିଛନ୍ତି। ଅଭିନେତା ତଥା ବ୍ୟବସାୟୀ ବିଶାଗନ୍‌ ବନନଗାମୁଡିଙ୍କ ସହ ଆସନ୍ତା ସପ୍ତାହରେ ସୌନ୍ଦର୍ଯ୍ୟାଙ୍କ ବିବାହ ହେବ। ଟେନାମ୍ପେଟ ଥାନା ଇନ୍ସପେକ୍ଟରଙ୍କୁ ଲତା ଚିଠି ଲେଖି ସୁରକ୍ଷା ବ୍ୟବସ୍ଥା ସହ ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ନିମନ୍ତେ […]

rajni

rajni

Rakesh Mallick
  • Published: Saturday, 02 February 2019
  • Updated: 02 February 2019, 03:27 PM IST

Sports

Latest News

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀ ଲତା ତାଙ୍କ ଝିଅ ବାହାଘର ପାଇଁ ପୁଲିସ୍‌ ସୁରକ୍ଷା ମାଗିଛନ୍ତି। ୧୦ ଓ ୧୨ ତାରିଖରେ ପୋସ୍‌ ଗାର୍ଡନ ବାସଭବନରେ ସାନ ଝିଅ ସୌନ୍ଦର୍ଯ୍ୟାର ହେବାକୁ ଥିବା ବିବାହ ଉତ୍ସବ ପାଇଁ ସେ ଏହି ସୁରକ୍ଷା ମାଗିଛନ୍ତି। ଅଭିନେତା ତଥା ବ୍ୟବସାୟୀ ବିଶାଗନ୍‌ ବନନଗାମୁଡିଙ୍କ ସହ ଆସନ୍ତା ସପ୍ତାହରେ ସୌନ୍ଦର୍ଯ୍ୟାଙ୍କ ବିବାହ ହେବ।

ଟେନାମ୍ପେଟ ଥାନା ଇନ୍ସପେକ୍ଟରଙ୍କୁ ଲତା ଚିଠି ଲେଖି ସୁରକ୍ଷା ବ୍ୟବସ୍ଥା ସହ ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ନିମନ୍ତେ ବନ୍ଦୋବସ୍ତ କରିବାକୁ ଅନୁରୋଧ କରିଛନ୍ତି। ଚିଠିରେ ସେ ଅନୁରୋଧ କରିଛନ୍ତି, “ବିବାହ ଉତ୍ସବରେ ବହୁ ଭିଭିଆଇପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ଯାତାୟାତରେ ସମସ୍ୟା ଦେଖାଦେବ। ଏହାର ସୁପରିଚାଳନା ବ୍ୟବସ୍ଥା କରାଯାଉ।”

ବିବାହ ଉତ୍ସବ ବେଳେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଯେପରି ସମସ୍ୟା ହେବନାହିଁ ତାହା ଉପରେ ଦୃଷ୍ଟି ରଖାଯିବା ସହ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୁଲିସ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story