ରୁଷିଆ ଗଲେ ରାଜନାଥ ସିଂହ

ନୂଆଦିଲ୍ଲୀ: ତିନି ଦିନିଆ ରୁଷିଆ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କରୋନା ଭାଇରସ ଲକଡାଉନ୍ ପରେ ପ୍ରଥମ ମନ୍ତ୍ରୀ ଯିଏକି ବିଦେଶ ଗସ୍ତରେ ଯାଇଛନ୍ତି। ଚୀନ୍ ସହିତ ସୀମା ବିବାଦ ଚାଲିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି। Leaving for Moscow on a three day visit. The visit to Russia will give me an opportunity to hold talks on […]

RAJNATH SINGH

RAJNATH SINGH

Subhransu Sekhar
  • Published: Monday, 22 June 2020
  • Updated: 22 June 2020, 02:56 PM IST

ନୂଆଦିଲ୍ଲୀ: ତିନି ଦିନିଆ ରୁଷିଆ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କରୋନା ଭାଇରସ ଲକଡାଉନ୍ ପରେ ପ୍ରଥମ ମନ୍ତ୍ରୀ ଯିଏକି ବିଦେଶ ଗସ୍ତରେ ଯାଇଛନ୍ତି। ଚୀନ୍ ସହିତ ସୀମା ବିବାଦ ଚାଲିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚନା ହେଉଛି।

https://twitter.com/rajnathsingh/status/1274910695721558016

ସଂଧ୍ୟା ପ୍ରାୟ ୬-୭ ସମୟରେ ମସ୍କୋରେ ରାଜନାଥ  ସିଂହ ଅବତରଣ କରିବେ। ମଙ୍ଗଳବାର (ଜୁନ୍ ୨୩) ରାଜନାଥଙ୍କ ତିନି ଦିନିଆ ଗସ୍ତର ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କୁ ଏହି ଦିନ ଭେଟିବେ। ଏହି ସମୟରେ ଦୁଇ ଦେଶ ପ୍ରତିରକ୍ଷା ଚୁକ୍ତି ଉପରେ ମଧ୍ୟ ଆଲୋଚନା କରିବେ।

ସେହିପରି ବୁଧବାର (ଜୁନ୍ ୨୪)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସୋଭିଏତ୍ ୟୁନିଅନର ବିଜୟର ୭୫ ତମ ବିଜୟ ପରେଡରେ ଅଂଶଗ୍ରହଣ କରିବେ। ରୁଷିଆ ଏବଂ ରୁଷିଆର ସହଯୋଗୀ ଦେଶ ଗୁଡିକର ସର୍ବୋଚ୍ଚ ବଳିଦାନ ଅବସରରେ ଏହି ପରେଡ୍ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ଏହାପର ଦିନ (ଜନ୍ ୨୫)ରେ ପ୍ରତିରକ୍ଷା ମନ୍ତ୍ରୀ ସ୍ୱଦେଶ ଫେରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story