“୫ ବର୍ଷରେ ୩ଟି ଷ୍ଟ୍ରାଇକ୍ କରିଛୁ, ତୃତୀୟ ଷ୍ଟ୍ରାଇକ୍‌ ବିଷୟରେ କିଛି କହିବିନି”

ନୂଆଦିଲ୍ଲୀ: ଗତ ୫ ବର୍ଷରେ ଭାରତୀୟ ସେନା ସୀମା ପାର କରି ପଡ଼ୋଶୀ ଦେଶରେ ପଶି ୩ଥର ସଫଳତାର ସହିତ ଷ୍ଟ୍ରାଇକ୍‌ କରି ଫେରିଥିବା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। ସେ ଏଥିରୁ ୨ଟି ବାବଦରେ କହିବେ ଏବଂ ଅନ୍ୟଟି କହିବେ ନାହିଁ ବୋଲି ସ୍ପଷ୍ଟ କରିଦେଛନ୍ତି। #WATCH Union Home Minister Rajnath Singh at a public rally in Mangaluru: Pichle 5 varsho mein, teen baar apni seema […]

Rajnath

Rajnath

Subrat Kumar Nayak
  • Published: Saturday, 09 March 2019
  • Updated: 09 March 2019, 05:27 PM IST

Sports

Latest News

ନୂଆଦିଲ୍ଲୀ: ଗତ ୫ ବର୍ଷରେ ଭାରତୀୟ ସେନା ସୀମା ପାର କରି ପଡ଼ୋଶୀ ଦେଶରେ ପଶି ୩ଥର ସଫଳତାର ସହିତ ଷ୍ଟ୍ରାଇକ୍‌ କରି ଫେରିଥିବା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। ସେ ଏଥିରୁ ୨ଟି ବାବଦରେ କହିବେ ଏବଂ ଅନ୍ୟଟି କହିବେ ନାହିଁ ବୋଲି ସ୍ପଷ୍ଟ କରିଦେଛନ୍ତି।
https://twitter.com/ANI/status/1104317680528576513
କର୍ଣ୍ଣାଟକାରେ ଏକ ରାଲିକୁ ସମ୍ବୋଧନ କରି ରାଜନାଥ ୨୦୧୬ ମସିହାର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଷ୍ଟ୍ରାଇକ୍‌ ବାବଦରେ କହିଥିଲେ।

ସୂଚନାଯଗ୍ୟଯେ ଗତ ମାସ ୧୪ ତାରିଖରେ ପୁଲ୍‌ୱାମାଠାରେ ଜୈଶ-ଇ-ମହମ୍ମଦର ଆତ୍ମଘାତୀ ହମ୍‌ଲାରେ ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହେବାର କିଛି ଦିନ ପରେ ଭାରତୀୟ ବାୟୁସେନା ବାଲାକୋଟ୍‌ଠାରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାପୂର୍ବରୁ ୨୦୧୬ ମସିହାରେ ଉରି ଆତଙ୍କୀ ହମ୍‌ଲାର ବଦ୍‌ଲା ନେବାକୁ ଯାଇ ଭାରତୀୟ ଯବାନ ଏଲଓସି ଅତିକ୍ରମ କରି ସୀମା ସେପଟେ ଥିବା ଆତଙ୍କୀ ଳଞ୍ଚପ୍ୟାଡ୍‌ ଧ୍ୱଂସ କରିଥିଲେ।

ଆଜି ରାଜନାଥ ଏହି ପ୍ରସଙ୍ଗ ଉଠାଇବା ପରେ ଉପସ୍ଥିତ ଜନତା ବିଭିନ୍ନ ସ୍ଲୋଗାନ ଦେଇ ସାଧୁବାଦ ଜଣାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story