ରାଜଶାହୀ ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଗଳାକାଟି ହତ୍ୟା, ଆଇଏସ୍‌ର ହାତ ସନ୍ଦେହ

ଢାକା: ବଙ୍ଗଳାଦେଶର ରାଜଶାହୀ ସହରରେ ଆଜି ଜଣେ ଇଂରାଜୀ ପ୍ରଫେସରଙ୍କୁ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ରେଜାଉଲ କରିମ ସିଦ୍ଦୀକୀ (୫୮)। ସେ ରାଜାଶାହୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ। ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ କିଛି ଦୁର୍ବୃତ୍ତ ପ୍ରଫେସର ରେଜାଉଲ୍‌ଙ୍କୁ ତାଙ୍କ ବାସଭବନଠାରୁ ମାତ୍ର ୫୦ ମିଟର ଦୂରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ହତ୍ୟାର କାରଣ ଜଣାପଡ଼ି ନାହିଁ। ଏହି […]

professor

professor

Rakesh Mallick
  • Published: Saturday, 23 April 2016
  • Updated: 04 May 2017, 03:44 PM IST

Sports

Latest News

professorଢାକା: ବଙ୍ଗଳାଦେଶର ରାଜଶାହୀ ସହରରେ ଆଜି ଜଣେ ଇଂରାଜୀ ପ୍ରଫେସରଙ୍କୁ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ରେଜାଉଲ କରିମ ସିଦ୍ଦୀକୀ (୫୮)। ସେ ରାଜାଶାହୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ।

ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ସାତଟା ବେଳେ କିଛି ଦୁର୍ବୃତ୍ତ ପ୍ରଫେସର ରେଜାଉଲ୍‌ଙ୍କୁ ତାଙ୍କ ବାସଭବନଠାରୁ ମାତ୍ର ୫୦ ମିଟର ଦୂରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ।

ହତ୍ୟାର କାରଣ ଜଣାପଡ଼ି ନାହିଁ। ଏହି ହତ୍ୟାକାଣ୍ଡ ପଛରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ହାତ ଥିବା ସନ୍ଦେହ କରାଯାଉଛି।

ଦୁଇ ବର୍ଷ ତଳେ ରାଜଶାହୀ ବିଶ୍ୱବିଦ୍ୟାଳୟର ଅନ୍ୟ ଜଣେ ପ୍ରଫେସରଙ୍କୁ ମଧ୍ୟ ଏହିଭଳି ଢଙ୍ଗରେ ହତ୍ୟା କରାଯାଇଥିଲା। ତାଙ୍କୁ ଦେଶର କଠୋରପନ୍ଥୀମାନେ ହତ୍ୟା କରିଛନ୍ତି ବୋଲି ପ୍ରଥମେ କୁହାଯାଇଥିଲା। କିନ୍ତୁ ପରେ ପୋଲିସ୍ ସ୍ପଷ୍ଟ କରିଥିଲା ଯେ ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରାଯାଇଥିଲା। କିଛି ବର୍ଷ ପୂର୍ବେ ରାଜଶାହୀ ବିଶ୍ୱବିଦ୍ୟାଳୟର ଆଉ ଦୁଇ ଜଣ ପ୍ରଫେସରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ଗତ ଛଅ ମାସରେ ବାଂଲାଦେଶରେ ବିଶେଷ ଭାବେ ସଂଖ୍ୟାଲଘୁ, ଧର୍ମନିରପେକ୍ଷ ବ୍ଲଗର୍ ଓ ବିଦେଶୀ ନାଗରିକମାନଙ୍କ ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଉଛି। ଗତ ବର୍ଷ ଚାରି ଜଣ ଧର୍ମନିରପେକ୍ଷ ବ୍ଲଗରଙ୍କୁ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story