ଜେଡିଏସ୍-କଂଗ୍ରେସ ମେଣ୍ଟକୁ ଝଟ୍‌କା: ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣ

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି । କିଛି ସମୟ ପୂର୍ବରୁ ବିଜେପି ବିଧାୟକ ସୁରେଶ କୁମାର ଟୁଇଟ୍ କରି ଏହି ସୂଚନା ଦେଇଥିଲେଯେ ଆସନ୍ତା କାଲି ସକାଳ ୯ଟାରେ ୟେଦ୍ୟୁରପ୍ପା ଶପଥ ନେବେ। ଯଦିଓ କିଛି ସମୟ ପରେ ଏହି ଟ୍ୱିଟ୍‌ ଡିଲିଟ୍‌ କରି ଦିଆଯାଇଥିଲା। ତେବେ […]

yeddyurappa

yeddyurappa

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 10:24 PM IST

Sports

Latest News

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି ।

କିଛି ସମୟ ପୂର୍ବରୁ ବିଜେପି ବିଧାୟକ ସୁରେଶ କୁମାର ଟୁଇଟ୍ କରି ଏହି ସୂଚନା ଦେଇଥିଲେଯେ ଆସନ୍ତା କାଲି ସକାଳ ୯ଟାରେ ୟେଦ୍ୟୁରପ୍ପା ଶପଥ ନେବେ। ଯଦିଓ କିଛି ସମୟ ପରେ ଏହି ଟ୍ୱିଟ୍‌ ଡିଲିଟ୍‌ କରି ଦିଆଯାଇଥିଲା। ତେବେ ଏହାପରେ ରାଜ୍ୟପାଳ ୟେଦ୍ୟୁରପ୍ପାଙ୍କୁ ଆମନ୍ତ୍ରଣ କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଏପରି ସ୍ଥିତିରେ କଂଗ୍ରେସ ଓ ଜେଡିଏସ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାଉପରେ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story