ଧ୍ୟାନ୍‌ ଚାନ୍ଦଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ରାଜ୍ୟସଭାରେ ଦାବି

ନୂଆଦିଲ୍ଲୀ: ପ୍ରଖ୍ୟାତ୍ ହକି ଖେଳାଳି ସ୍ୱର୍ଗତ ଧ୍ୟାନ୍‌ ଚାନ୍ଦଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଦଳମତ ନିର୍ବିଶେଷରେ ଆଜି ସମସ୍ତ ରାଜ୍ୟସଭା ସଦସ୍ୟ ଦାବି କରିଛନ୍ତି। ଆଜି ଶୂନ୍ୟକାଳରେ ଗୃହରେ ଏ ପ୍ରସଙ୍ଗ ଉଠାଇଥିଲେ ସମାଜବାଦୀ ପାର୍ଟି ସାଂସଦ ଚନ୍ଦ୍ରପାଲ୍ ସିଂ ଯାଦବ। ସେ କହିଥିଲେ,“ଅନେକ ଦେଶ ଧ୍ୟାନ୍‌ ଚାନ୍ଦଙ୍କ ଖେଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ଆଡଲଫ୍ ହିଟ୍‌ଲର୍‌ଙ୍କ ଭଳି ବ୍ୟକ୍ତି ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ସେ ଅନେକ ପୁରସ୍କାର ପାଇଛନ୍ତି। ବ୍ରିଟିଶ ସରକାର ମଧ୍ୟ […]

dhyanchand

dhyanchand

Rakesh Mallick
  • Published: Thursday, 05 May 2016
  • Updated: 05 May 2016, 09:51 AM IST

Sports

Latest News

dhyanchandନୂଆଦିଲ୍ଲୀ: ପ୍ରଖ୍ୟାତ୍ ହକି ଖେଳାଳି ସ୍ୱର୍ଗତ ଧ୍ୟାନ୍‌ ଚାନ୍ଦଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଦଳମତ ନିର୍ବିଶେଷରେ ଆଜି ସମସ୍ତ ରାଜ୍ୟସଭା ସଦସ୍ୟ ଦାବି କରିଛନ୍ତି।

ଆଜି ଶୂନ୍ୟକାଳରେ ଗୃହରେ ଏ ପ୍ରସଙ୍ଗ ଉଠାଇଥିଲେ ସମାଜବାଦୀ ପାର୍ଟି ସାଂସଦ ଚନ୍ଦ୍ରପାଲ୍ ସିଂ ଯାଦବ। ସେ କହିଥିଲେ,“ଅନେକ ଦେଶ ଧ୍ୟାନ୍‌ ଚାନ୍ଦଙ୍କ ଖେଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ଆଡଲଫ୍ ହିଟ୍‌ଲର୍‌ଙ୍କ ଭଳି ବ୍ୟକ୍ତି ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ସେ ଅନେକ ପୁରସ୍କାର ପାଇଛନ୍ତି। ବ୍ରିଟିଶ ସରକାର ମଧ୍ୟ ତାଙ୍କୁ ପୁରସ୍କୃତ କରିଛନ୍ତି। ସେ ଭାରତକୁ ବିଶ୍ୱର ହକି ପାୱାର ହାଉସ୍ ଭାବେ ଗଢ଼ି ତୋଳି ଥିଲେ। ତଥାପି ଆମେ ତାଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ପ୍ରଦାନ କରିପାରିନାହାନ୍ତି।”

ସେ କହିଥିଲେ,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଧ୍ୟାନ ଚାନ୍ଦଙ୍କୁ ଭାରତରତ୍ନ ପ୍ରଦାନ କରିବା ପାଇଁ ଦାବି କରିଥିଲେ।”

ଚନ୍ଦ୍ରପାଲ ସିଂ ଯାଦବଙ୍କ ଦାବିକୁ ରାଜ୍ୟସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ। ଏପରିକି ଗୃହର ଉପାଧ୍ୟକ୍ଷ ପି.ଜେ କୁରିଏନ୍‌ ମଧ୍ୟ ଏହାକୁ ସମର୍ଥନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story