ମୋଦିଙ୍କୁ ଭେଟିଲେ ରାମ ମନ୍ଦିର ଟ୍ରଷ୍ଟ ସଦସ୍ୟ, ଅଯୋଧ୍ୟାକୁ କଲେ ନିମନ୍ତ୍ରଣ

ନୂଆଦିଲ୍ଲୀ: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଅବସରରେ ଟ୍ରଷ୍ଟର ସଦସ୍ୟମାନେ ମୋଦିଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି। ମହନ୍ତ ନୃତ୍ୟ ଗୋପାଲ ଦାସ ମହାରାଜ କହିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କଲୁ। ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି ସେ ଏହି ପ୍ରସ୍ତାବ ଉପରେ ବିଚାର କରିବେ। ସେ […]

Modi

Modi

Subrat Kumar Nayak
  • Published: Thursday, 20 February 2020
  • Updated: 20 February 2020, 10:45 PM IST

Sports

Latest News

ନୂଆଦିଲ୍ଲୀ: ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଅବସରରେ ଟ୍ରଷ୍ଟର ସଦସ୍ୟମାନେ ମୋଦିଙ୍କୁ ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ମହନ୍ତ ନୃତ୍ୟ ଗୋପାଲ ଦାସ ମହାରାଜ କହିଛନ୍ତି, “ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଅଯୋଧ୍ୟା ଆସିବାକୁ ନିମନ୍ତ୍ରଣ କଲୁ। ପ୍ରଧାନମନ୍ତ୍ରୀ ଆମକୁ କହିଛନ୍ତି ସେ ଏହି ପ୍ରସ୍ତାବ ଉପରେ ବିଚାର କରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଖୁବ୍‌ ଶୀଘ୍ର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠିତ ହେବ।” ଟ୍ରଷ୍ଟର ସଦସ୍ୟମାନେ ମୋଦିଙ୍କ ସହ ପ୍ରରୟ ୧ ଘଣ୍ଟାର ବୈଠକ କରିଥିବା ଜଣାପଡ଼ିଛି।

ମହନ୍ତ ମହାରାଜ ଆହୁରି ମଧ୍ୟ କହିଛନ୍ତି, ଆମେ ଅନୁରୋଧ କରିଛୁ ରାମ ମନ୍ଦିର ନିର୍ମାଣ ପାଇଁ ବହୁତ ସମୟ ଅପେକ୍ଷା ହୋଇଯାଇଛି। ତେଣୁ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇଯାଉ।

ଏହି ଟ୍ରଷ୍ଟର ସଦସ୍ୟ ତଥା ବିଶ୍ୱ ହିନ୍ଦୁ ପରିଷଦ ନେତା ଚମ୍ପତ ରାୟ ମଧ୍ୟ ଏହି ପ୍ରତିନିଧି ମଣ୍ଡଳୀରେ ଥିଲେ। ସେ କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ବୈଠକ ଥିଲା। ଆମେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇଁ ଆସିଥିଲୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story