ୟେସ୍ ବ୍ୟାଙ୍କ: ଇଡି ସ୍କାନରରେ ରାଣା କୁପରଙ୍କ ତିନି ଝିଅ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଦେବାଳିଆ ହେବା ପରେ ପ୍ରତିଷ୍ଠାତା ରାଣା କପୁରଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଗିରଫ କରିଛି। ଏବେ ରାଣା କପୁରଙ୍କ ତିନି ଝିଅଙ୍କ ବିରୋଧରେ ମଧ୍ୟ ଇଡି ମାମଲା ରୁଜୁ କରିପାରେ। ରାଣା କପୁରଙ୍କ ତିନି ଝିଅ ହେଲେ ରାକ୍ଷୀ କପୁର ଟଣ୍ଡନ, ରୋଶନୀ କପୁର ଏବଂ ରାଧା କପୁର। ଏବେ ଏହି ତିନି ଜଣଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ରହିଛି। ଇଡି ଅଧିକାରୀ କହିଛନ୍ତି, ଦିଓ୍ୱାନ ହାଉସିଂ […]

yes-bank-rana-kapoor

yes-bank-rana-kapoor

Subhransu Sekhar
  • Published: Sunday, 08 March 2020
  • Updated: 08 March 2020, 05:25 PM IST

Sports

Latest News

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ଦେବାଳିଆ ହେବା ପରେ ପ୍ରତିଷ୍ଠାତା ରାଣା କପୁରଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଗିରଫ କରିଛି। ଏବେ ରାଣା କପୁରଙ୍କ ତିନି ଝିଅଙ୍କ ବିରୋଧରେ ମଧ୍ୟ ଇଡି ମାମଲା ରୁଜୁ କରିପାରେ। ରାଣା କପୁରଙ୍କ ତିନି ଝିଅ ହେଲେ ରାକ୍ଷୀ କପୁର ଟଣ୍ଡନ, ରୋଶନୀ କପୁର ଏବଂ ରାଧା କପୁର। ଏବେ ଏହି ତିନି ଜଣଙ୍କୁ ଇଡି ପଚରାଉଚରା କରୁଥିବା ସୂଚନା ରହିଛି।

ଇଡି ଅଧିକାରୀ କହିଛନ୍ତି, ଦିଓ୍ୱାନ ହାଉସିଂ ଫାଇନାନ୍ସ କର୍ପୋରେସନ୍ (ଡିଏଚ୍ଏଫ୍ଏଲ୍) ମାମଲାରେ ଏପ୍ରିଲରୁ ଜୁଲାଇ ୨୦୧୮ ମଧ୍ୟରେ ୬୦୦ କୋଟି ଟଙ୍କା ଋଣ ବିଷୟରେ ରାଣାଙ୍କ ତିନି ଝଅଙ୍କୁ ପଚରା ଉଚରା ହେଉଛି। କାରଣ ଡିଏଚଏଫଏଲ ୟେସ୍ ବ୍ୟାଙ୍କରୁ ଋଣ ନେଇ କପୁରଙ୍କ ପରିବାର ମାଲିକାନାରେ ଥିବା ଡୋଇଟ୍ ଅର୍ବାନ୍ ଭେଞ୍ଚର୍ସକୁ ଏହି ସମୟରେ ମୋଟ ଅଙ୍କର ପଇସା ଦେଇଥିଲା। ଏହି ଟଙ୍କାର ପରିମାଣ ୬୦୦ କୋଟି ବୋଲି ଇଡି ବିଭିନ୍ନ ସ୍ଥାନରେ ରେଡ୍ କରିବା ବେଳେ ଆକଳନ କରିଛି।

ରାଣା କପୁରଙ୍କ ଝିଅ ରାଧା ଏବଂ ରୋଶନୀ ଏହି କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି। ଯେତେବେଳେ ଡିଏଚଏଫଏଲ ୟେସ୍ ବ୍ୟାଙ୍କକୁ ଋଣ ପରିଶୋଧ କରିବାରେ ବିଫଳ ହେଲା, ସେତେବେଳେ ଡୋଇଟ୍ ଅର୍ବାନ ଭେଞ୍ଚର୍ସକୁ ୬୦୦ କୋଟି ଟଙ୍କା କିପରି ଦେଲା ତାହା ଏବେ ତଦନ୍ତ ପରିସରଭୁକ୍ତ। ଏହା ବ୍ୟତୀତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୫୦୦୦ କୋଟି ଟଙ୍କା ମୂଲ୍ୟର ଅନ୍ୟ କାରବାରର ମଧ୍ୟ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story