କଂଗ୍ରେସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବୀର ସଭରକରଙ୍କ ନାତି

ମୁମ୍ବାଇ: ବିନାୟକ ଦାମୋଦର ସଭରକର ବା ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର କଂଗ୍ରେସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବୀର ସଭରକରଙ୍କର କୁଆଡ଼େ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ସହ ସମଲିଙ୍ଗୀ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରି ପ୍ରସ୍ତୁତ ବୁକ୍‌ଲେଟ୍‌କୁ ବ୍ୟାନ କରିବାକୁ ସେ ଦାବି କରିଛନ୍ତି। ଭୋପାଲଠାରେ କଂଗ୍ରେସ ସେବା ଦଳର ଏକ ତାଲିମ ଅବସରରେ କର୍ମୀମାନଙ୍କୁ ଏହି ବୁକ୍‌ଲେଟ୍‌ ବଣ୍ଟନ କରାଯାଇଥିଲା। ସ୍ୱତନ୍ତ୍ରବୀର ସଭରକର ରାଷ୍ଟ୍ରୀୟ ସ୍ମାରକର ଅଧ୍ୟକ୍ଷ ଭାବେ […]

Veer-Savarakar

Veer-Savarakar

Subrat Kumar Nayak
  • Published: Friday, 03 January 2020
  • Updated: 03 January 2020, 06:12 PM IST

Sports

Latest News

ମୁମ୍ବାଇ: ବିନାୟକ ଦାମୋଦର ସଭରକର ବା ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର କଂଗ୍ରେସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବୀର ସଭରକରଙ୍କର କୁଆଡ଼େ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କ ସହ ସମଲିଙ୍ଗୀ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରି ପ୍ରସ୍ତୁତ ବୁକ୍‌ଲେଟ୍‌କୁ ବ୍ୟାନ କରିବାକୁ ସେ ଦାବି କରିଛନ୍ତି।

ଭୋପାଲଠାରେ କଂଗ୍ରେସ ସେବା ଦଳର ଏକ ତାଲିମ ଅବସରରେ କର୍ମୀମାନଙ୍କୁ ଏହି ବୁକ୍‌ଲେଟ୍‌ ବଣ୍ଟନ କରାଯାଇଥିଲା। ସ୍ୱତନ୍ତ୍ରବୀର ସଭରକର ରାଷ୍ଟ୍ରୀୟ ସ୍ମାରକର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ରଞ୍ଜିତ କହିଛନ୍ତି, ତୁରନ୍ତ ମଧ୍ୟପ୍ରଦେଶରେ ବଣ୍ଟାଯାଇଥିବା ଏହି ବହି ବ୍ୟାନ୍‌ କରାଯାଉ। ଏତଦ୍‌ବ୍ୟତୀତ ଆଇପିସିର ଧାରା ୧୨୦, ୫୦୦, ୫୦୩, ୫୦୪, ୫୦୫ ଏବଂ ୫୦୬ ଅଧୀନରେ ମାମଲା ରୁଜୁ କରିବାକୁ ସେ କହିଛନ୍ତି।

ରଞ୍ଜିତ କହିଛନ୍ତି, ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଭେଟିବେ। ଉଦ୍ଧବ ଏହି ପ୍ରସଙ୍ଗରେ ଦୃଷ୍ଟି ନିକ୍ଷେପ କରିବାକୁ ରଞ୍ଜିତ ଅନୁରୋଧ କରିବେ ବୋଲି କହିଛନ୍ତି। ଏହି ମାମଲାର ତଦନ୍ତ କରିବା ସହ ଅପରାଧିକ ମାମଲା ରୁଜୁ କରିବାକୁ ସେ କହିଛନ୍ତି। ରଞ୍ଜିତ କହିଛନ୍ତି, “ଏହା ସଭରକରଙ୍କ ବିରୋଧରେ କରାଯାଇଥିବା ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ। କଂଗ୍ରେସ ସଭରକରଙ୍କୁ ଅପମାନିତ କରିବା ପାଇଁ ବହୁତ ପ୍ରୟାସ କରିଛି। ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି। ଏଭଳି ଘଟଣା ପ୍ରଥମ ଥର ଘଟୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story