ବାଘୁଣୀକୁ ମାରି ଖାଇ ଦେଲା ବାଘ

ଭୋପାଲ: ମଧ୍ୟ ପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ଏକ ବିରଳ ଘଟଣା ଘଟିଛି। ଏଠାରେ ଗୋଟିଏ ବାଘ ଗୋଟିଏ ପ୍ରାପ୍ତ ବୟସ୍କ ବାଘୁଣୀକୁ ମାରି ଖାଇ ଦେଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ବାଘ ସ୍ୱଜାତିର ମାଂସ ଭକ୍ଷଣ କରିବାରେ ଏହା ହେଉଛି ସଦ୍ୟତମ ଘଟଣା। ମୃତ ବାଘୁଣୀର ଖପୁରି ଓ ପାଦ ଶନିବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ଅଧିକ ଯାଞ୍ଚ ପାଇଁ ତା’ର ଭିସେରା ଟେଷ୍ଟ ପାଇଁ ପଠାଯାଇଛି ବୋଲି କାହ୍ନା ଜାତୀୟ ଉଦ୍ୟାନର କ୍ଷେତ୍ର ନିର୍ଦ୍ଦେଶକ କେ. […]

tigress

tigress

Jitendra Garnayak
  • Published: Monday, 21 January 2019
  • Updated: 21 January 2019, 10:34 AM IST

Sports

Latest News

ଭୋପାଲ: ମଧ୍ୟ ପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନରେ ଏକ ବିରଳ ଘଟଣା ଘଟିଛି। ଏଠାରେ ଗୋଟିଏ ବାଘ ଗୋଟିଏ ପ୍ରାପ୍ତ ବୟସ୍କ ବାଘୁଣୀକୁ ମାରି ଖାଇ ଦେଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ ବାଘ ସ୍ୱଜାତିର ମାଂସ ଭକ୍ଷଣ କରିବାରେ ଏହା ହେଉଛି ସଦ୍ୟତମ ଘଟଣା।

ମୃତ ବାଘୁଣୀର ଖପୁରି ଓ ପାଦ ଶନିବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ଅଧିକ ଯାଞ୍ଚ ପାଇଁ ତା’ର ଭିସେରା ଟେଷ୍ଟ ପାଇଁ ପଠାଯାଇଛି ବୋଲି କାହ୍ନା ଜାତୀୟ ଉଦ୍ୟାନର କ୍ଷେତ୍ର ନିର୍ଦ୍ଦେଶକ କେ. କୃଷ୍ଣମୂର୍ତ୍ତି କହିଛନ୍ତି।

ସେ କହିଛନ୍ତି, ବାଘଙ୍କ ମଧ୍ୟରେ ସୀମା ବିବାଦରୁ ଏ ଘଟଣା ଘଟିଛି। ଏହା ଛଡ଼ା ଅନ୍ୟ କିଛି କାରଣ ହୋଇନପାରେ। ତେବେ ଏହା ଏକ ବିରଳ ଘଟଣା। ବାଘୁଣୀ ଶରୀରର ଏତେ ଅଂଶ ବାଘ ଖାଇବା ସଂପୂର୍ଣ୍ଣ ଭାବେ ଏକ ବିରଳ ଘଟଣା। ବାଘୁଣୀର ମୃତଦେହର ଅବଶିଷ୍ଟାଂଶକୁ ପାଟ୍ରୋଲିଂ ଟିମ୍ ଠାବ କରିଥିଲା।

କେ. କୃଷ୍ଣମୂର୍ତ୍ତି କହିଛନ୍ତି, ପଶୁଙ୍କ ମଧ୍ୟରେ ସ୍ୱଜାତି ସାଂସ ଭକ୍ଷଣର ଏକାଧିକ ନଜିର ରହିଛି। ତେବେ ବାଘଙ୍କ କ୍ଷେତ୍ରରେ ଏହା ବିରଳ।

ଏଠାରେ ବାଘଟି ଭୋକିଲା ଥିବା ଯୋଗୁ ବାଘୁଣୀକୁ ମାରି ଖାଇ ନାହିଁ। ରାଗରେ ସେ ମାରି ଖାଇଥିବା କୁହାଯାଉଛି।

ବିଶେଷଜ୍ଞମାନଙ୍କ ମତରେ ଅତି ଉତ୍ତମ ବାଘ ସଂରକ୍ଷଣ ସ୍ଥାନଗୁଡ଼ିକରେ ବାଘଙ୍କ ସଂଖ୍ୟା କ୍ଷମତାଠାରୁ ଯଥେଷ୍ଟ ଅଧିକ ହୋଇଗଲାଣି। ଫଳରେ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ସଂଘର୍ଷ ଘଟିବାର ସମ୍ଭାବନା ଅଧିକ ରହିଛି।

୧୯୯୫ରେ ମଧ୍ୟ ପ୍ରଦେଶକୁ ‘ଟାଇଗର ଷ୍ଟେଟ୍‌’ (ବାଘ ରାଜ୍ୟ) ଭାବେ ଘୋଷଣା କରାଯାଇଥିଲା। କାରଣ ସେତେବେଳେ ଭାରତରେ ଯେତେ ବାଘ ଥିଲେ, ତା’ର ୨୦% ମଧ୍ୟପ୍ରଦେଶରେ ଥିଲେ। ସେହିପରି ସାରା ପୃଥିବୀରେ ଯେତେ ବାଘ ଥିଲେ, ତାର ୧୦% ଏହି ରାଜ୍ୟରେ ଥିଲେ। ତେବେ ଏବେ ସ୍ଥିତି ବଦଳିଛି। ଏଠାରେ ବାଘ ମୃତ୍ୟୁ ସଂଖ୍ୟା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story