ରିୟଲ ଇଷ୍ଟେଟ୍ ବ୍ୟବସାୟରେ କ୍ଷତି ଯୋଗୁ ଜୀବନ ହାରିଥିଲେ କର୍ଣ୍ଣାଟକର ଆଇଏଏସ ଅଫିସର୍ ଡିକେ ରବି : ସିବିଆଇ

ବେଙ୍ଗଲରୁ: କର୍ଣ୍ଣାଟକର ଆଇଏଏସ ଅଧିକାରୀ ଡିକେ ରବି ମୃତ୍ୟୁ ଘଟଣାରେ ସିବିଆଇ ତା’ର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି। ଆଉ ଏଥିରେ ସିବିଆଇ ଦର୍ଶାଇଛି ଯେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ବିପୁଳ ଅର୍ଥ ବରବାଦ ହେବା ଯୋଗୁ ଡିକେ ରବି ଆତ୍ମହତ୍ୟା କରିଥିଲେ। ସେହିଭଳି ତାଙ୍କୁ ହତ୍ୟା କରାଯାଇଥିବା ଅବା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଥିବା ନେଇ ହୋଇଥିବା ଅଭିଯୋଗକୁ ସିବିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ସିବିଆଇର ମୁଖପାତ୍ର କାଂଚନ ପ୍ରସାଦ କହିଛନ୍ତି ଯେ […]

DKRavi

DKRavi

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 12:36 PM IST

Sports

Latest News

ବେଙ୍ଗଲରୁ: କର୍ଣ୍ଣାଟକର ଆଇଏଏସ ଅଧିକାରୀ ଡିକେ ରବି ମୃତ୍ୟୁ ଘଟଣାରେ ସିବିଆଇ ତା’ର ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛି। ଆଉ ଏଥିରେ ସିବିଆଇ ଦର୍ଶାଇଛି ଯେ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ବିପୁଳ ଅର୍ଥ ବରବାଦ ହେବା ଯୋଗୁ ଡିକେ ରବି ଆତ୍ମହତ୍ୟା କରିଥିଲେ। ସେହିଭଳି ତାଙ୍କୁ ହତ୍ୟା କରାଯାଇଥିବା ଅବା ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଥିବା ନେଇ ହୋଇଥିବା ଅଭିଯୋଗକୁ ସିବିଆଇ ପକ୍ଷରୁ ଖଣ୍ଡନ କରାଯାଇଛି।

ସିବିଆଇର ମୁଖପାତ୍ର କାଂଚନ ପ୍ରସାଦ କହିଛନ୍ତି ଯେ ଡିକେ ରବି ଓ ତାଙ୍କର କେତେ ଜଣ ଆଇଏଏସ୍ ବ୍ୟାଚ୍ ମେଟ୍ ରିୟଲ ଇଷ୍ଟେଟ୍ ବ୍ୟବସାୟରେ ବିପୁଳ ପରିମାଣରେ ପୁଞ୍ଜି ନିବେଶ କରିଥିଲେ। କିନ୍ତୁ ସେଥିରେ ସେମାନଙ୍କୁ ଜବରଦସ୍ତ ଘାଟା ସହିବାକୁ ପଡ଼ିଥିଲା। ଏହା ଡିକେ ରବିଙ୍କୁ ଖୁବ୍ ବାଧି ଥିଲା। ତେଣୁ ସେ ମାନସିକ ସନ୍ତୁଳନ ହରାଇ ଆତ୍ମହତ୍ୟା କରିଥିଲେ।

ଅନ୍ୟପକ୍ଷରେ ମୃତ୍ୟୁ ପୂର୍ବରୁ ଡିକେ ରବି ଗୋଟିଏ ଦିନରେ ଜଣେ ମହିଳା ଆଇଏଏସ ଅଫିସରଙ୍କୁ ୪୪ ଥର ଫୋନ‌ କରିଥିବା ସଂପର୍କରେ ତଦନ୍ତ ଚାଲିଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଏ ନେଇ ସିବିଆଇର ତଦନ୍ତ ଅଧିକାରୀମାନେ କୌଣସି ନିଷ୍ପତ୍ତିରେ ପହଞ୍ଚି ନାହାନ୍ତି। ଏ ଦିଗରେ ତଦନ୍ତ ଜାରି ରହିଛି ବୋଲି ସିବିଆଇ ମୁଖପାତ୍ର କାଂଚନ ପ୍ରସାଦ କହିଛନ୍ତି। ଅନ୍ୟପକ୍ଷରେ ଏହା ଏକ ମିଥ୍ୟା ପ୍ରଚାର ଥିଲା ବୋଲି ସିବିଆଇ ଅନୁଭବ କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। କର୍ଣ୍ଣାଟକ ସରକାରଙ୍କର କିଛି ପ୍ରଶାସନିକ ଅଧିକାରୀ ଏଭଳି ଅପପ୍ରଚାର କରିଥିଲେ ବୋଲି କୁହାଯାଉଛି। ଏପିରିକି ଏ ନେଇ ସିବିଆଇ କେତେ ଜଣ ଆଇଏଏସ ଅଧିକାରୀଙ୍କୁ ପଚରାଉଚରା କରିଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story