ପ୍ଲେ ଷ୍ଟୋରରୁ ହଟିଲା ଚୀନ୍ ବିରୋଧରେ ତିଆରି ହୋଇଥିବା ଆପ୍ସ

ନୂଆଦିଲ୍ଲୀ: କରୋନା ମହାମାରୀ ଆସିବାପରେ ଏବେ ବିଶ୍ୱରେ ଚୀନକୁ ବୟକଟ କରିବା ପାଇଁ ଆହ୍ୱାନ ହେଉଛି। ଚୀନର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଆପ୍ସ ଉପରେ ବିଶ୍ୱରେ ଦବଦବା ରହିଛି। ଆପ୍ସ ହଟିଲେ ଚୀନର ବ୍ୟବସାୟିକ କ୍ଷତି ହେବ ବୋଲି ଚୀନ୍ ଆପ୍ସକୁ ହଟାଇବା ପାଇଁ ଆହ୍ୱାନ ହୋଇଛି। ଏହାକୁ ନଜରରେ ରଖି ‘ରିମୋଭ୍ ଚାଇନ୍ ଆପ୍ସ’ ଗୁଗୁଲ ପ୍ଲେ ଷ୍ଟୋରରେ ଦେଖିବାକୁ ମିଳିଥିଲା। ଏହି ଆପ୍ସକୁ ଏବେ ହଟାଇ ଦେଇଛି ଗୁରୁଲ୍। ଅଳ୍ପ ଦିନରେ ଏହି ଆପ୍ସକୁ […]

remove-china-apps

remove-china-apps

Subhransu Sekhar
  • Published: Wednesday, 03 June 2020
  • Updated: 03 June 2020, 11:28 AM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ଆସିବାପରେ ଏବେ ବିଶ୍ୱରେ ଚୀନକୁ ବୟକଟ କରିବା ପାଇଁ ଆହ୍ୱାନ ହେଉଛି। ଚୀନର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଆପ୍ସ ଉପରେ ବିଶ୍ୱରେ ଦବଦବା ରହିଛି। ଆପ୍ସ ହଟିଲେ ଚୀନର ବ୍ୟବସାୟିକ କ୍ଷତି ହେବ ବୋଲି ଚୀନ୍ ଆପ୍ସକୁ ହଟାଇବା ପାଇଁ ଆହ୍ୱାନ ହୋଇଛି। ଏହାକୁ ନଜରରେ ରଖି ‘ରିମୋଭ୍ ଚାଇନ୍ ଆପ୍ସ’ ଗୁଗୁଲ ପ୍ଲେ ଷ୍ଟୋରରେ ଦେଖିବାକୁ ମିଳିଥିଲା। ଏହି ଆପ୍ସକୁ ଏବେ ହଟାଇ ଦେଇଛି ଗୁରୁଲ୍। ଅଳ୍ପ ଦିନରେ ଏହି ଆପ୍ସକୁ ୫୦ ଲକ୍ଷରୁ ଅଧିକ ଲୋକ ଡାଉନ ଲୋଡ୍ କରିଥିଲେ। ସେହିପରି ପ୍ରଥମେ ଭାରତୀୟ କୁହାଯାଉଥିବା 'ମିତ୍ରୋଁ' ଆପ୍ସର ପାକିସ୍ତାନୀ ଲିଙ୍କ୍ ପ୍ରମାଣ ମିଳିବା ପରେ ଏହି ଆପ୍ସକୁ ମଧ୍ୟ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି।

ରିମୋଭ ଚାଇନା ଆପ୍ସ ଜରିଆରେ ଜଣେ ଡାଉନଲୋଡ କଲେ ମୋବାଇଲରେ ଡାଉନଲୋଡ୍ ହୋଇଥିବା ଚାଇନା ଆପ୍ସ ଦେଖାଦେଇଦେବ। ପରେ ରିମୋଭା ବା ଡିଲିଟ୍ ଅପସନ ଦେଖାଇବ। ଜଣେ ଚାହିଁଲେ ଗୋଟିଏ କ୍ଲିକରେ ଚାଇନା ଆପ୍ସକୁ ହଟାଇ ପାରିବ। ହେଲେ ଏହା ଚୀନ୍ ବିରୋଧୀ ଭାବନାକୁ ଅଧିକ ତୀବ୍ର କରିବ ହୃଦବୋଧ କରି ଗୁଗୁଲ୍ ପ୍ଲେ ଷ୍ଟୋରରୁ ଏହି ଆପ୍ସକୁ ହଟାଇ ଦେଇଛି। ତେବେ ଯେଉଁମାନେ ପୂର୍ବରୁ ଡାଉନ୍ ଲୋଡ୍ କରିଛନ୍ତି ସେମାନେ ବ୍ୟବହାର କରିପାରିବେ। ହେଲେ ନୂଆ ଡାଉନଲୋଡ୍ କରିପାରିବେ ନାହିଁ।

ମିତ୍ରୋଁ ଆପ୍ସ ଟିକଟକ ଭଳି ଏକ ଆପ୍ସ। ଭାରତର ଜଣେ ଇଞ୍ଜିନିୟର ଏହି ଆପ୍ସ ତିଆରି କରିଥିବା ପ୍ରଥମେ ଜଣାପଡ଼ିଥିଲା। ପରେ ଏହି ଆପ୍ସ ପଛରେ ପାକିସ୍ତାନର ଲିଙ୍କ୍ ରହିଛି ବୋଲି ଜଣାପଡ଼ିଥିଲା। ପରେ ଗୁଗୁଲ୍ ପ୍ଲେ ଷ୍ଟୋର ଏହାକୁ ହଟାଇ ଦେଇଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story