ପିଲାକୁ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଲେ

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷାରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୭ ଛୁଇଁଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ ଆଜି କେରଳର ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏସବୁ ଭିତରେ ଏକ ନିର୍ଦ୍ଧିଷ୍ଟ ରେସ୍କ୍ୟୁ ଅପରେସନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରେସ୍କ୍ୟୁ ଟିମ୍‌ର ଜଣେ ସଦସ୍ୟଙ୍କର ସାହାସିକ କାମ କ୍ୟାମେରାରେ କଏଦ ହୋଇଛି। ଭିଜୁଆଲ୍‌ରେ ବ୍ୟକ୍ତି ଜଣକ ଚେର୍‌ଥୋନୀ ନଦୀର ପୋଲ ଉପରେ […]

kerala-flood

kerala-flood

Ordigital Desk
  • Published: Monday, 13 August 2018
  • Updated: 13 August 2018, 09:27 AM IST

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷାରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୭ ଛୁଇଁଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ ଆଜି କେରଳର ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏସବୁ ଭିତରେ ଏକ ନିର୍ଦ୍ଧିଷ୍ଟ ରେସ୍କ୍ୟୁ ଅପରେସନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ରେସ୍କ୍ୟୁ ଟିମ୍‌ର ଜଣେ ସଦସ୍ୟଙ୍କର ସାହାସିକ କାମ କ୍ୟାମେରାରେ କଏଦ ହୋଇଛି। ଭିଜୁଆଲ୍‌ରେ ବ୍ୟକ୍ତି ଜଣକ ଚେର୍‌ଥୋନୀ ନଦୀର ପୋଲ ଉପରେ ଏକ ଛୋଟ ପିଲାକୁ ଜାବୁଡ଼ି ଧରି ତା’ ଜୀବନ ବଞ୍ଚାବାକୁ ଦୌଡ଼ୁଥିବା ଦେଖିବାକୁ ମିଳୁଛି।

ଏହି ଫୁଟେଜ୍‌ଟି ନ୍ୟୁଜ୍‌ ୧୮ କେରଳ ଦ୍ୱାରା ପୋଷ୍ଟ କରାଯାଇଛି। ଇଦୁକ୍କି ଡ୍ୟାମ୍‌ର ୫୦ଟି ଗେଟ୍‌ ଖୋଲାଯିବା ପରେ ଚେର୍‌ଥୋନୀ ନଦୀରେ ପ୍ରବଳ ମାତ୍ରାରେ ପାଣି ଆସିଛି। ପାଣିର ବେଗ ଏତେ ଅଧିକ ରହିଛି ଯେ, ପୋଲ ଉପରକୁ ମଧ୍ୟ ଝିଟିକା ମାରୁଛି। ଏହି ସମୟରେ ପୋଲ୍‌ ପରେ ରହିଯାଇଥିବା ପିଲାଟିକୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳର ସଦସ୍ୟ ଜଣଙ୍କ ଜୀବନକୁ ବାଜି ଲଗେଇ ଦେଇଛନ୍ତି।

https://www.facebook.com/cnnnews18/videos/10157762139134202/

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story