ତରନତାରାରେ ୨୬/୧୧ ଶୈଳୀରେ ଆକ୍ରମଣ ପାଇଁ ଯୋଜନା କରିଥିଲା ଆତଙ୍କବାଦୀ

ଚଣ୍ଡିଗଡ: ପଞ୍ଜାବର ତରନତାରନରେ ହୋଇଥିବା ବିସ୍ପୋରଣ ପରେ ତଦନ୍ତ ଅଧିକାରୀ ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପଞ୍ଜାବ ଏବଂ ଆଖପାଖ ଅଞ୍ଚଳରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏଥିପାଇଁ ଡ୍ରୋନ ଜରିଆରେ ଆଇଏସଆଇ ପଞ୍ଜାବରେ ଏକ-୪୭ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଡେଲିଭରୀ କରିଥିଲା। ସୂଚନାଯୋଗ୍ୟ, ୨୩ ତାରିଖ ଦିନ ପଞ୍ଜାବ ପୁଲିସ ତରନତାରା ଗାଁର ତୋହଲା ସାହିବ ନିକଟରେ ୪ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ […]

punjab taran tara

punjab taran tara

Subhransu Sekhar
  • Published: Wednesday, 25 September 2019
  • Updated: 25 September 2019, 10:13 AM IST

Sports

Latest News

ଚଣ୍ଡିଗଡ: ପଞ୍ଜାବର ତରନତାରନରେ ହୋଇଥିବା ବିସ୍ପୋରଣ ପରେ ତଦନ୍ତ ଅଧିକାରୀ ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପଞ୍ଜାବ ଏବଂ ଆଖପାଖ ଅଞ୍ଚଳରେ ୨୬/୧୧ ଭଳି ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏଥିପାଇଁ ଡ୍ରୋନ ଜରିଆରେ ଆଇଏସଆଇ ପଞ୍ଜାବରେ ଏକ-୪୭ ବନ୍ଧୁକ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଡେଲିଭରୀ କରିଥିଲା।

ସୂଚନାଯୋଗ୍ୟ, ୨୩ ତାରିଖ ଦିନ ପଞ୍ଜାବ ପୁଲିସ ତରନତାରା ଗାଁର ତୋହଲା ସାହିବ ନିକଟରେ ୪ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ୫ଟି ଏକ ୪୭ ବନ୍ଧୁକ, ପିସ୍ତଲ, ସେଟେଲାଇଟ୍ ଫୋନ୍ ଏବଂ ହାତ ତିଆରି ଗ୍ରେନେଡ୍ ଜବତ କରିଥିଲା। ଏହାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘଟଣାର ତଦନ୍ତ ପାଇଁ ଏନଆଇଏକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଏଥିସହ ଡ୍ରୋନ ଜରିଆରେ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ପଠାଉଥିବାର ଜଣାପଡ଼ିବା ପରେ ବାୟୁସେନା ଏବଂ ଆର୍ମିକୁ ଅବଗତ କରାଇଥିଲେ ପଞ୍ଜାବ ସରକାର।

[caption id="attachment_439008" align="aligncenter" width="750"] ପ୍ରତୀକାତ୍ମକ ଚିତ୍ର[/caption]

ପଞ୍ଜାବର ଧାର୍ମିକସ୍ଥଳୀ ଓ ଜନଗହଣଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀ ଏବଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ବାରମ୍ୱାର ଆକ୍ରମଣ କରିବା ପାଇଁ ଧମକ ଦେଉଥିବା ବେଳେ ହିଂସା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story