ଏନସିବି ଆଗରେ ତିନି ବଲିଉଡ ସେଲିବ୍ରେଟିଙ୍କ ନାଁ କହିଲେ ରିଆ ଚକ୍ରବର୍ତ୍ତୀ

ମୁମ୍ୱାଇ: ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜେରାର ସମ୍ମୁଖୀନ ହେଉଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ତିନି ସହଯୋଗୀଙ୍କ ନାମ କହିଛନ୍ତି। ତିନି ଜଣଙ୍କ ବୟସ ୩୦ ଭିତରେ ରହିଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହାପରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାର ତଦନ୍ତ କରୁଛି। ରିଆ ଡ୍ରଗ୍ସ ବ୍ୟବସାୟ କରୁଥିବାର ପ୍ରମାଣ ପାଇଛି ଏନସିବି। କିଛି ଦିନ ପୂର୍ବରୁ […]

rhea

rhea

Subhransu Sekhar
  • Published: Saturday, 12 September 2020
  • Updated: 12 September 2020, 02:05 AM IST

Sports

Latest News

ମୁମ୍ୱାଇ: ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଜେରାର ସମ୍ମୁଖୀନ ହେଉଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ତିନି ସହଯୋଗୀଙ୍କ ନାମ କହିଛନ୍ତି। ତିନି ଜଣଙ୍କ ବୟସ ୩୦ ଭିତରେ ରହିଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା। ଏହାପରେ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ମାମଲାର ତଦନ୍ତ କରୁଛି। ରିଆ ଡ୍ରଗ୍ସ ବ୍ୟବସାୟ କରୁଥିବାର ପ୍ରମାଣ ପାଇଛି ଏନସିବି। କିଛି ଦିନ ପୂର୍ବରୁ ରିଆ ଏନସିବି ଆଗରେ କହିଥିଲେ ବଲିଉଡର ୮୦ ପ୍ରତିଶତ ବ୍ୟକ୍ତି ଡ୍ରଗ୍ସ ଧନ୍ଦାରେ ସାମିଲ୍ ଅଛନ୍ତି।

ରିଆ ଚକ୍ରବର୍ତ୍ତୀ (୨୮) ଯେଉଁ ତିନି ଜଣଙ୍କ ନାମ ନେଇଛନ୍ତି ସେଥିମଧ୍ୟରୁ ଦୁଇ ଜଣ ଚର୍ଚ୍ଚିତ ଅଭିନେତ୍ରୀ। ସେମାନେ ହେଲେ ସାରା ଅଲ୍ଲୀ ଖାନ୍ (୨୫), ରକୁଲ ପ୍ରୀତ ସିଂହ (୨୯)। ଅନ୍ୟ ଜଣେ ସିମୋନ୍ ଖୋମ୍ୱାଟା (୨୯)। ଏକ ଜାତୀୟ ନ୍ୟୁଜ ଚ୍ୟାନେଲରେ ଏହି ଖବର ପ୍ରକାଶ ପାଇଛି। ଖୁବଶୀଘ୍ର ଆଉ କିଛି ନାଁ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି। ଏନସିବି ଏହି ମାମଲାରେ ବଲିଉଡର ୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସାରା ଅଲ୍ଲୀ ଖାନ ସୁଶାନ୍ତ ସିଂହ ରାଜପୁତଙ୍କ ସହିତ ଛୁଟି କଟାଇବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ସୁଶାନ୍ତ ମୃତ୍ୟୁ ମାମଲାରେ ଏହି ଖବର ସାମ୍ନାକୁ ଆସିଥିଲା। ତେବେ ଏହି ମାମଲାରେ ନୂଆ ନାଁ ସାମ୍ନାକୁ ଆସିଛି ସେ ହେଲେ ରକୁଲ ପ୍ରୀତ ସିଂହ। ଅନ୍ୟ ଜଣେ ସିମୋନ୍ ଖୋମ୍ୱାଟା ଯାହାଙ୍କ ନାଁ ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଚାଟରେ ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ସାରା ଅଲ୍ଲୀ ଖାନ୍ ଏବଂ ସୁଶାନ୍ତ ସିଂ ରାଜପୁତଙ୍କର ମଧ୍ୟ ପ୍ରେମ ସମ୍ପର୍କ ଥିଲା ବୋଲି ବିଭିନ୍ନ ଖବରରୁ ଜଣାପଡ଼ିଛି। ଭଭୟ କେଦାରନାଥ ସିନେମାରେ ଏକାଠି ଅଭିନୟ କରିଥିଲେ। ସାରା ଅଲ୍ଲୀ ଖାନ୍ ହେଉଛନ୍ତି ସୈଫ୍ ଅଲ୍ଲୀ ଖାନଙ୍କ ପ୍ରଥମ ସ୍ତ୍ରୀର ଝିଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story