ଲାଲୁଙ୍କ ଜାମିନ୍ ଖାରଜ

ରାଞ୍ଚି: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ୍ ଖାରଜ ହୋଇଛି। ଝାଡଖଣ୍ଡ ହାଇକୋର୍ଟ ଏହି ଜାମିନ ଖାରଜ କରିଛନ୍ତି। ଲାଲୁ ମୋଟ୍ ୭ ବର୍ଷ ପାଇଁ ଦଣ୍ଡିତ ହୋଇଛନ୍ତି। ସେଥିମଧ୍ୟରୁ ଅଧା ସମୟ ସଜା କାଟିସାରିଥିବାରୁ ଜାମିନ୍ ପାଇଁ ଲାଲୁଙ୍କ ଓକିଲ ବିଚାରପତିଙ୍କ ଆଗରେ ଦାବି କରିଛନ୍ତି। ହେଲେ ସିବିଆଇ ପକ୍ଷ ରଖି କହିଛି ୭ ବର୍ଷ ପାଇଁ ଲାଲୁଙ୍କୁ ସଜା ହୋଇଛି। ତେଣୁ ସେ […]

lalu-yadav

lalu-yadav

Subhransu Sekhar
  • Published: Friday, 19 February 2021
  • Updated: 19 February 2021, 06:52 PM IST

ରାଞ୍ଚି: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ୍ ଖାରଜ ହୋଇଛି। ଝାଡଖଣ୍ଡ ହାଇକୋର୍ଟ ଏହି ଜାମିନ ଖାରଜ କରିଛନ୍ତି। ଲାଲୁ ମୋଟ୍ ୭ ବର୍ଷ ପାଇଁ ଦଣ୍ଡିତ ହୋଇଛନ୍ତି। ସେଥିମଧ୍ୟରୁ ଅଧା ସମୟ ସଜା କାଟିସାରିଥିବାରୁ ଜାମିନ୍ ପାଇଁ ଲାଲୁଙ୍କ ଓକିଲ ବିଚାରପତିଙ୍କ ଆଗରେ ଦାବି କରିଛନ୍ତି। ହେଲେ ସିବିଆଇ ପକ୍ଷ ରଖି କହିଛି ୭ ବର୍ଷ ପାଇଁ ଲାଲୁଙ୍କୁ ସଜା ହୋଇଛି। ତେଣୁ ସେ ସମ୍ପୂର୍ଣ୍ଣ ଭାବରେ ସଜା କାଟିବା ଦରକାର।

ଲାଲୁ ଯାଦବ ମୋଟ୍ ୫ଟି ମାମଲାରୁ ଚାରୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଚାରୋଟି ମାମଲାରୁ ୩ଟି ମାମଲାରେ ଜାମିନ ମିଳିଯାଇଛି। ଆଉ ଏକ ମାମଲାରେ ସିବିଆଇ କୋର୍ଟରେ ଶୁଣାଣି ଜାରି ରହିଛି। ଲାଲୁ ୪୨ ମାସ, ୨୮ ଦିନ ସଜା କାଟି ସାରିଛନ୍ତି। ଏବେ ତାଙ୍କୁ ଜାମିନ୍ ଦେବା ଦରକାର ବୋଲି ଲାଲୁଙ୍କ ଓକିଲ କହିଛନ୍ତି।

ଅନ୍ୟପଟେ ଲାଲୁଙ୍କୁ ଜାମିନ ଦେବାକୁ ବିହାରରେ ବିରୋଧୀ ଦଳର ନେତା ତଥା ଲାଲୁଙ୍କ ପୁଅ ତେଜ ପ୍ରତାପ ଯାଦବ ଚିଠି ଲେଖା ଅଭିଯାନ ଆରମ୍ଭ କରିଛନ୍ତି। ଲାଲୁଙ୍କୁ ଜାମିନ୍ ଦେବା ପାଇଁ ରାଷ୍ଟ୍ରପତିଙ୍କ ପାଖରୁ ୫୦ ହଜାର ଚିଠି ପଠାଇଛନ୍ତି ତେଜ ପ୍ରତାପ। ଯେପର୍ଯ୍ୟନ୍ତ ଲାଲୁ ଜେଲରୁ ମୁକୁଳି ନାହାନ୍ତି ସେଯାଏ ଏହି ଚିଠି ଅଭିଯାନ ଜାରି ରହିବ ବୋଲି ତେଜ ପ୍ରତାପ କହିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୨୦୧୭ରୁ ଜେଲରେ ଅଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ଚାରା ଘୋଟାଲା ମାମଲାରେ ସାତ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ତାଙ୍କୁ ସାତ ବର୍ଷ ଦଣ୍ଡିତ କରାଯାଇଛି। ୧୯୯୧ ରୁ ୧୯୯୬ ମଧ୍ୟରେ ଦୁମକା ଟ୍ରେଜେରୀରୁ ୩.୫ କୋଟି ଟଙ୍କା ଠକେଇ ସହିତ ଏହି ମାମଲା ଜଡିତ। ସେତେବେଳେ ଲାଲୁ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ। ଲାଲୁ ପ୍ରସାଦ ଯାଦବ ଏବେ ଅସୁସ୍ଥତା ପାଇଁ ଚିକିତ୍ସାଧୀନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story