ବ୍ୟାଙ୍କରେ ରୋବର୍ଟ କରିବ କାମ

ନୂଆଦିଲ୍ଲୀ: ତାମିଲନାଡ଼ୁର ଜଣେ କମ୍ପ୍ୟୁଟର ଇଂଜିନିଅର ବିଜୟ ଓ ଜଣେ ଡିଜାଇନର ମିଳିତ ଭାବେ ଏପରି ଏକ ରୋବର୍ଟ ତିଆରି କରିଛନ୍ତି ଯାହା ବ୍ୟାଙ୍କ କାମରେ ସାଧାରଣ ଲୋକମାନଙ୍କୁ ଖୁବ୍‌ ସାହାଯ୍ୟ କରିବ। ଇଂଜିନିଅର ବିଜୟଙ୍କ କହିବାନୁଯାୟୀ ଏହି ରୋବର୍ଟ ୧୫ଟି ଭାଷାକୁ ବୁଝିପାରୁଥିବା ବେଳେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ପୁରୁଣା ଆକାଉଣ୍ଟ ସହ ଜଡ଼ିତ ସମସ୍ତ ପ୍ରକାର ପ୍ରଶ୍ନର ଉତ୍ତର ଦେଇପାରିବ। ବିମୁଦ୍ରାକରଣ ପରେ ବ୍ୟାଙ୍କରେ ଲାଗି ରହୁଥିବା ଭିଡ଼କୁ ଦୃଷ୍ଟି […]

robort-bank

robort-bank

Rakesh Mallick
  • Published: Saturday, 03 December 2016
  • Updated: 03 December 2016, 01:22 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡ଼ୁର ଜଣେ କମ୍ପ୍ୟୁଟର ଇଂଜିନିଅର ବିଜୟ ଓ ଜଣେ ଡିଜାଇନର ମିଳିତ ଭାବେ ଏପରି ଏକ ରୋବର୍ଟ ତିଆରି କରିଛନ୍ତି ଯାହା ବ୍ୟାଙ୍କ କାମରେ ସାଧାରଣ ଲୋକମାନଙ୍କୁ ଖୁବ୍‌ ସାହାଯ୍ୟ କରିବ।

ଇଂଜିନିଅର ବିଜୟଙ୍କ କହିବାନୁଯାୟୀ ଏହି ରୋବର୍ଟ ୧୫ଟି ଭାଷାକୁ ବୁଝିପାରୁଥିବା ବେଳେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ପୁରୁଣା ଆକାଉଣ୍ଟ ସହ ଜଡ଼ିତ ସମସ୍ତ ପ୍ରକାର ପ୍ରଶ୍ନର ଉତ୍ତର ଦେଇପାରିବ।

ବିମୁଦ୍ରାକରଣ ପରେ ବ୍ୟାଙ୍କରେ ଲାଗି ରହୁଥିବା ଭିଡ଼କୁ ଦୃଷ୍ଟି ଆଗରେ ରଖି ଏପରି ଏକ ନିଆରା ରୋବର୍ଟ ବନାଇବାରେ ସଫଳ ହୋଇଥିବା କଥା କହିଛନ୍ତି ଇଂଜିନିଅର ବିଜୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story