ରାଜସ୍ଥାନ ବିଜୟ ଧାରାରେ ଲାଗିଲା ବ୍ରେକ୍, ହାଇଦ୍ରାବାଦର ରୋମାଞ୍ଚକର ବିଜୟ

ଚଳିତ ଆଇପିଏଲ ସିଜିନର ଶକ୍ତିଶାଳୀ ଟିମ୍ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦର ରୋମାଞ୍ଚକର ବିଜୟ।

SRH & RR Players

ହାଇଦ୍ରାବାଦ ଓ ରାଜସ୍ଥାନ ପ୍ଲେୟାର୍ସ

Debibandita Barick
  • Published: Friday, 03 May 2024
  • Updated: 03 May 2024, 08:50 AM IST

Sports

Latest News

ଚଳିତ ଆଇପିଏଲ ସିଜିନର ଶକ୍ତିଶାଳୀ ଟିମ୍ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସନ୍ ରାଇଜର୍ସ ହାଇଦ୍ରାବାଦର ରୋମାଞ୍ଚକର ବିଜୟ। ପଏଣ୍ଟ ତାଲିକାର ଶୀର୍ଷରେ ରହି ଆଧିପତ୍ୟ ବିସ୍ତାର କରିଆସୁଥିବା ରାଜସ୍ଥାନ ବିଜୟ ଧାରରେ ଲାଗିଛି ବ୍ରେକ୍। ଏହି ମ୍ୟାଚକୁ ଶେଷ ବଲରେ ରୋଚକ ଭାବେ ଜିତି ନେଇଛି ହାଇଦ୍ରାବାଦ।

ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଘରୋଇ ରାଇଜର୍ସ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦୧ ରନ୍ ସଂଗ୍ରହ କରିଥିଲା। ୨୦୨ ରନର ଟାର୍ଗେଟକୁ ପିଛା କରେ ୨୦୦ ରନରେ ଅଟକି ଯାଇଥିଲା ରୟାଲ୍ସ ବାହିନୀ। ଫଳରେ ମାତ୍ର ଗୋଟିଏ ରନରେ ଏହି ମ୍ୟାଚକୁ ଜିତି ନେଇଛି ହାଇଦ୍ରାବାଦ।

ସବୁଠୁ ରୋମାଞ୍ଚକର ଥିଲା ଅନ୍ତିମ ଓଭର। ଜିତିବା ପାଇଁ ୧୩ ବଲ୍ ଆବଶ୍ୟକ ଥିବାବେଳେ ରୋଭମାନ ପାୱଲ ନିଜର ସମସ୍ତ ଶକ୍ତି ଲଗାଇ ଦେଇଥିଲେ। ବିପକ୍ଷରେ ଥାନ୍ତି ଭୁବନେଶ୍ୱର କୁମାର, ରବୀଚନ୍ଦ୍ରନ ଅଶ୍ୱିନ ସିଙ୍ଗଲ୍ ନେଇ ପାୱଲଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ପାୱଲ ଦ୍ୱିତୀୟ ବଲରେ ୨, ତୃତୀୟ ବଲରେ ୪, ଚତୁର୍ଥ ବଲରେ ୨, ପଞ୍ଚମ ବଲରେ ୨ ରନ୍ କରି ବିଜୟ ଆଶାକୁ ଉଜ୍ଜିବୀତ କରାଇଥିଲେ।

Also Read

ପଞ୍ଚମ ବଲରେ ରନ୍ ଆଉଟର ଶିକାର ହୋଇ ମଧ୍ୟ ଜୀବନ ଦାନ ପାଇଥିଲେ ପାୱଲ। ଶେଷକୁ ଜିତିବା ପାଇଁ ଗୋଟିଏ ବଲରେ ଆବଶ୍ୟକ ପଡୁଥିଲା ୨ ରନ୍। ହେଲେ ଭୁବନେଶ୍ୱର କୁମାର ଚତୁରତା ଦେଖାଇ ପାୱଲକୁ ଏଲବିଡବ୍ଲୁ କରାଇ ନେଇଥିଲେ। ଫଳରେ ଗୋଟିଏ ରନରେ ବିଜୟୀ ହୋଇଛି ହାଇଦ୍ରାବାଦ। 

ଦଳ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଯଶସ୍ୱୀ ଜୈସ୍ୱାଲ ୬୭(୪୦), ରିଆନ ପରାଗ ୭୭(୪୯), ରୋଭମନ ପାୱଲ ୨୭(୧୫), ଶିମରନ ହେଟମେୟର ୧୩(୯), ଧ୍ରୁବ ଜୁରେଲ ୧(୩) ଓ ରବୀଚନ୍ଦ୍ରନ ଅଶ୍ୱିନୀ ୨(୨) ରନ୍ କରିଥିବା ବେଳେ ଜୋସ ବଟଲର ଓ ସଞ୍ଜୁ ସାମସନ ଖାତା ଖୋଲିପାରିନଥିଲେ। 

ସେପଟେ ହାଇଦ୍ରାବାଦ ପକ୍ଷରୁ ଟ୍ରାଭିସ ହେଡ୍ ୫୮(୪୪), ଅଭିଷେକ ଶର୍ମା ୧୨(୧୦), ଅନମୋଲପ୍ରୀତ ସିଂହ ୫(୫) ଏବଂ ନୀତିଶ ରେଡ୍ଡି ଓ ହେନରିଚ କ୍ଲାସେନ ଅପରାଜିତ ରହି ଯଥାକ୍ରମେ ୭୬(୪୨) ଓ ୪୨(୨୯) ରନ୍ କରିଥିଲେ। ଘାତକ ବୋଲିଂ ପାଇଁ ଭୁବନେଶ୍ୱ କୁମାର ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ୧୦ଟି ମ୍ୟାଚ୍ ଖେଳି ଷଷ୍ଠ ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ହାଇଦ୍ରାବାଦ। ରାଜସ୍ଥାନ ରୟାଲ୍ସ ପରାସ୍ତ ହୋଇଥିଲେ ମଧ୍ୟ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story