ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଲାଗି ଘୋଷଣା କରାଯାଇଛି। ଏଥର ଯୁଗ୍ମ ଭାବେ ତିନିଜଣଙ୍କୁ ଯଥା ରୋଜର୍ ପେନରୋଜ୍, ରିନହାର୍ଡ ଗେନଜେଲ ଓ ଆଣ୍ଡ୍ରିଆ ଗେଜଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଏହି ପଦାର୍ଥ ବୈଜ୍ଞାନିକଙ୍କୁ ସ୍ୱର୍ଣ୍ଣ ପଦକ ସହ ପୁରସ୍କାର ରାଶି ବାବଦକୁ ୧.୧ ମିଲିୟନ୍ ଡଲାର ପ୍ରଦାନ କରାଯିବ। ଆଲବର୍ଟ ଆଇନଷ୍ଟାଇନଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ୱକୁ ବୁଝିବାକୁ ରୋଜର ପେନରୋଜ ଏକ ଗାଣିତିକ ସୂତ୍ର ଉଦ୍ଭାବନ […]

nobel

nobel

Ranjit Kumar Jena
  • Published: Tuesday, 06 October 2020
  • Updated: 06 October 2020, 04:19 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ପଦାର୍ଥ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଲାଗି ଘୋଷଣା କରାଯାଇଛି। ଏଥର ଯୁଗ୍ମ ଭାବେ ତିନିଜଣଙ୍କୁ ଯଥା ରୋଜର୍ ପେନରୋଜ୍, ରିନହାର୍ଡ ଗେନଜେଲ ଓ ଆଣ୍ଡ୍ରିଆ ଗେଜଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଏହି ପଦାର୍ଥ ବୈଜ୍ଞାନିକଙ୍କୁ ସ୍ୱର୍ଣ୍ଣ ପଦକ ସହ ପୁରସ୍କାର ରାଶି ବାବଦକୁ ୧.୧ ମିଲିୟନ୍ ଡଲାର ପ୍ରଦାନ କରାଯିବ।

ଆଲବର୍ଟ ଆଇନଷ୍ଟାଇନଙ୍କ ସାଧାରଣ ଆପେକ୍ଷିକ ତତ୍ତ୍ୱକୁ ବୁଝିବାକୁ ରୋଜର ପେନରୋଜ ଏକ ଗାଣିତିକ ସୂତ୍ର ଉଦ୍ଭାବନ କରିଥିଲେ। ସେ ପ୍ରମାଣିତ କରିଥିଲେ ଯେ ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ଅନୁସାରେ କୃଷ୍ଣଗର୍ତ୍ତର ସୃଷ୍ଟି ସମ୍ପର୍କରେ ଆଭାସ ଦିଏ। ସେହିପରି ରିନହାର୍ଡ ଓ ଆଣ୍ଡ୍ରିଆ ଗେଜ୍ ଆମ ଛାୟାପଥର କେନ୍ଦ୍ରରେ ଥିବା ନକ୍ଷତ୍ରମାନଙ୍କ ଗତିପଥକୁ ଅଦୃଶ୍ୟମାନ ତଥା ଓଜନଦାର ବସ୍ତୁକୁ ନିୟନ୍ତ୍ରଣ ଉଦ୍ଭାବନ କରିଥିଲେ।

ଗେଜ୍ ଚତୁର୍ଥ ମହିଳା ଭାବେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଜିତିଛନ୍ତି। ଏହା ପୂର୍ବରୁ ଡୋନା ଷ୍ଟ୍ରିକଲ୍ୟାଣ୍ଡ, ମାରିଆ ଗୋପର୍ଟ ମେୟର ଓ ମେରୀ କ୍ୟୁରି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଜିତିସାରିଛନ୍ତି।

ଗତକାଲି ମେଡିସିନ୍ କ୍ଷେତ୍ରରେ ଉପଲବ୍ଧି ପାଇଁ ଯୁଗ୍ମ ଭାବେ ତିନିଜଣଙ୍କ ନାଁ ଯଥା ଆମେରିକାର ହାର୍ଭେ ଜେ. ଅଲଟର୍ ଓ ଚାର୍ଲ୍ସ ଏମ୍. ରାଇସ୍ ଏବଂ ବ୍ରିଟିଶ ବୈଜ୍ଞାନିକ ମାଇକେଲ୍ ହଟନ ଚୟନ କରାଯାଇଛି। ଏହି ବୈଜ୍ଞାନିକମାନଙ୍କୁ ହେପାଟାଟ୍ସ 'ସି' ଭାଇରସ୍ ଆବିଷ୍କାର ପାଇଁ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବୈଜ୍ଞାନିକଙ୍କୁ ପାଖାପାଖି ୧୧ଲକ୍ଷ ୨୦ହଜାର ଡଲାର୍ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story