ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପାଇଁ ଆରଏସ୍‌ଏସ୍‌ର ଆହ୍ୱାନ

ମୋରଦାବାଦ୍‌: ଅଯୋଧ୍ୟା ପ୍ରସଙ୍ଗ ପରେ ଏବେ ଆରଏସ୍‌ଏସ୍‌ର ଏଜେଣ୍ଡାରେ ମଥୁରା ବା କାଶୀ ନାହିଁ। ଏହି ସଂଗଠନ ଏବେ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରସଙ୍ଗ କରିବ। ଖୋଦ୍‌ ଆରଏସ୍‌ଏସ୍‌ ମୁଖ୍ୟ ବା ସରସଂଘଚାଳକ ଏପରି ଆହ୍ୱାନ ଦେଇଛନ୍ତି। ୪ ଦିନଆ ମୋରଦାବାଦ୍‌ ଗସ୍ତରେ ଥିବା ଭାଗବତ କହିଛନ୍ତି, ୨ଟି ସନ୍ତାନ ପାଇଁ ଏକ ଆଇନ ଆସିବା ଦରକାର। ଏହା ଦେଶର ବିକାଶରେ ସହାୟକ ହୋଇପାରିବ। ମୋରଦାବାଦ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିଠାରେ ଶୁକ୍ରବାର ସେ କହିଥିଲେ, ଦୁଇଟି ସନ୍ତାନରେ ସୀମିତ […]

Mohan

Mohan

Subrat Kumar Nayak
  • Published: Friday, 17 January 2020
  • Updated: 17 January 2020, 06:20 PM IST

Sports

Latest News

ମୋରଦାବାଦ୍‌: ଅଯୋଧ୍ୟା ପ୍ରସଙ୍ଗ ପରେ ଏବେ ଆରଏସ୍‌ଏସ୍‌ର ଏଜେଣ୍ଡାରେ ମଥୁରା ବା କାଶୀ ନାହିଁ। ଏହି ସଂଗଠନ ଏବେ ଜନସଂଖ୍ୟା ନିୟନ୍ତ୍ରଣକୁ ପ୍ରସଙ୍ଗ କରିବ। ଖୋଦ୍‌ ଆରଏସ୍‌ଏସ୍‌ ମୁଖ୍ୟ ବା ସରସଂଘଚାଳକ ଏପରି ଆହ୍ୱାନ ଦେଇଛନ୍ତି।

୪ ଦିନଆ ମୋରଦାବାଦ୍‌ ଗସ୍ତରେ ଥିବା ଭାଗବତ କହିଛନ୍ତି, ୨ଟି ସନ୍ତାନ ପାଇଁ ଏକ ଆଇନ ଆସିବା ଦରକାର। ଏହା ଦେଶର ବିକାଶରେ ସହାୟକ ହୋଇପାରିବ। ମୋରଦାବାଦ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିଠାରେ ଶୁକ୍ରବାର ସେ କହିଥିଲେ, ଦୁଇଟି ସନ୍ତାନରେ ସୀମିତ ରହିବା ପାଇଁ ଯାହା ବି ଆଇନ ଆସିବ ଆରଏସ୍‌ଏସ୍‌ ତାକୁ ସମର୍ଥନ କରିବ।

୪୦ ଜଣ ଉଚ୍ଚ ସ୍ତରୀୟ ସଂଘ କାର୍ଯ୍ୟକର୍ତ୍ତାଙ୍କୁ ସେ କହିଥିଲେ, ଆମେ ଅନୁଭବ କରୁଛୁ, ଏବେ ସରକାର ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାର ସମୟ ଆସିଛି। ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ଧର୍ମ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଲାଗୁ ହେବ। ଜନସଂଖ୍ୟା ନିୟନ୍ତ୍ରଣ ଜନିତ ସମସ୍ୟା ବାବଦରେ ସେ କହିଥିଲେ, ଭାରତ ଆଗକୁ ବଢ଼ୁଛି। କିନ୍ତୁ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବା ବିକାଶ ପାଇଁ ହିତକର ନୁହେଁ। ରାମ ମନ୍ଦିର ବାବଦରେ ସେ କହିଥିଲେ, ଏହି ପ୍ରସଙ୍ଗରେ ଆରଏସ୍‌ଏସ୍‌ର ଭୂମିକା କେବଳ ଟ୍ରଷ୍ଟ ଗଠନ ପର୍ଯ୍ୟନ୍ତ ଥିଲା। ଏଟ୍ରଷ୍ଟ ଗଠନ କାର୍ଯ୍ୟ ସରିବା ମାତ୍ରେ ଆମେ ଏଥିରୁ ଆପେ ଦୂରେଇଯିବୁ।

କେନ୍ଦ୍ର ସରକାର ଆଣିଥିବା ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନକୁ ସେ ସମର୍ଥନ କରିଥିଲେ। କିନ୍ତୁ ଏହାକୁ ନେଇ ବ୍ୟାପକ ଜନସଚେତନତା ଆବଶ୍ୟକ ଅଛି ବୋଲି ଭାଗବତ କହିଥିଲେ। ତେବେ ମଥୁରା ଏବଂ କାଶୀ ଆରଏସ୍‌ଏସ୍‌ର ଏଜେଣ୍ଡା ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story